Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପ୍ଲାଷ୍ଟିକମୁକ୍ତ, ପରିବେଶ ସୁରକ୍ଷା ଓ ଜଳକୁ ସଂଚୟ କରିବା ନେଇ ନିଆରା ସଚେତନତା କାର୍ଯ୍ୟକ୍ରମ
ଛାତ୍ରଛାତ୍ରୀ ମାନେ ସଚେତନ ହେଲେ ପୁରା ସମାଜ ସଚେତନ ହେବ
ଛତ୍ରପୁର : ଛାତ୍ର ଛାତ୍ରୀ ମାନେ ପ୍ରଥମେ ସଚେତନ ହେଲେ ଅଭିଭାବକ ମାନେ ସଚେତନ ହୋଇପାରିବେ l ଏହା ସହିତ ସମାଜ ସଚେତନ ହୋଇପାରିବ l ଆଜିର ସମାଜରେ ପରିବେଶ ସୁରକ୍ଷା, ଜଳର ସଂରକ୍ଷଣ ଓ ପ୍ଲାଷ୍ଟିକ ମୁକ୍ତ କରିବା ନେଇ ସରକାର!-->!-->!-->…
ଆନ୍ତର୍ଜାତୀୟ ୨୦ବର୍ଷୀୟ ରାଗବି ଟିମର ଅଧିନାୟକ ପଦ ସମ୍ଭାଳିବେ ବଣ୍ଡା ଯୁବକ ଗଣେଶ
ମାଲକାନଗିରି: ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ମାଟି ପୁଅ ଗଣେଶ ଧାଙ୍ଗଡ଼ା ମାଝୀ । ତାଙ୍କ ଇଚ୍ଛା ଶକ୍ତି ଆଗରେ ହାରିଛି ପ୍ରତିବନ୍ଧକ । ମାଲକାନଗିରି ଜିଲ୍ଲାର ବଣ୍ଡା ଯୁବ ଖେଳାଳି ଗଣେଶ ଧାଙ୍ଗଡ଼ା ମାଝୀ ୨୦ ବର୍ଷରୁ କମ ଭାରତୀୟ ରଗବୀ ଦଳରେ ସ୍ଥାନ ପାଇଛନ୍ତି । ଖାଳି ଦଳରେ ସ୍ଥାନ!-->…
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗୋପାଳପୁରରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ
ଗୋପାଳପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ପୋଡାପଦର ୟୁପି ହାଇସ୍କୁଲରେ ଚଳିତ ବର୍ଷର ବିଷୟବସ୍ତୁକୁ ନେଇ “ଯୁବପିଢ଼ି ପାଇଁ ସବୁଜ ଦକ୍ଷତା: ଏକ ଦୀର୍ଘସ୍ଥାୟୀ ଦୁନିଆ ଆଡକୁ ଅଗ୍ରଗତି’’ ନାମକ କାର୍ଯ୍ୟକ୍ରମ ଆୟୋଜନ!-->…
ଉତ୍କଳ ବିଶ୍ୱବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ବାଣୀବିହାର ପରିସରରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ କୁଳପତି କହିଥିଲେ ଯେ ଏହି ୭୭!-->…
ଘରୋଇ ବସ ମାଲିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ
ମାଲକାନଗିରି (୧୬।୮) : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବସଷ୍ଟାଣ୍ଡ ପରିସରରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ସଂଘର ସଭାପତି ରାଜେଶ୍ଵରୀ ପ୍ରଧାନ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ । ଏହାସହ ଏହି ଅବସରରେ ଏକ ବୃକ୍ଷ ରୋପଣ!-->…
ବିଜୁ ଯୁବ ଜନତା ଦଳରକର୍ମକର୍ତ୍ତା ବୈଠକ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଵିଷ୍ଣୁ ଚରଣ ମଲ୍ଲିକଙ୍କ ନେତୃତ୍ୱରେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ସଂମ୍ମାନିତ ଅତିଥି!-->…
ମାଲକାନଗିରି ୭୭ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ…
ମାଲକାନଗିରି : ଡିଏନକେ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୭ ତମ ସ୍ବାଧିନତା ଦିବସରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା ଓ ସ୍ଵରାଷ୍ଟ୍ର ମନ୍ତ୍ରୀ, ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ!-->!-->!-->!-->!-->…
ସୁନ୍ଦରଗଡ଼ ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ
ସୁନ୍ଦରଗଡ଼ : , ୧୬/୦୮: ସ୍ଥାନୀୟ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ଏହି ସ୍ଵାଧୀନତା ଦିବସ ପାଳନ ସମାରୋହରେ ରାଜ୍ୟର ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ!-->!-->!-->…
ଫୁଲବାଣୀ ପ୍ରେସକ୍ଲବ ଠାରେ ୭୭ ତମ ସ୍ବାଧୀନତା ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ କ୍ଲବ ଠାରେ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଥିଲା |ଏହି ଅବସରରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ ପ୍ରେସ କ୍ଳବ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ଵାଧୀନତା ଆଣିବାରେ ଯେଉଁ ମହାପୁରୁଷ ମାନେ ପ୍ରାଣ ବଳି!-->…
ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀ ତରଫରୁ ସ୍ଵେଛାକୃତ ରକ୍ତଦାନ ଶିବିର
ଫୁଲବାଣୀ : ଗତ କିଛି ଦିନ ପୂର୍ବେ କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ପ୍ରତିଷ୍ଠା ହୋଇଥିଲା। ଆଜି ସେହି ନିଖିଳ ଖଡୁରା ସମାଜ ନିଜ ସଂଗଠନର ପ୍ରତିଷ୍ଠା କରିଥିବା ନେଇ ଏକ ଅଭିନବ ପ୍ରୟାସ ରେ ସଂଘର କାର୍ଯ୍ୟାରମ୍ଭ କରିଛନ୍ତି। ଆଜି ସମାଜ ତରଫରୁ!-->…