Browsing Category

ଆଞ୍ଚଳିକ

ରାଜ୍ୟ କ୍ୟାବିନେଟରେ କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ସୁପାରିଶ ନେଇ…

ଫୁଲବାଣୀ : କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦ ରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର ଓଡ଼ିଶାର ସମେତ କନ୍ଧମାଳ ଜିଲ୍ଲାର ଜନପ୍ରତିନିଧି ପ୍ରମୁଖ ଏବଂ କୁଇ(କନ୍ଧ) ସମ୍ପ୍ରଦାୟର ବଭିନ୍ନ

ହୋମଗାର୍ଡ ସଂଘ ପକ୍ଷରୁ ସ୍ଵଛଭାରତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ମିଳିତ ଆନୁକୁଲ୍ୟରେ ଦାରିଙ୍ଗବାଡ଼ି ଥାନା ପରିସରରେ ଏବଂ ମା ପାଟଖଣ୍ଡା ମନ୍ଦିର ପରିସରରେ ବୃକ୍ଷ ରୋପଣ ଓ ସ୍ବଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୃକ୍ଷ

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ପାତ୍ରପୁର ବ୍ଲକର ଯୁବକ ଅଜିତ…

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ରାଜପୁର ଗ୍ରାମର ଯୁବକ ବିରଳ ରେକର୍ଡର ଅଧିକାରୀ ହୋଇ ନିଜ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅଜିତ ମଲ୍ଲିକ।ତାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନିତ ହୋଇଛି। ମାସକ ମଧ୍ୟରେ ନିଜ ୟୁଟୁବ ଚ୍ୟାନେଲ "ଫିଜିକ୍ସ ଉଇଥ ଅଜିତ" ରେ ୫୪ଗୋଟି

ଏମକେଏସପିର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ : 1961ମସିହା ଅକ୍ଟୋବର ଦୁଇ ତାରିଖର ଏକ ଶୁଭ ବେଳାରେ ଅବିଭକ୍ତ ବୌଦ୍ଧ ଓ କନ୍ଧମାଳ ଜିଲ୍ଳାରେ ଜନ୍ମ ନେଇଥିଲା ମୋହନଦାସ କରମଚାନ୍ଦ ସାଂସ୍କୃତିକ ଅନୁଷ୍ଠାନ। କନ୍ଧମାଳ ଜିଲ୍ଲାରେ ସାମାଜିକ, ସାଂସ୍କୃତିକ କାର୍ଯ୍ୟ ପରିଚାଳନା କରିବାରେ ଏହା ଏକ ପ୍ରମୁଖ ଅନୁଷ୍ଠାନ ।ସାହିତ୍ୟ,

ଟଙ୍କିକିଆ ଚାଉଳ ଏବଂ ମଧ୍ୟାହ୍ନଭୋଜନ ଚାଉଳ ବଜାରରେ ବିକ୍ରି.. ! କୁବେର ପାଲଟିଛନ୍ତି- ଅଧିକାରୀ ଓ ଠିକାଦାର…

ବ୍ରହ୍ମପୁର (୨୦-୮) : ଯୋଗାଣ ବିଭାଗ-ମିଲ ମାଲିକ-ଏଲ ଟୁ ଠିକାଦାର ଙ୍କ ମିଲି ଭଗତ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କାର ଚାଉଳ ହରିଲୁଟ ହେଉଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସରକାର ଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଥିବା କେତେକ ବ୍ଲକ ଗୁଡିକରେ ଏଲ ଟୁ ଠିକାଦାର ମାନଙ୍କୁ

ମୋଟର ସାଇକେଲରୁ ଖସିପଡ଼ି ମହିଳା ମୃତ

ହିଞ୍ଜିଳିକାଟୁ (୨୦/୮) : ରବିବାର ସକାଳେ ହିଞ୍ଜିଳି ଥାନା ପୋଚିଲିମା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ମୋଟର ସାଇକେଲରୁ ଖସି ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣଙ୍କ ହେଲେ ପୋଚିଲିମାର ସୁଦେଷ୍ଣା ମୁନି (୬୫) । ପ୍ରକାଶ ଯେ, ରବିବାର ସକାଳେ ପୋଚିଲିମା ଗ୍ରାମର ରଞ୍ଜନ ମୁନି ଓ

ଘୋଡାହାଡ ନଦୀରେ କୁମ୍ଭୀର, ଭିଡିଓ ଭାଇରାଲ : ଅଞ୍ଚଳବାସୀ ଆତଙ୍କିତ

ହିଞ୍ଜିଳିକାଟୁ (୨୦/୮): ହିଞ୍ଜିଳିକାଟୁ ଘୋଡାହାଡ ନଦୀରେ କୁମ୍ଭୀର ଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ପରେ ଅଞ୍ଚଳର ଲୋକଙ୍କ ମନରେ ଛନକା ପଶିବା ସହ ଲୋକେ ସ୍ନାନ ଶୌଚ ପାଇଁ ସ୍ଥାନୀୟ ଘୋଡାହାଡ ନଦୀକୁ ଯିବାକୁ ଭୟ କରୁଥିବା ଜଣାପଡିଛି। ଘୋଡାହାଡ

ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ‘ପ୍ରବେଶ ଉତ୍ସବ’ ପାଳିତ

ଭୁବନେଶ୍ବର: ସାମ୍ବାଦିକଙ୍କ ଦେଶ ତଥା ଜାତି ପ୍ରତି ଗୁରୁ ଦାୟିତ୍ୱ ରହିଛି। ସେମାନଙ୍କ ଲେଖନୀ ଚାଳନା ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। ଯାହା ଏକ ବିରାଟ ପାଠକଗୋଷ୍ଠୀର ବିଚାର ଓ ଆଲୋଚନାର ଭିତରକୁ ଆସିଥାଏ। ଗଣମାଧ୍ୟମ ଅସହାୟ ଲୋକଙ୍କ ସ୍ୱର ସାଜିବା ଦରକାର। ସାମ୍ବାଦିକତା

ଖଇରପୁଟ ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ରାସ୍ତା ମରାମତି

ମାଲକାନଗିରି (୧୯/୦୮) : ଖଇରପୁଟ ବ୍ଲକ ସଦର ମହକୁମାରେ ଅବସ୍ଥିତ ଆଶ୍ରମ ବିଦ୍ୟାଳୟକୁ ଯିବା ଆସିବା ରାସ୍ତାଟି ପାଣି କାଦୁଅରେ ପଚ୍ ପଚ୍ ହୋଇଥିବା ବେଳେ ଆଜି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ନାୟକ ଙ୍କ ନିର୍ଦ୍ଦେଶରେ କିଛି ଛାତ୍ର ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି ।

ବାଇକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ହିଞ୍ଜିଳିକାଟୁ (୧୯/୮): ଶନିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା କଞ୍ଚୁରୁ ଛକ ନିକଟରେ ଏକ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ବ୍ରହ୍ମପୁର ସଦର ଥାନା ରାମଚନ୍ଦ୍ରପୁର ଗ୍ରାମର ଧନୁ ନାଇକ (୫୨) ବୋଲି ଜଣାପଡିଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା