Browsing Category

ଆଞ୍ଚଳିକ

ସୁନ୍ଦରଗଡ଼ ମେଗା ରକ୍ତଦାନ ଶିବିରରେ ୨୧୬ ୟୁନିଟ ରକ୍ତ ସଂଗ୍ରହ

ସୁନ୍ଦରଗଡ଼ (୧୮/୦୮) : ଆଜି ସୁନ୍ଦରଗଡ଼ରେ ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍(ଜେ.ଜେ.ଟି.ଏ) ଆନୁକୁଲ୍ୟରେ ଏବଂ ସମ୍ବାଦ, ଜିଲ୍ଲା କ୍ରୀଡ଼ା ସଂସଦ ଏବଂ ସମର୍ପିତ ସେବା ସଂସ୍ଥାନ ( ଶ୍ମଶାନବନ୍ଧୁ) ଙ୍କ ମିଳିତ ସହଯୋଗରେ ସ୍ଥାନୀୟ ଶଙ୍କର ମରେଜ୍ ହଲ୍ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଚାଷ ଜମିରେ ପାୱାର ଟ୍ରେଲର ଗାଡି ତଳେ ଚାପି ହୋଇ ଚାଷୀଙ୍କ ମୃତ୍ୟୁ

କୁକୁଡାଖଣ୍ଡି,୧୮/୮/୨୩: ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତର ପୁରୁଣା ଯୋଗିଆପଲ୍ଲୀ ଗ୍ରାମରେ ପାୱାର ଟ୍ରେଲର ଟ୍ରାକଟର ତଳେ ଚାପି ହୋଇ ଜଣେ ଚାଷୀ ଘଟଣା ସ୍ଥଳରେ ମୁର୍ତ୍ୟୁବରଣ କରିଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ମୃତ ବରଣ କରିଥିବା ଚାଷୀ ଜଣକ ହେଉଛନ୍ତି ଗୁରୁଣ୍ଠି

କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା କୁକୁଡା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି,୧୮।୮ : ମାଲକାନଗିରି ସଦର ମହକୁମା କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଆଦିବାସୀ ଉପଯୋଜନା ଅନ୍ତର୍ଗତ ଜୀବିକା ନିର୍ଧାରଣ ପାଇଁ କୁକୁଡା ଚିଆଁ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିା ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡାକ୍ତର

ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଦ୍ଵାରା ଶାନ୍ତିକମିଟି ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣା ପରେ ଅଞ୍ଚଳରେ ଗିରଫ ଭୟରେ ଲୋକେ ଘରେ ରହୁ ନଥ‌ିବାବେଳେ ଅଧିକାଂଶଲୋକଙ୍କୁ ବିନା କାରଣରେ ସମ୍ପୃକ୍ତ ନଥାଇ ପୋଲିସ ଗିରଫ କରୁଥିବା ନେଇଁ ଅଞ୍ଚଳରେ ଉତେଜନା ଦେଖା ଦେଇଥିଲା। ଲୋକେ ବଜାରକୁ କିମ୍ବା କୌଣସି କାର୍ଯ୍ୟରେ ଭୟରେ ଆସୁ

ଗଂଜାମ ଜିଲ୍ଲାରେ କାର୍ଯ୍ୟରତ ଓଡିଶା କୃଷି ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର : ବିଭିନ୍ନ ଦାବି ନେଇ ଗଂଜାମ ଜିଲ୍ଲାରେ କାର୍ଯ୍ୟରତ ଓଡିଶା କୃଷି ସେବା ସଂଘ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ବୃତ୍ତିଗତ ଶିକ୍ଷାପ୍ରାପ୍ତ କ୍ୟାଡର

ମାଲକାନଗିରିରେ ଆୟୋଜିତ ହେଲା ୨ୟ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନଶିପ

ମାଲକାନଗିରି : ଆଜି ମାଲକାନଗିରିରେ ଆୟୋଜିତ ହୋଇଯାଇଛି ୨ୟ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନଶିପ । ମାଲକାନଗିରି ସଦର ନିକଟ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ ଠାରେ ଆଜି ମାଲକାନଗିରି ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ। ଅତିଥି ଭାବେ

