Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଜୁ ଜନତା ଦଳର ଜନସମ୍ପର୍କ ଓ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ…
ଫୁଲବାଣୀ : ଫୁଲବାଣୀ ଜିଲ୍ଲା ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଏବଂ ମୁନିସିପାଲିଟିକୁ ନେଇ ଆସନ୍ତା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା!-->!-->!-->…
ମା ବାଳକୁମାରୀଙ୍କ ଶିଖର ପୀଠରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ…
ଚିକିଟୀ--ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ବ୍ଲକର ମା ବାଳକୁମାରୀଙ୍କ ଶିଖର ପୀଠ ରେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୂଳଦୀପ କୁମାରଙ୍କ ମିଳିତ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି!-->…
ଶିଶୁଙ୍କ ପାଇଁ ଦିନଟିଏ ’’ ଶୀର୍ଷକ ଆଲୋଚନା କର୍ମଶାଳା ଅନୁଷ୍ଠିତ…
ଫୁଲବାଣୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ‘' ଶିଶୁଙ୍କ ପାଇଁ ଦିନଟିଏ ’’ ଶୀର୍ଷକ ଆଲୋଚନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମାନଙ୍କର ସମସ୍ୟା- ଏହାର ତର୍ଜମା ଓ ସମାଧାନ ପାଇଁ ଅତିଥିମାନେ!-->!-->!-->…
କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣର ପ୍ରୟାସ
ବ୍ରହ୍ମପୁର : ,୩୦.୦୯.୨୩ ଜିଲ୍ଲା ପ୍ରଶାସନ ଗଞ୍ଜାମ, ୟୁନିସେଫ, ଆକ୍ସନଏଡ଼ ର ମିଳିତ ଆନୁକୁଲ୍ଯରେ କ୍ରୀଡା ମାଧ୍ୟମରେ କିଶୋରୀ ମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ସ୍ଥାନୀୟ ଛତ୍ରପୁର ସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମ ଠାରେ ଜିଲ୍ଲାର ଚାରୋଟି ବ୍ଲକ ତଥା ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା!-->…
ବର୍ଜ୍ୟବସ୍ତୁ ରେ ସୁନ୍ଦର ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ…
ଚିକିଟୀ:--ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଜକବି ରାଧାମୋହନ ବିଦ୍ୟାପୀଠ ଠାରେ ସ୍ୱଚ୍ଛତା ହିଁ ସେବା ଆନୁକୂଲ୍ୟରେ ଶୁକ୍ରବାର ଦିନ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବର୍ଜ୍ୟବସ୍ତୁ କୁ ନେଇ ଏକ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଯାଇଛି।ଏହି ମେଳାରେ ତହସିଲଦାର!-->…
ଗଣମାଧ୍ୟମ ବିରୋଧରେ ସରକାରୀ ରୋଷ ସମ୍ପର୍କରେ ଆଲୋଚନା…
ଫୁଲବାଣୀ : ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ ଜିଲ୍ଲା ସାମ୍ବାଦିକ ସଂଘ କନ୍ଧମାଳ ଆନୁକୁଲ୍ୟରେ ଆୟୋଜିତ ଆଲୋଚନା ଚକ୍ର "ଗଣମାଧ୍ୟମ ବିରୋଧରେ ସରକାରୀ ରୋଷ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ବନାନୀର ସଭାପତି ଡଃ ଅରୂପ କୁମାର!-->!-->!-->…
ନେତା ମଧ୍ୟ ସୁରକ୍ଷିତ ନାହାନ୍ତି: ପୂର୍ବତନ ମେୟର ପିଣ୍ଟୁ ଦାସ ଗାଡ଼ି ଉପରକୁ ବୋମା ମାଡ଼..
ବ୍ରହ୍ମପୁର:୨୯-୯ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଙ୍କ ଗାଡି ଉପରକୁ ବୋମା ମାଡ଼।ଗୋଶାଣୀ ନୂଆ ଗାଁ ଥାନା ରେ ଘଟିଛି। ରାତ୍ର ୧୧ ଘଣ୍ଟା ସମୟରେ ସେ ନିଜ ଘରକୁ ଫେରୁଥିବା ବେଳେ କାଳୁଆ ମନ୍ଦିର ନିକଟରେ ତାଙ୍କର ଗାଡ଼ିରେ ଆସୁଥିବା ବେଳେ ବୋମା ମାଡ଼ ହୋଇଛି। ସେ!-->…
ରାଧାନାଥ ଜୟନ୍ତୀ ପାଳିତ
ଫୁଲବାଣୀ : ଜିଲ୍ଲା ଲେଖକ ସାମୁଖ୍ୟ ଫୁଲବାଣୀ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ସାହିତ୍ୟ ସଭା ଓ ବିଶିଷ୍ଟ ଲେଖକ ମାନଙ୍କର ଜୟନ୍ତୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି । ସେହି କ୍ରମରେ ଚଳିତ ମାସ ୨୮ ତାରିଖ ଗୁରୁବାର ଦିନ ପଂଚାୟତ ମହାବିଦ୍ୟାଳୟ, ଫିରିଙ୍ଗିଆ ଠାରେ ରାଧାନାଥ ଜୟନ୍ତୀ!-->…
ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ମୁସଲମାନ ଭାଇ ମାନଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ସାମାଜର ସଭାପତି ଓ ସମ୍ପାଦକଙ୍କ ସହଯୋଗ ରେ ପବିତ୍ର ଇଦ ମିଳାଦୁନ ନବୀ ତଥା ମହାପୁରୁଷ ହଜରତ ମହମ୍ମଦଙ୍କ ଜୟନ୍ତୀ ଅବସରରେ ହାଟପଦା ସ୍ଥିତ ମୁସଲିମ ବସ୍ତିରୁ ସାମୁହିକ ପାର୍ଥନା ସାରିବା ପରେ ଶତାଧିକ ମୁସଲମାନ ଭାଇ!-->…
ଅଭିନବ ଢଙ୍ଗ ରେ ଭାଗବତ ଜନ୍ମ ପାଳନ
ରାଜନଗର(୨୯/୦୯) : କେନ୍ଦ୍ରାପଡା ଜିଲ୍ଲା ରାଜନଗର /ଆଳି ଅଞ୍ଚଳରେ ଦେଖିବାକୁ ମିଳିଛି ଆଜି ଥିଲା ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥି । ଯାହା ଆମ ଓଡ଼ିଆ ଘର ର ପୁର ପଲ୍ଲୀରେ ଇନ୍ଦୁ ପୂର୍ଣ୍ଣମୀ ଭାବେ ପରିଚିତ। ପୁରାଣ ଶାସ୍ତ୍ର ଅନୁଯାୟୀ ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଭାଗବତ ଙ୍କ!-->…