Browsing Category

ଆଞ୍ଚଳିକ

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା

ଫୁଲବାଣୀ : ଓଡିଶା ସରକାରଙ୍କର ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ବ୍ଲକ ତରଫରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ତାର ସଚେତନତା କାର୍ଯକ୍ରମ ଜିଲ୍ଲା ପରିଷଦ ଭବନ ଫୁଲବାଣୀ ଠାରେ ଅନୁଷ୍ତିତ ହୋଇଅଛି। ଏହି କାର୍ଯକ୍ରମ ରେ ମୁଖ୍ୟ

ଛାତ୍ରଛାତ୍ରୀମାନେ ନିଜର ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର ଗଠନ ଦିଗରେ ବ୍ରତୀ ହେବା ଉଚିତ : ଡଃ ସାମନ୍ତ

ଫୁଲବାଣୀ : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଫୁଲବାଣୀ ସ୍ଥିତ ସରକାରୀ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଥିଲେ। ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିବା ସହ ଛାତ୍ରଛାତ୍ରୀମାନେ ନିଜର ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର ଗଠନ

କଣ୍ଟେନର ନିଗମ ଲିମିଟେଡର ଆର୍ଥିକ ସହାୟତାରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଦିବ୍ୟାଙ୍ଗଙ୍କୁ ସ୍କୁଟି ପ୍ରଦାନ

କନ୍ଧମାଳ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ, ଫୁଲବାଣୀ ଠାରେ କଣ୍ଟେନର ନିଗମ ଲିମିଟେଡର ଆର୍ଥିକ ସହାୟତାରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା 24 ଦିବ୍ୟାଙ୍ଗମାନଙ୍କୁ ମୋଟର ଯାନ ଟିଭିଏସ ସ୍କୁଟି ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ

କନ୍ଧମାଳ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସଂଘର ବୈଠକ : ବାଲିଗୁଡା ଉପଖଣ୍ଡସ୍ତରୀୟ ନୂତନ କର୍ମକର୍ତ୍ତା ନିର୍ବାଚିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବାଲିଗୁଡା ଉପଖଣ୍ଡ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l କନ୍ଧମାଳ ଜିଲ୍ଲାର ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ ମଞ୍ଚାସିନ

ଅଗଷ୍ଟ -୯ କ୍ରାନ୍ତି ସମାବେଶର ସଫଳତା ପାଇଁ ଏଆଇଟିୟୁସି ନେତୃତ୍ବରେ ମାଲକାନଗିରି ଠାରେ ସମ୍ମିଳନୀ ଆୟୋଜନ

ମାଲକାନଗିରି : ଅଗଷ୍ଟ -୯ କ୍ରାନ୍ତି ସମାବେଶର ସଫଳତା ପାଇଁ ଆଜି ମାଲକାନଗିରି ଟାଉନ୍ ହଲ୍ ଠାରେ ଏଆଇଟିୟୁସି ନେତୃତ୍ବରେ ଶ୍ରମିକ ନେତା ଦୁର୍ଗା ମହାନନ୍ଦିଆ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ଓ ମଣିପୁର ହିଂସା ରେ ନିହତ

ବାଲିମେଳା ନଗର ବିଜେପି ସଭାପତି ହେଲେ ଶିବଦତ୍ତ ସାହୁ

ବାଲିମେଳା : ମାଲକାନଗିରି ଜିଲ୍ଲା ବାଲିମେଳା ନଗର ବିଜେପି ସଭାପତି ଭାବେ ଆଜି ଶିବଦତ୍ତ ସାହୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।ବାଲିମେଳା ନଗର ସ୍ଥିତ ଟାଉନ ହଲ ଠାରେ ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ

ବୃକକ୍ ରୋଗାକ୍ରାନ୍ତ କୁନି ଝିଅ ଫାତିମାକୁ ସାହାଯ୍ୟର ହାତ ବଢ଼ାଇଲା ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍

ସୁନ୍ଦରଗଡ (୨୨/୦୭) : ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ମୂଳବାସିନ୍ଦା ମୋଇନ୍ ଓ ନାଜିଆଙ୍କ ୧୦ ବର୍ଷର ଅଲିଅଳି ଝିଅ ଆରିକା ଫାତିମା। ମାତ୍ର ଏହି କୁନି ବୟସରେ ତାକୁ ମାଡ଼ି ବସିଛି ବୃକକ୍ ରୋଗ। ଦୁଇଟି ଯାକ ଅଚଳ ବୃକକ୍ ରେ ଜୀବନ ସହିତ ଲଢେଇ ଜାରି ରଖିଛି ଫାତିମା। ନିୟମିତ ଡାଇଲିଶିସ ଓ

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତ ବୈଠକ

ହିଞ୍ଜିଳିକାଟୁ ୨୧।୭ ହିଞ୍ଜିଳିକାଟୁ ରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଵ୍ୟାଡମିଣ୍ଟନ ପ୍ରତିଯୋଗିତା ଆସନ୍ତା ୨୮ ତାରିଖ ଠାରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଏ ନେଇ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପରିସରର ସଭାଗୃହରେ ପାକପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଶା ରାଜ୍ୟ ଘରୋଇ ବିଦ୍ୟାଳୟ ସଂଘର ବିକ୍ଷୋଭରେ ବନ୍ଦ୍ ପାଳିଲେ ଚିତ୍ରକୋଣ୍ଡା ଡି.ଏ.ଭି. ଗୁରୁକୁଳ ବିଦ୍ୟାଳୟ

ଚିତ୍ରକୋଣ୍ଡା (୨୧/୦୭) : ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ , ମନମୁଖୀ କାର୍ଯ୍ୟକ୍ରମ ଓ ଘରୋଇ ବିଦ୍ୟାଳୟ ମାରଣନୀତି ବିରୁଦ୍ଧରେ ଅନିର୍ଦ୍ଦିଷ୍ଟ କାଳୀନ ରାଜ୍ୟସ୍ତରୀୟ ବିକ୍ଷୋଭ ୨୧ ଜୁଲାଇ ୨୦୨୩ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇଛି । ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ

ଘର ଆଗରୁ ଗାଡ଼ି ଚୋରି, ଥାନାରେ ଏତଲା

ଦାରିଙ୍ଗବାଡି,୨୧/୭ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ପଞ୍ଚାୟତ ଆଦିବାସୀ ଗ୍ରାମରୁ ଘର ଆଗରୁ ବୋଲେରୋ ପିକଅପ ଗାଡ଼ି ଚୋରି କରି ନେଇଗଲେ ଦୁର୍ବୁତ୍ତ l ଆଦିବାସୀ ଗ୍ରାମର ରାଜେଶ କୁମାର ସାହୁଙ୍କ ଘର ୫୯ ନମ୍ୱର ଜାତୀୟ ରାଜପଥ କଡ଼ରେ ରହିଥିବା ବେଳେ ଗାଡ଼ି ଟି ଘର ଆଗରେ ଥିଲା ।