Browsing Category

ଆଞ୍ଚଳିକ

ଆସ୍କା ରେ ବାଲି ମାଫିଆଙ୍କ ରାଜ୍– ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କୁ ତହସିଲଦାର ଙ୍କ ବେଖାତିର…!

ସରକାରୀ ରାଜସ୍ବ ବାବୁ ମାନଙ୍କ ପକେଟ ରେ...!! ବ୍ରହ୍ମପୁର:୧୯-୭ ଆସ୍କା ସହର ର ଉଭୟ ପାର୍ଶ୍ୱରେ ଋଷିକୁଲ୍ୟା ଓ ବଡ ନଦୀ ପ୍ରବାହିତ ହେଉଛି।ଏହି ଉଭୟ ନଦୀର ବାଲି ଗଞ୍ଜାମ ଜିଲ୍ଲା ସମେତ ବାହାର ରାଜ୍ୟ ରେ ଚାହିଦା ରହିଛି। ବାଲି ଘାଟ ରେ ଲକ୍ଷ ଲକ୍ଷ ଟଙ୍କା ଲାଭ ହେଉଥିବା ଯୋଗୁଁ ଏହାର ସୁଯୋଗ

ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା ଯତାୟତ ଠପ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିଠାରୁ ଜିଲ୍ଲା ସହିତ ବିଭିନ୍ନ ସମସ୍ତ ବ୍ଲକର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାରେ ପ୍ରବାହିତ ନଦୀ ପୋଟେରୁ ବ୍ରିଜ ଉପରୁ ଅଳ୍ପ କିଛି ଜଳ ପ୍ରବାହିତ

ଦୁର୍ବୃତ୍ତଙ୍କ ଆକ୍ରମଣରେ ଖଜୁରୀପଡ଼ା ଯନ୍ତ୍ରୀ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଯନ୍ତ୍ରୀ ରବୀନାରାୟଣ ଲେଙ୍କା ଦୁର୍ବୁତ୍ତଙ୍କ ଆକ୍ରମଣ ରେ ଗୁରୁତର ହୋଇଛନ୍ତି । ଇଞ୍ଜିନିୟର ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି ଅଞ୍ଚଳର ରଞ୍ଜିତ ସାସ ମଲଙ୍କ ନାମକ ଜଣେ ଯୁବକ ଅତର୍କିତ ପଥର ମାଡ କରିବାରୁ ତାଙ୍କର

ରେଗୁଲାର ଏଲ୍‌ଏଲ୍‌ଏମ୍ କୋର୍ସ ଖୋଲିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ପୂରଣ ଲାଗି ଦାବିପତ୍ର

ବ୍ରହ୍ମପୁର : ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ରେଗୁଲାର ଭିତ୍ତିରେ ଏଲ୍‌. ଏଲ୍‌. ଏମ୍. କୋର୍ସ ଖୋଲି ଅବିଳମ୍ବେ ନାମ ଲେଖା ପ୍ରକ୍ରିୟା ଆରମ୍ଭ କରିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ପୂରଣ କରିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଏ ଆଇ ଡି ଏସ ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ

କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ଫୁଲବାଣୀ : କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ତିନିଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ବେଳେ ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଫୁଲବାଣୀ ସର୍କିଟ ହାଉସଠାରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି

କନ୍ଧମାଳ ଏବଂ ଉତ୍କଳ ନିଖିଳ ଗୃହରକ୍ଷୀ ମହାସଂଘର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରପତି ମହୋଦୟାଙ୍କୁ ଦାବିପତ୍ର…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍ ଜର୍ଜମେଣ୍ଟ ଅଡର ଉପରେ ରାଜ୍ୟ ସରକାର ଅବମାନନା କରିଥିବାରୁ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଏବଂ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଙ୍କ ସମେତ ନିଖିଳ

ଆକ୍ରମଣ ଏବଂ ଲୁଟ୍ ଘଟଣାରେ ଦୁଇ ଯୁବକ ଗିରଫ…

ବ୍ରହ୍ମପୁର(୧୮/୦୭) : ଏକ ଆକ୍ରମଣ ଏବଂ ଲୁଟ୍ ଘଟଣାରେ ଆଜି ସନ୍ଧ୍ୟାରେ ଦୁଇ ଜଣଙ୍କୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ I ଗିରଫ ଦୁଇ ଯୁବକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ସାଦରା ଗ୍ରାମର ପ୍ରତାପ ବିଷୋୟୀ ଏବଂ ନାରାୟଣ ପ୍ରଧାନ I ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟଙ୍କ

ଗଞ୍ଜାମ ଜିଲ୍ଲାରେ ନିୟନ୍ତ୍ରଣ ବାହାରେ ପରିବାଠାରୁ ଆରମ୍ଭ କରି ଅଟା, ଡାଲି

ବ୍ରହ୍ମପୁର (୧୮/୭) : ସମଗ୍ର ଗଂଜାମ ଜିଲ୍ଲାରେ ବିଭିନ୍ନ ପନି ପରିବା ଠାରୁ ଆରମ୍ଭ କରି ଚାଉଳ,ଡାଲି,ତେଲ, ଅଟା ସମେତ ବିଭିନ୍ନ ସାମଗ୍ରୀ ରେ ଅହେତୁକ ମୂଲ୍ୟ ବୃଦ୍ଧି ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଗରିବ ଗୁରୁବା ଠାରୁ ଆରମ୍ଭ କରି ମଧ୍ୟମବିତ ପରିବାର ର ଲୋକେ ଏବେ ବଜାର କୁ ଯିବାକୁ

କଡଗାବାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ : ବିଇଓ ଅଫିସ ଘେରାଉ

ବାଲିଗୁଡା : ସମଗ୍ର ରାଜ୍ୟରେ ୫ ବର୍ଷ ରୁ ୧୪ବର୍ଷ ପିଲାମାନଙ୍କୁ ନିଶ୍ଚିତ ଶିକ୍ଷା ଦେବା ପାଇଁ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଉଛି। ପିଲାଙ୍କୁ ସ୍କୁଲ କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଗ୍ରାମରେ ସ୍କୁଲ ଖୋଲାଯିବା ସହ ନୂତନ କୋଠା, ପୋଷାକ, ମଧ୍ୟାହ୍ନ

ଚିକିଟୀ ବ୍ଲକରେ ସାମାଜିକ ସମୀକ୍ଷା ଜନ ଅଭିଯୋଗ ଶୁଣାଣି ଶିବିର

ଚିକିଟୀ : ଚିକିଟୀ ବ୍ଲକ ସମ୍ମିଳନୀ କକ୍ଷଠାରେ ସୋମବାର ଦିନ ଏ.ଡି.ଏମ ରିନା କୁମାରୀ ଖେସ ଙ୍କ ଅଧକ୍ଷତା ଏବଂ ବିଡ଼ିଓ ହଳଧର ଶବର ଙ୍କ ପରିଚାଳିତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ର ୨୦୨୨-୨୦୨୩ ଆର୍ଥିକ ବର୍ଷରେ ହୋଇଥିବା କାମ ଉପରେ ଏକ ସମାଜିକ ଜନ ଶୁଣାଣି ଅନୁଷ୍ଟିତ ହୋଇ