Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମହାବିଦ୍ୟାଳୟ, ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ବ୍ୟାପାର ବିଭାଗ ଉପଦେଷ୍ଟା ପୃଥୀବିରାଜ…
ବ୍ରହ୍ମପୁର : ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଅଧ୍ୟୟନ ରତ ପଛୁଆ ବର୍ଗ ବିଦ୍ୟାର୍ଥୀଙ୍କ ନିମନ୍ତେ ମେଧା ବୃତ୍ତି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ନେଇ ନୈରାଶ୍ୟଜନକ ଫଳ ପ୍ରକାଶ ପାଇଛି। ଏହି!-->!-->!-->…
ଜାଗ୍ରତ କନ୍ଧମାଳ ଓଡିଶାର ନୂତନ କର୍ମକର୍ତ୍ତା ଚୟନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଅଡାବାଡ଼ି ଶାଳବଣ ଠାରେ ଜାଗ୍ରତ କନ୍ଧମାଳ ଓଡିଶା ସାମାଜିକ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ସଂଘ ପକ୍ଷରୁ କରାଯାଇଥିବା ବିଭିନ୍ନ ପଦକ୍ଷେପ!-->…
ପୌରପରିଷଦରେ ବହୁଗୁଣିତ ହୋଲଡିଂ ଟ୍ୟାକ୍ସ ବୃଦ୍ଧି ଶୁଣାଣି ବନ୍ଦ କରିବାକୁ ଆଲୋଚନା
ଫୁଲବାଣୀ :ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ବଢାଇବାକୁ ୨୦୧୮ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଛି।ହୋଲଡିଂ ଟ୍ୟାକ୍ସ ଲାଗୁକରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ମୂଲ୍ୟାୟନରେ ପ୍ରିୟା ପ୍ରୀତି ତୋଷଣ,ଟିକସ ବୃଦ୍ଧି ପାଇଁ ଉଚ୍ଚା ଦରରେ ହୋଲଡିଂ ସ୍ଥିର କରାଯାଇଛି।ଯାହା ପୌର!-->…
ଅସୁସ୍ଥ ସାମ୍ବାଦିକ ପ୍ରସନ୍ନ କୁମାର ସାହୁଙ୍କୁ ଜଗନ୍ନାଥ ପ୍ରସାଦ ବିଡିଓ ଅନୁପ ପଣ୍ଡା ଙ୍କ ଆର୍ଥିକ ସହାୟତା…
ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଲା ରାଜ୍ୟ ସାମ୍ବାଦିକ ସଙ୍ଘ (SUJ )
ବ୍ରହ୍ମପୁର : ଗଂଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ବର୍ଷୀୟାନ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ସାହୁଙ୍କ ଅସୁସ୍ଥ ଖବର ଜାଣି ଜଗନ୍ନାଥ ପ୍ରସାଦ ବିଡିଓ!-->!-->!-->…
ଛେଳି ଚରାଳିଙ୍କୁ ଗଳାକାଟି ହତ୍ୟା ମାମଲା : ପୂର୍ବ ଶତ୍ରୁତାକୁ ନେଇ ହତ୍ୟା , ୨ ଗିରଫ
ସାନଖେମୁଣ୍ଡି // ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସାନଖେମୁଣ୍ଡି ବ୍ଳକ ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ସୁନୀଲ ନାୟକ ନାମକ ଜଣେ ଛେଳି ଚରାଳିଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଗଳାକାଟି ହତ୍ୟା ପରେ ନିକଟସ୍ଥ ଜଙ୍ଗଲରେ ଫୋପାଡିବା ମାମଲାର ପୋଲିସ ପର୍ଦ୍ଦାଫାଶ କରିଥିବା!-->…