କଂଗ୍ରେସର କୁକୁଡାଖଣ୍ଡି ବ୍ଲକ ଘେରାଉ, ୧୫ ରୁ ୫୦% ପିସି କାରବାର ବନ୍ଦ କରିବା ପାଇଁ ଦାବି

କୁକୁଡ଼ାଖଣ୍ଡି(୧୮/୮) : ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ଗତ ୨୪ବର୍ଷ ଧରି ଶାସନ କରି ଆସୁଥିଲେ ମଧ୍ୟ କେବଳ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ଛଡ଼ା ଅନ୍ୟ କିଛି ଆପେଣେଇନାହାଁନ୍ତି । ଗରିବୀରେ ଓଡ଼ିଶା ଦିନକୁ ଦିନ ତଳକୁ ତଳକୁ ଖସୁଥିବା ବେଳେ

ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସର୍କିଟ-ହାଉସରେ ଭେଟିଲେ ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ !

ଛତ୍ରପୁର : ସ୍ୱାଧୀନତା ଦିବସ ଅବସରରେ ଆମନ୍ତ୍ରିତ ମାନ୍ୟବର ଜଙ୍ଗଲ ଓ ପରିବେଶ,ପଞ୍ଚାୟତରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ମନ୍ତ୍ରୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ମୀମାନେ ଭେଟି ନିଜର ବିଭିନ୍ନ ଦାବୀ ଜଣାଇଛନ୍ତି ।ପ୍ରକାଶ ଥାଉକି, ସ୍ୱାସ୍ଥ୍ୟ ମିଶନ ପରିଚାଳନା

ପୂର୍ବ ଶତୃତାକୁ କେନ୍ଦ୍ର କରି ଟାଙ୍ଗିଆରେ ହାଣିଲା ଦୃର୍ବୃତ୍ତ ୨ଆହତ

କାଶିପୁର : ପୂର୍ବ ସତୃତାକୁ କେନ୍ଦ୍ରକରି ୨ଜଣକୁ ହାଣିଲା ଦୃବୁତ ଏମିତି ଏକ ଲୋମହର୍ଷଣକାରୀ ଘୋଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ପିତାଯୋଡି ଗ୍ରାମରେ।ଏହି ଗ୍ରାମର ରଥ ମାଝୀ ଓ ଅଦୁମାଝୀ ମକା ବାଡ ଯୋଗିବାକୁ ନିଜ ଜମିକୁ ଗଲାବେଳେ ପୂର୍ବ ସତ୍ରୁତାକୁ ନେଇ

ଗୋଟିଏ ପରେ ଗୋଟିଏ ସଫଳତା ମାଲକାନଗିରି ବନାଞ୍ଚଳ ତରଫରୁ ଚଡାଉ ସମୟରେ ୧.୫ଲକ୍ଷ ମୂଲ୍ୟର କାଠ ସହ କାଠ ସାମଗ୍ରୀ ଜବତ

ମାଲକାନଗିରି : ବିଶେଷ ସୂତ୍ରରୁ ଖବର ପାଇଁ ମାଲକାନଗିରି ବନାଞ୍ଚଳ ତରଫରୁ କୋରୁକୋଣ୍ଡା ସେକ୍ଶନ ଅନ୍ତର୍ଗତ ଏମଭି – ୨୪ ଗ୍ରାମ ଠାରେ ଶ୍ରୀ ମିଥୁନ କବିରାଜ,ବୟସ -୪୫ ବର୍ଷ ବାସଗୃହରେ ଏକ ରେଡ଼ କରାଯାଇଥିଲା । ବନଖଣ୍ଡ ଅଧିକାରୀ , ମାଳାକାନଗିରି ଶ୍ରୀ ପ୍ରତାପ କୋଟାପାଲ୍ଲୀଙ୍କ ନିର୍ଦ୍ଦେଶରେ