Browsing Category

ଆଞ୍ଚଳିକ

ସୁନ୍ଦରଗଡ଼ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ ସହିତ ନୂତନ ଶ୍ରମିକ ପରିଚୟ ପତ୍ର ପ୍ରଦାନ ସୁନ୍ଦରଗଡ଼ (୧୩/୦୯) : ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ

ଅପରାଜିତଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ…

ମାଲକାନଗିରି : ମାଲକାନଗିରି ଜିଲ୍ଲାକୁ ଆସନ୍ତା ୧୫ ତାରିଖରେ ବରିଷ୍ଠ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡଙ୍ଗୀ ଆସୁଥିବା ବେଳେ ଏହାକୁ ନେଇ ଆଜି ମାଲକାନଗିରି ବିକାଶ ପରିଷଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକହୋଟେଲ ସ୍ଵଗତ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିକାଶ ପରିଷଦର ଆବାହକ

ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଚିକିଟୀ : ଚିକିଟୀ ପେଣ୍ଠସ୍ଥିତ ମିନି ଷ୍ଟାଡିୟମରେ ଆଜି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୧୩ ଓ ୧୪ ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଦୀପl କୁମାରୀ ସାହୁ ଶ୍ରୀଗଣେଶଙ୍କ ନିକଟରେ ପ୍ରଦୀପ

‘କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ବ୍ୟବହାର’ ଶୀର୍ଷକ ଆଲୋଚନାଚକ୍ର

ମାଲକାନଗିରି(୧୩/୦୯) : ପୂର୍ବାହ୍ନ 11ଟାରେ ସରକାରୀ ପଲିଟେକନିକ ଠାରେ "କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ବ୍ୟବହାର" ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏହି ଆଲୋଚନା ଚକ୍ରକୁ ସମ୍ମାନିତ ଅତିଥି ତଥା ମାଲକାନଗିରି ସହରର ସବ ଇନ୍ସପେକ୍ଟର ସର୍ବେଶ୍ୱର ଭୋଇ ଉଦଘାଟନ କରିଥିଲେ। ଏହି

ଜରଡ଼ା ଥାନା ଇଲାକାରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ, ନଷ୍ଟ ହେଲା ୩ ହଜାର ଲିଟର ବେଆଇନ ଦେଶୀ ମଦ

ଵ୍ରହ୍ମପୁର : ଵ୍ରହ୍ମପୁର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ତୁମ୍ବା ଆଉଟପୋଷ୍ଟ ଅଞ୍ଚଳରେ ଚଢଉ କରିଥିଲେ।ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ତିଆରି ହେଉଥିବା ଦେଶୀ ମଦ ପ୍ରସ୍ତୁତ କାରଖାନା କୁ ଠାବ କରାଯାଉଥିଲା। ଚଢ଼ଉ କରି 3000 ଲିଟର ଫେଣ୍ଟେଡ୍ ମହୁଲ ନଷ୍ଟ କରାଯାଇଛି।ଏବଂ 180 ଲିଟର I D

ରାଜନଗର ବ୍ଲକ ମିଶନ ଶକ୍ତିର ଵିଭିନ୍ନ ପ୍ରକଳ୍ପ ବୁଲିଦେଖି ଖୁସି ବ୍ୟକ୍ତହେଲେ ରାଜ୍ୟ ଉପଦେଷ୍ଟା ଲୋପାମୁଦ୍ରା…

ରାଜନଗର-13.9.023 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମିଶନ ଶକ୍ତି ଦ୍ଵାରା ହୋଇଥିବା ଵିଭିନ୍ନ ପ୍ରକଳ୍ପରେ ସ୍ବାବଲମ୍ବି ମହିଳାମାନଙ୍କ ପ୍ରକଳ୍ପ ଗୁଡିକୁ ଗତକାଲି ରାଜ୍ୟ ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ମହାନ୍ତି ଦେଖିବା ପରେ ଖୁସି ବ୍ୟକ୍ତ ହୋଇଥିବା ଜଣାପଡିଛି।ସୂଚନା ଯୋଗ୍ୟ

ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସ୍ୱାଗତ କଲା ସୁନ୍ଦରଗଡ଼ ବିଜୁ ଜନତା ଦଳ

ସୁନ୍ଦରଗଡ଼- ୧୩/୦୯/୨୩ ଆଜି ସୁନ୍ଦରଗଡ଼ ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ବିଜୁ ଜନତା ଦଳ ର ଉପସଭାପତି ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ର ନୂତନ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଭାବେ ଦାୟିତ୍ଵ ନେଇଥିବା ଅଭିମନ୍ୟୁ ମାଝୀଙ୍କୁ

ମାଛ ତେଲ ରେ ମାଛ ଭାଜିଲା ଭଳି ଚାଲିଛି – ସରକାର ଙ୍କ ଚାଉଳ ଯୋଗାଣ ବ୍ୟବସ୍ଥା..

ଯୋଗାଣ ବିଭାଗ ଆଶିର୍ବାଦ ରେ ଗରିବ ଓ ପିଲାଙ୍କ ଚାଉଳ ବାଟ ମାରଣା... ବ୍ରହ୍ମପୁର:୧୪ -୯ ଯୋଗାଣ ବିଭାଗ-ମିଲ ମାଲିକ-ଏଲ ଟୁ ଠିକାଦାର ଙ୍କ ଭାଗୁଆଳି ବେପାର ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କାର ଚାଉଳ ହରିଲୁଟ ହେଉଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସରକାର ଙ୍କ ପକ୍ଷରୁ

ମାନବିକତା ଦେଖାଇଲେ ମାନବାଧିକାର ମିସନ ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା…

ଫୁଲବାଣୀ : ସରକାରଙ୍କ ତରଫରୁ କୋୖଣସି ହୋମ ଗାର୍ଡଙ୍କ ପରିବାରକୁ ମୃତ୍ୟୁ ପରବର୍ତ୍ତୀ ସହାୟତା ମିଳୁନଥିବାରୁ ସଂଘ ପକ୍ଷରୁ ସମସ୍ତ ସଦସ୍ଯ ନିଜ ନିଜ ସ୍ଵଳ୍ପ ଦରମାରୁ କିଛି କିଛି ସଞ୍ଚୟ କରି ସଙ୍ଘ କୁ ଦେଇଥାନ୍ତି l ଯାହାକି ପରବର୍ତ୍ତୀ ସମୟରେ ସୁବିଧା ଅସୁବିଧାରେ ହୋମଗାର୍ଡ ଭାଇ ଭଉଣୀ

ଅପରାଧକୁ ପ୍ରଶୟ ଦିଆଯିବନି – ନିମାପଡ଼ା ଥାନା

ନିମାପଡା : ନିମାପଡ଼ା ଥାନାରେ ନୂତନ ଆଇ.ଆଇ.ସି ଭାବେ ବାମଦେବ ସ୍ବାଇଁ ଯୋଗ ଦେବା ପରେ ନିଶା ବେପାରୀ ଏବଂ ଅପରାଧୀ ମାନଙ୍କର ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଥିବା ଜଣାପଡିଛି । କାର୍ଯ୍ୟଭାର ସମ୍ଭାଳିବାର ଦେଢ଼ମାସ ଭିତରେ ନିମାପଡ଼ାରେ ଚୋରି, ଡକାୟତିକୁ ନିୟନ୍ତ୍ରଣ କରିବା ସହ ଅନେକ ନିଶା