Browsing Category

ଆଞ୍ଚଳିକ

ଜନଜାତି ଲୋକ କଥା ଓ ଲୋକ ପରମ୍ପରା ଶୀର୍ଷକ ଏକ-ଦିନିକିଆ କର୍ମଶାଳା ଅନୁଷ୍ଠିତ

ଦାରିଙ୍ଗବାଡ଼ି,୧୦/୯, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଭ୍ରମରବାଡି ଠାରେ ସ୍କୁଲ ଅଫ ଟ୍ରାଇବାଲ ଷ୍ଟଡିଜ ଏଣ୍ଡ ଇଣ୍ଡିଜିନସ ରିସର୍ଚ ଭୁବନେଶ୍ବର ତରଫରୁ "ଜନଜାତି ଲୋକ କଥା ଓ ଲୋକ ପରମ୍ପରା' ଶୀର୍ଷକ ଏକ-ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ମଶାଳାରେ ଗୋପବନ୍ଧୁ ଏକାଡେ଼ମୀ

ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି l ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର କ୍ରୀଡା ଶିକ୍ଷକ ହେମନ୍ତ କୁମାର ପାତ୍ର ଓ ମହିଳା କ୍ରୀଡା ପ୍ରଶିକ୍ଷକ

ମାଲକାନଗିରି ଜ଼ିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ଗଠିତ

ମାଲକାନଗିରି (୧୦/୦୯) : ଆଜି ଦିନ ପ୍ରାୟ ୧୧ଘଟିକା ସମୟରେ ସ୍ଥାନୀୟ ଜ଼ିଲ୍ଲା ପରିଷଦ ମିଟିଂ ହଲ ରେ ନିର୍ମଣ ଶ୍ରମିକ ମାନଙ୍କର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା. ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ୧୦୦ ରୂ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଳା

ଫୁଲବାଣୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ

ଫୁଲବାଣୀ : ଦେଶର ସହୀଦ ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ଏକ ଭବ୍ୟ "ଅମୃତ ଵାଟିକା" ନିର୍ମାଣ ହେବାକୁ ଯାଉଛି l ବିଜେପି ମଣ୍ଡଳ ସଭାପତି ଆଦିତ୍ୟ କହଁରଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ଲୋକସଭା ସଂଯୋଜକ ତଥା ଜିଲ୍ଲା ବିଜେପି ଉପସଭାପତି ରମେଶ ମହାନ୍ତି (ବନ

ଜବାହାର ନବୋଦୟ ବିଦ୍ୟାଳୟରେ ଅଭିଭାବକ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ଜବାହାର ନବୋଦୟ ବିଦ୍ୟାଳୟ ତୁଡିପାଜୁ ଠାରେ ଶିକ୍ଷକ ଅଭିଭାବକ ବୈଠକ ସେପ୍ଟେମ୍ବର ୧୦ତାରିଖରେ ଅନୁଷ୍ଠିତ ହୋଇଯାଇଛି। ନବୋଦୟ ବିଦ୍ୟାଳୟର ପ୍ରାଚାର୍ଯ୍ୟ ଶ୍ରୀମତୀ ନମିତାରାଣୀ ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।ଶିକ୍ଷକ ଅଭିଭାବକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି

ହିଞ୍ଜିଳି ଥାନାରେ ନୂତନ ଆଇଆଇସି ଙ୍କ ଯୋଗଦାନ

ହିଞ୍ଜିଳିକାଟୁ (୧୦/୯) : ହିଞ୍ଜିଳି ଥାନା ରେ ନୂତନ ଆଇଆଇସି ଶ୍ରୀନିବାସ ସେଠି ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଅନୁଗୁଳ ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ । ଆଇନ ଶୃଙ୍ଖଳା ତଥା ପୋଲିସ ଓ ଜନତା ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖି କାମ କରିବାକୁ ଅଗ୍ରାଧିକାର ଦେବେ ବୋଲି

ବସନ୍ତ ପାଢୀ ହେଲେ ଡିସିସି ସାଧାରଣ ସମ୍ପାଦକ…

ଫୁଲବାଣୀ: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା କଂଗ୍ରେସକୁ ସଂଗଠିତ କରାଯାଇଛି। କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ, ଏନ୍‌ଏସି ଏବଂ ପୌରପାଳିକାର କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ଦ୍ବାରା ଅନୁମୋଦିତ

କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପକ୍ଷରୁ ସାଂସଦଙ୍କୁ ଦାବିପତ୍ର ପ୍ରଦାନ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତା ଏବଂ ପରାମର୍ଶଦାତା ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ସମେତ ଅନ୍ୟ ପରାମର୍ଶ ଦାତାଙ୍କ ପୂର୍ବ ଆଲୋଚନା ପ୍ରକାରେ ଫୁଲବାଣୀ ପ୍ରଦକ୍ଷିଣ ଗୃହ ଠାରେ

ସାମ୍ୱାଦିକଙ୍କୁ ମାଡ଼ ପ୍ରତିବାଦ ରେ ଥାନା ସମ୍ମୁଖରେ ଧାରଣା…

ନିମାପଡ଼ା : ପୁରୀ ଜିଲ୍ଲା ଗୋପ ଥାନା ରେ ଶନିବାର ଏକ ଅଭାବନୀୟ ଘଟଣା ଘଟି ଯାଇଛି।ସୂଚନା ଥାଉକି ଗୋପ ଥାନା ଗବସିଙ୍ଗା ଗ୍ରାମ ର ରାଧାଶ୍ୟାମ ଭୋଳ ଙ୍କୁ ୪ଜଣ ଯୁବକ ସୁବର୍ଣ୍ଣପୁର ଛକ ଠାରୁ ଅପହରଣ କରି ନେଇଥିବା ତାଙ୍କ ପତ୍ନୀ ପୁଷ୍ପଲତା ପୋଲିସ ରେ ଅଭିଯୋଗ କରିବାପରେ ଗୋପ ଥାନା ପୋଲିସ

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟପୀର ମିଶ୍ରଙ୍କ ଅଦାଲତରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଠିତ ହୋଇଯାଇଛି ।ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧୭ଟି ଅର୍ଥ ଅସୁଲି ମାମଲାର