Browsing Category

ଆଞ୍ଚଳିକ

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା: ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ଓ ପିସିସି ସଭାପତି ଯୋଗ ଦେବେ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ୨ ତାରିଖ ଦିନ ୧୧ଟା ସମୟ ରେ ସ୍ଥାନୀୟ ସଭାଗୃହ ଠାରେ ଏକ ବିରାଟ ଜନ ଜାଗରଣ ସଭା ସହ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ। କେନ୍ଦ୍ର ରେ ବିଜେପି ନେତୃତ୍ଵାଧୀନ ସରକାର ଓ ରାଜ୍ୟ ରେ ବିଜେଡି

ବ୍ରହ୍ମାକୁମାରୀ ସଂସ୍ଥାନ ଛତ୍ରପୁର ଶାଖା ତରଫରୁ ସପ୍ତାହ ବ୍ୟାପୀ ପବିତ୍ର ରକ୍ଷାବନ୍ଧନ ଉଦଯାପିତ !

ଛତ୍ରପୁର : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ଶାଖା ଶାନ୍ତି ଅନୁଭୂତି ଭବନ ତରଫରୁ ଆୟୋଜିତ ସପ୍ତାହ ବ୍ୟାପୀ ପବିତ୍ର ରକ୍ଷାବନ୍ଧନ ମହୋତ୍ସବ ମହାସମାରୋହରେ ସହିତ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର

ପିଇଓଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ସାଧାରଣ ଲୋକେ ହନ୍ତସନ୍ତ, ସମସ୍ତ ଉନ୍ନୟନ କାର୍ଯ୍ୟ ଠପ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିଭିନ୍ନ ଦାବି ପୂରଣ ନେଇ ପିଇଓ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଛନ୍ତି। ଯାହା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ

ଚାଷୀଙ୍କ ସମସ୍ୟା ର ସମାଧାନ ନିମନ୍ତେ ଅଖିଳ ଭାରତ କୃଷକ ସଭାପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଛତ୍ରପୁର : ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଚାଷି ବର୍ଷ ତମାମ ମୁଣ୍ଡର ଝାଳ ତୁଣ୍ଡରେ ମାରି ଭଲ ଫସଲ ପାଇଁ ଅନାଇ ବସିଥିବା ବେଳେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସହ ଜଳ ସେଚନର ଅସୁବିଧା

ଚାଷୀଙ୍କ ସମସ୍ୟାର ସମାଧାନ ନିମନ୍ତେ ଅଖିଳ ଭାରତ କୃଷକ ସଭାପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଛତ୍ରପୁର : ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଚାଷି ବର୍ଷ ତମାମ ମୁଣ୍ଡର ଝାଳ ତୁଣ୍ଡରେ ମାରି ଭଲ ଫସଲ ପାଇଁ ଅନାଇ ବସିଥିବା ବେଳେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସହ ଜଳ ସେଚନର

ଭାରତୀୟ ଜୀବନ ବୀମା ନିଗମର ୬୭ତମ ପ୍ରତିଷ୍ଠା ଦିବସ

ଚିକିଟୀ : ଭାରତୀୟ ଜୀବନ ବୀମା ନିଗମର ୬୭ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଚିକିଟୀ ଭାରତୀୟ ଜୀବନ ବୀମା ନିଗମର ସାଟେଲାଇଟ ଅଫିସରେ ଶାଖା ପରିଚାଳକ ଅଭିରାମ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଡା.ବି.ବାସୁଦେବ ସୁବୁଦ୍ଧି

ଭାରତୀୟ ଜୀବନ ବୀମା ନିଗମର ୬୭ତମ ପ୍ରତିଷ୍ଠା ଦିବସ…

ଚିକିଟୀ : ଭାରତୀୟ ଜୀବନ ବୀମା ନିଗମର ୬୭ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଚିକିଟୀ ଭାରତୀୟ ଜୀବନ ବୀମା ନିଗମର ସାଟେଲାଇଟ ଅଫିସରେ ଶାଖା ପରିଚାଳକ ଅଭିରାମ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଡା.ବି.ବାସୁଦେବ ସୁବୁଦ୍ଧି

ଶିଶୁ ସୁରକ୍ଷା ଚାଇଲଡ ଲାଇନ କେନ୍ଦ୍ର ଓ ଟୋଲଫ୍ରି ନମ୍ବର ୧୦୯୮ବନ୍ଦ

ଫୁଲବାଣୀ : ବିପଦରେ ପଡି ସୁରକ୍ଷା ଓ ଯତ୍ନ ଲୋଡୁଥିବା ଶିଶୁ ମାନଙ୍କୁ ତୁରନ୍ତ ଉଦ୍ଧାର କରି ଥାଇଥାନ କରାଉଥିଲା ଚାଇଲଡ ଲାଇନ।ଚାଇଲଡ ଲାଇନ ଟୋଲ ଫ୍ରି ନମ୍ବର ୧୦୯୮ଏକ ଭରସାଯୋଗ୍ୟ ଅତି ପରିଚିତ ଟୋଲ ଫ୍ରି ନମ୍ବର। ଅଣକୁଶଳୀ ଶ୍ରମିକ ମାନଙ୍କ ଠାରୁ ଅତି କମ ପାରିଶ୍ରମିକ ପାଉଥିବା ଏହାର

ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଲା କଳା ସଂସ୍କୃତି ସଙ୍ଘ ଓ ବ୍ଲକ କଳା ସଂସ୍କୃତି ସଙ୍ଘରେ ସଂଶ୍ଳିଷ୍ଟ ଥିବା ଓଡ଼ିଶାର ହଜାର ହଜାର ସଂଖ୍ୟାରେ କଳାକାର ପାରମ୍ପରିକ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସରକାରୀ

ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ପୁନଃ ନାମଲେଖା କାର୍ଯ୍ୟକ୍ରମ

ଫୁଲବାଣୀ : ସତ୍ୟ ପୀର ମିଶ୍ର ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନୁଶିଳା ରଏ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, କନ୍ଧମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫୁଲବାଣୀ ରଞ୍ଜନ କୁମାର କହଁର ,