ଝଲକୁଛି ରାଜନଗର ବିଶ୍ଵକର୍ମା ପୂଜା ମଣ୍ଡପ, ମେଢ ପରିଦର୍ଶନ କରି ଆଶୀର୍ବାଦ ନେଲେ ଵିଧାୟକ…

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଓ ପଟ୍ଟାମୁଣ୍ଡାଇରେ ନିର୍ମିତ ଵିଶ୍ବକର୍ମା ମେଢ ପରିଦର୍ଶନ କରି ଆଶୀର୍ବାଦ ନେଲେ ଶ୍ରୀଯୁକ୍ତ ବିଧାୟକ ଧୃଵ ସାହୁ.।ଏହି ପରିପ୍ରେକ୍ଷୀରେ ଜନଗହଳିରେ ଵିଧାୟକ ଶ୍ରୀଯୁକ୍ତ ସାହୁ ପଟ୍ଟାମୁଣ୍ଡାଇ ବିଶ୍ଵକର୍ମା ମେଢ ସବୁ ପରିକ୍ରମା କରିବା ପରେ ରାଜନଗର ଇଲେକ୍ଟ୍ରୀ ଅଫିସ, ଅଟୋ ସଂଘ, ବୋଲର କାର୍ ସଂଘ, ଏଵଂ ଵିଭିନ୍ନ ମିଲ ମାନଙ୍କରେ ହୋଇଥିବା ଵିଶ୍ଵକର୍ମା ମେଢ ଦର୍ଶନ କରିଥିଲେ। ତାଙ୍କ ସହିତ ସରପଞ୍ଚ/ସଭ୍ୟ,ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ବିଜେଡି ବ୍ଲକ ସଭାପତି ନିରଞ୍ଜନ ରାଉତ, ବିଜେଡି ନେତା ପ୍ରଦୀପ କୁମାର ଲେଙ୍କା ସମେତ ଵହୁ ଲୋକ ସାମିଲି ହୋଇ ଠାକୁରଙ୍କ ଆଶିଷ ନେଇଥିଲେ।

ad-week
Leave A Reply

Your email address will not be published.