ହିଞ୍ଜିଳିକାଟୁରେ ମିଳିତ ଗଣେଷ ପୂଜା ଭଷାଣି ଉତ୍ସବ ଶେଷ…
ହିିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରରେ ଗଣେଷ ପୁଜା ମେଳଣ ଓ ଭଷାଣି ଉତ୍ସବ ସହରରେ ଷଷ୍ଠ ଥର ଏବଂ ହିଞ୍ଜିଳ ଥାନା ଆଇ ଆଇ ସି ଶ୍ରୀନିବାସ ସେଠି ଙ୍କ ନେତୃତ୍ୱରେ ପ୍ରଥମ ଥର ଲାଗି ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି ।ସହରରେ ପୁଜାପାଉଥିବା ୨୫ ରୁ ଉର୍ଦ୍ଧ୍ୱ ମେଢ଼ର ଭଷାଣି ଉତ୍ସବ ସୋମବାର!-->…
ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ, ୬ଜୁଆଡ଼ି ଗିରଫ : ୧ଲକ୍ଷ ୧୭ହଜାର ଓ ୩ଟି ମୋବାଇଲ ଜବତ କଲା ବୈଦ୍ୟନାଥପୁର ଥାନା ପୋଲିସ
ବ୍ରହ୍ମପୁର : ପାର୍ବଣ ଋତୁ ଆସିବା ପୂର୍ବରୁ ଜୁଆ ଆଡ୍ଡା ଚିଂହ୍ନଟ ଉପରେ ଅଧିକା ଦୃଷ୍ଟି ରଖିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ବଡ଼ ବଡ଼ ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ!-->!-->!-->…
ବରିଷ୍ଠ ସରକାରୀ ଓକିଲ ତଥା ପୂର୍ବତନ ଉପାଧ୍ୟକ୍ଷଙ୍କ ବିୟୋଗ
ଦାରିଙ୍ଗବାଡ଼ି,୨୫/୯ : ଦାରିଙ୍ଗବାଡ଼ି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟର ବରିଷ୍ଠ ସରକାରୀ ଓକିଲ ତଥା ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲୀପ ବଲ୍ୟାଆରସିଂଙ୍କ ବିୟୋଗରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୫୪ବର୍ଷ ହୋଇଥିଲା। ଭଞ୍ଜନଗରରେ ସ୍ତ୍ରୀ!-->…
ସାରା ରାଜ୍ୟରେ ଜେଲ କର୍ମଚାରୀଙ୍କ ଆମରଣ ଅନଶନ
ବ୍ରହ୍ମପୁର : ସାରା ରାଜ୍ୟରେ ଆଜି ଜେଲ କର୍ମଚାରୀଙ୍କ ମାନେ ଆମରଣ ଅନଶନ ବସିଛନ୍ତି। ଆଲ ଓଡ଼ିଶା ଜେଲ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଜେଲ ରେ ୫ ଦଫା ଦେବୀ ନେଇ ଆମରଣ ଅନଶନ ଜାରିରହିଛି।ୱାର୍ଡର ମାନଙ୍କ ଗ୍ରେଡ ପେ୧୯ ସହରୁ ୨ ହଜାର ୪ ଶହ କୁ ବୃଦ୍ଧି କରିବା,କାରାରକ୍ଷୀରୁ ମୁଖ୍ୟ କାରାରକ୍ଷୀ!-->…
ଆଷ୍ଟ୍ରଲ ପାଇପ ପକ୍ଷରୁ ପାଇପ ମିସ୍ତ୍ରୀଙ୍କୁ ନେଇ ଦକ୍ଷତା ବୃଦ୍ଧି କର୍ମଶାଳା…
ମାଲକାନଗିରି : ଆଜି "ମାଁ କାଳୁଆ ଟ୍ରେଡର୍ସ" ଆନୁକୁଲ୍ୟରେ ହୋଟେଲ ସ୍ୱାଗତ ଠାରେ ସ୍ଥାନୀୟ ପାଇପ ମିସ୍ତ୍ରୀ ମାନଙ୍କୁ ନେଇଁ ଏକ ଦକ୍ଷତା ବୃଦ୍ଧି କର୍ମଶାଳା ଆଷ୍ଟ୍ରଲ ପାଇପ କମ୍ପାନୀ ତତ୍ବାବଧାନ ରେ ଅନୁଷ୍ଠିତ ହୋଇଯାଇ ଅଛି । ଏଥିରେ କମ୍ପାନିର ସିନିୟର୍ ସେଲ୍ସ ଏକ୍ସକୁଟି ଶ୍ରୀ ଶାଶ୍ବତ ମିଲନ!-->…