Browsing Category

ଆଞ୍ଚଳିକ

ଯୁବଶିକ୍ଷକଙ୍କ ଅକାଳ ବିୟୋଗ…

ଚିକିଟୀ : ମାଉନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯୁବ ସହକାରୀ ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ(୩୨) ଙ୍କ ବିୟୋଗରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ଗତ ରବିବାର ଦିନ ରାତିରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗତକାଲି ରାତି

ଓଡିଶା ମୋ ପରିବାର ରକ୍ତଦାନ ଶିବିର ଅନୁଷ୍ଠିତ…

ଫୁଲବାଣୀ : ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଥ ରେଡ୍ କ୍ରସ୍ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପ୍ରଧାନ ଉଦ୍ଧଘାଟନ କରିଥିଲେ l ସେହିପରି ସମ୍ମାନିତ

ବିଜୁ ଯୁବ ଜନତା ଦଳର ନଗର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ଫୁଲବାଣୀ : ବିଜୁ ଯୁବ ଜନତା ଦଳର ନଗର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଯୁବ ନଗର ସଭାପତି ରାକେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି

ଆଇଆରଇଏଲ ଲିମିଟେଡ୍ ତରଫରୁ କର୍ମଶାଳା…

ଛତ୍ରପୁର : ଆଇଆରଇଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କ୍ଷୁଦ୍ର, ମଧ୍ୟମ ଏବଂ ଲଘୁ ଉଦ୍ୟୋଗ ଗୁଡିକର ବିକାଶ ଲାଗି ଅନୁସୂଚିତ ଜାତି, ଜନଜାତି ଏବଂ ମହିଳା ଉଦ୍ୟୋଗୀ ମାନଙ୍କର ଦକ୍ଷତାର ବିକାଶର ପଦୋନ୍ନିତ ଏବଂ ଅଭିବୃଦ୍ଧି କରିବା ଲକ୍ଷ୍ୟ ନେଇ ଏକ କର୍ମଶାଳା ଆଇଆରଇଏଲ କମ୍ପାନୀ ପରିସରରେ

ବାଲିଗୁଡାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ଉଦଯାପିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ବାଲିଗୁଡା ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୪ ରୁ ୧୭ ବର୍ଷ ବର୍ଗ

କୃଷି ବିଜ୍ଞାନ କେନ୍ଦ୍ର ମାଲକାନଗିରି ଦ୍ୱାରା ଉଦ୍ୟାନ କୃଷି ଓ ମୃତ୍ତିକା ପରିଚାଳନା ତାଲିମ ଶିବିର

ମାଲକାନଗିରି,୧୨।୯ ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା କୃଷକ ଓ କୃଷିଜୀବି ମହିଳାମାନଙ୍କ ପାଇଁ ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଞ୍ଚାୟତ ଏମଭି ୯ ଗ୍ରାମରେ ଏକ ତାଲିମ କାର୍ଯ୍ୟକ୍ରମ ଓ ରୋଗ ପୋକ ପରିଚାଳନା ପାଇଁ ରାଶି ଫସଲରେ ଔଷଧ ପ୍ରୟୋଗ ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଲକ୍ ଓ ଗ୍ରାମ ପଞ୍ଚାୟତସ୍ତରରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସଚେତନତା କର୍ମଶାଳା

“ଉଚିତ୍ ସମୟରେ ସଠିକ୍ ପରିଚାଳନା କରିପାରିଲେ ବିପର୍ଯ୍ୟୟର ମୁକାବିଲା ସମ୍ଭବ” ଛତ୍ରପୁର (୧୨.୦୯) : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଓସଡମା) ତରଫରୁ ଜିଲ୍ଲା ପରିଷଦ ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲ୍ଲାପାଳ

ଅଙ୍ଗନୱାଡି କେନ୍ଦ୍ରରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଉମରକୋଟ(୧୨/୦୯) : ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ସାରା ଚାଲିଛି ପୋଷଣ କାର୍ଯ୍ୟକ୍ରମ | ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ଥିବା ସମସ୍ତ ଗର୍ଭବତୀ ମା, ପ୍ରସୂତି ମା, କୁମାରୀ, ବାଳକବାଳିକା ମାନଙ୍କୁ ନେଇ ପୁଷ୍ଟି କର ଖାଦ୍ୟ ବିଷୟରେ ସଚେତନ କରିବା କାର୍ଯ୍ୟକ୍ରମ ହେଉଛି | ଜଣାଯାଇଛି

ଦେଶର ସର୍ବନାଶ ଘଟାଇଥିବା ମୋଦି ସରକାରକୁ ପରାସ୍ତ କରି ଗଣତନ୍ତ୍ର ଓ ସଂବିଧାନକୁ ରକ୍ଷା କରିବାକୁ ଆହ୍ବାନ…

ବ୍ରହ୍ମପୁର, (୧୨/୯) : ଗଂଜାମ ଜିଲ୍ଲାର ସିପିଆଇ ଶାଖା ସଂପାଦକମାନଙ୍କର ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବ୍ରହ୍ମପୁର ପ୍ରକାଶମ ହଲ୍ ଠାରେ କାମଦେବ ନାହାକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନରେ ପ୍ରକାଶମ୍ ହଲ୍ ସମ୍ମୁଖରେ ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ପାଟ୍ଟଯୋଷୀ

ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ସଂଖ୍ୟା 26818କୁ ବୃଦ୍ଧି…

ରାଜନଗର: ,12.09.023:କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଵ୍ଲକ ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମାଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧,୨୩, ୮୬୭କୁ ବୃଦ୍ଧି ପାଇଛି। ଗତ ବର୍ଷଠାରୁ