Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ବିଭିନ୍ନ ଶିଶୁ ଗୃହ, ଭିନ୍ନକ୍ଷମ ବିଦ୍ୟାଳୟ ଓ ବୃଦ୍ଧାଶ୍ରମ ପରିଦର୍ଶନ
ମାଲକାନଗିରି (୦୨/୦୮) : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ, ଖଇରପୁଟ ବ୍ଲକ ଓ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଭିନ୍ନକ୍ଷମନ୍ନ ସ୍ୱତନ୍ତ୍ର ବିଦ୍ୟାଳୟ, ଶିଶୁ ଗୃହ ଓ ବୃଦ୍ଧାଶ୍ରମ ଇତ୍ୟାଦି ଆଇନ ସେବା ପ୍ରାଧିକରଣ ସଚିବ ତଥା ନିରନ୍ତର ଲୋକ ଅଦାଲତର ବିଚାରପତି ରାକେଶ କୁମାର ମୁଦୁଲି ପରିଦର୍ଶନ!-->…
ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ
ଛତ୍ରପୁର (୦୨/୦୮) ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ସମ୍ପର୍କିତ ଆଲୋଚନା ସକାଶେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବୁଧବାର!-->…
ଲଗାଣ ବର୍ଷା ଭାଙ୍ଗିଲା ପାଞ୍ଚଟି ଘର ଓ ସହାୟତାର ହାତ ବଢେଇଲେ ସମାଜ ସେବୀ ହରପ୍ରସାଦ ନାୟକ
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଳକରେ ୪ରୁ ୫ ଦିନ ହେବ ବର୍ଷା ଯୋଗୁଁ ଟିକିରି ସ୍ଥିତ ଝୋଡିଆ ସାହିରେ ପାଞ୍ଚ ଜଣ ନିରିହ ଙ୍କ ଘର ଭାଙ୍ଗି ଯାଇଛି । କସେଇ ଝୋଡିଆ, ଜିରମ ଝୋଡିଆ, ଜିଲା ଝୋଡିଆ, ଜୁଝି ଝୋଡିଆ, ବିବି ଝୋଡିଆ ଙ୍କ ଘର ଭାଙ୍ଗିଛିଏଥି ମଧ୍ୟରୁ ଜିରମ ଝୋଡିଆ ଓ ଜିଲା ଝୋଡିଆ!-->…
ଉତ୍କଳ ସମ୍ମିଳନୀ ମାଲକାନଗିରି ତରଫରୁ ‘ଗାଁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି (୨/୮) : ମାଲକାନଗିରି ସଦର ମହକୁମା ବ୍ଲକ ଅଧିନସ୍ଥ ମନସା କଲୋନୀ; କୋରକୋଣ୍ଡା ବ୍ଳକର ବୁଦୁ ଗୁଡ଼ା ଓ ଆମ୍ବଗଛିଆ ଗ୍ରାମ ରେ ମାଲକାନଗିରି ଉତ୍କଳ ସମ୍ମିଳନୀ ତରଫରୁ " ଗାଁ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ!-->…
ମାଟିତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ବିବାହ ପାଇଁ ମନା କରିବାରୁ ହାତୁଡିରେ ପିଟି ହତ୍ୟା
ମୁଖ୍ୟ ଅଭିଯୁକ୍ତ ଫେରାର, ୨ ଭାଇ ଗିରଫ : ମାରଣାସ୍ତ୍ର ସହ ବାଇକ ଓ ଅଟୋ ଜବତହିଞ୍ଜିଳିକାଟୁ (୨ା୮): ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ଝୁନୁ ନାୟକଙ୍କ ଶଶ୍ମାନ ଜମିରୁ ପୁଲିସ ଏକ ଅଜଣା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ଏନେଇ ହିଞ୍ଜିଳି ଥାନାରେ!-->…
ଆସିକା ଥାନା ଅଧିକାରୀ ଙ୍କ ଦାୟିତ୍ୱ ଗ୍ରହଣ ପରେ ଅପରାଧ ତତ୍ତ୍ୱଙ୍କ ବ୍ୟବସାୟ ଠପ..
ସୁଯୋଗ ଅପେକ୍ଷା ରେ ମାଫିଆ...!!
ଲଗାଣ ବର୍ଷା ରେ ବେହାଲ କନ୍ଧମାଳ ଜିଲ୍ଲା…
ଫୁଲବାଣୀ :-କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବର୍ଷା ଜଳ ବେହାଲ କରିଦେଇଛି।ଗତ କାଲିଠାରୁ ଲଗାତାର ବର୍ଷା ହେବା ଫଳରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ସରକାର ଙ୍କ ଉନ୍ନତି ପାଣ୍ଠି ର ରାଶିରୁ ତିଆରି ହୋଇଥିବା ନିମ୍ନ ମାନର ରାସ୍ତା, ସ୍କୁଲ!-->…
ଗଛପଡ଼ି ଜାତୀୟ ରାଜପଥ ଅବରୋଧ : ଏକାଧିକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଗତ ଏକ ସପ୍ତାହ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ଜୀବନ ଯାତ୍ରା ବ୍ୟାହତ ହେବା ସହ ଛୋଟ ବଡ଼ ଧରଣର କ୍ଷୟକ୍ଷତି ହେଉଛି l ଏପରି ସ୍ଥଳେ ମଙ୍ଗଳବାର ଅପରାହ୍ନ ରେ 59ନଂ. ଜାତୀୟ ରାଜପଥର ମହାସିଙ୍ଗି ରାସ୍ତା ପାର୍ଶ୍ୱରେ ଥିବା!-->…
ଭୁଷୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ
ବାଲିଗୁଡା : ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଖାସ୍ କରି ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନହେବେ, ସେଥିପାଇଁ ନିର୍ମାଣ ହେଉଛି ନୂତନ ନୂତନ ସ୍ମାର୍ଟ!-->…
ବ୍ରହ୍ମପୁର ସହରବାସୀଙ୍କ ମୌଳିକ ସମସ୍ୟା ସମାଧାନ ବିଫଳକୁ ନେଇ ଦାବୀପତ୍ର
ବ୍ରହ୍ମପୁର : ବ୍ରହ୍ମପୁର ସହରବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ସମ୍ପୁର୍ଣ୍ଣ ବିଫଳ ହୋଇଥିବା ବେଳେ, ଉନ୍ନୟନ ନାମରେ ବିଏମସି ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାମ ଗୁଡ଼ିକରେ ଦୁର୍ନୀତି ହେଉଥିବା ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ!-->…