Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଛତ୍ରପୁରସ୍ଥ କାଳିଆବାଲି ଠାରେ ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ, ସଡ଼କ ଦୁର୍ଘଟଣାରେ ଆଉ ଜଣେ ଗୁରୁତର
ଛତ୍ରପୁର : ଛତ୍ରପୁର ନିକଟସ୍ଥ କାଳିଆବାଲି ଛକ ନିକଟବର୍ତ୍ତୀ ସ୍ଥାନରେ ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ନାମ ବାଳକୃଷ୍ଣ ଦାସ, (୪୯) ରାମକୃଷ୍ଣନଗର ବ୍ରହ୍ମପୁର ସହରର ବୋଲି ଜଣାପଡିଛି । ସ୍କୁଟି ଚାଳକ ଏକ!-->…
ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଫୁଲବାଣୀ : ବିଜୁ ଜନତା ଦଳ ଫୁଲବାଣୀ ତରଫରୁ ଫୁଲବାଣୀ ମେନ ରୋଡ଼ ସ୍ଥିତ ଦଳୀୟ କାର୍ଯ୍ୟଳୟ ଠାରେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବିଜେଡିର ସମସ୍ତ କର୍ମକର୍ତ୍ତା ଦୁଇ ମିନଟ ନୀରବ ପ୍ରାର୍ଥନା!-->…
ସାହାରା ଜମାକାରୀଙ୍କ ପାଇଁ ନୂଆ ଆଶା, ମିଳିବ ଜମା ଟଙ୍କା
ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ଟଙ୍କା ଜମା କରି ସମସ୍ୟାରେ ପଡ଼ିଥିବା ନିବେଶକଙ୍କ ପାଇଁ ଏକ ଆଶ୍ବସ୍ତିଭରା ଖବର । ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ କେନ୍ଦ୍ର ସରକାର ଏକ ରିଫଣ୍ଡ ପୋର୍ଟାଲ ଆରମ୍ଭ କରିଛନ୍ତି । ଏହାର ନାଁ ରହିଛି ସିଆରସିଏସ୍-ସାହାରା ରିଫଣ୍ଡ ପୋର୍ଟାଲର । ଏହାର ଶୁଭାରମ୍ଭ!-->…
ସବଡେଗାଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼ (୧୭/୭) : ଆଜି ସବଡେଗା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ ଏସ.ପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ସାଧାରଣ ଲୋକଙ୍କ!-->…
ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା ଉଠାଇ ନେଲା ଦୁର୍ବୃତ୍ତ : ତଦନ୍ତ ଦାବୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା କେହି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରୁତୁଙ୍ଗିଆ ଅଞ୍ଚଳର ବିରସେନ ଦିଗାଲ ଏବ ତାଙ୍କ ସ୍ତ୍ରୀ ଶାନ୍ତି ଦିଗାଲ ।!-->…
ଜି.ଉଦୟଗିରି ଏନଏସି ଅଧ୍ୟକ୍ଷାଙ୍କ ହୃଦଘାତରେ ପରଲୋକ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର(୫୦) ଙ୍କ ସୋମବାର ଦିନ ୩ଟା ସମୟ ରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ହୃଦଘାତ ରେ ଦେହାନ୍ତ ହୋଇଥିବା ଜଣାପଡିଛି। ସେ କିଛି ଦିନ ହେଲା ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ!-->…
ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ଓ ନିୟମିତ ନିଯୁକ୍ତି ଦାବିରେ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ
ବ୍ରହ୍ମପୁର : ରାଜ୍ୟ ସଂଘର ଡାକରା କ୍ରମେ ରାଜ୍ୟରେ ତିନୋଟି ଆରଡିସି ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ରେ ୮ ଟି ଜିଲ୍ଲା ର ବିଭିନ୍ନ ବିଭାଗ ର ଶତାଧିକ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଏକ ବିଶାଳ!-->…
ନିଜକୁ ଡାକ୍ତର ପରିଚୟ ଦେଇ ରୋଗୀ ଚିକିତ୍ସା କରୁଥିବା ଢେଙ୍କାନାଳର ନକଲି ଡାକ୍ତରକୁ ବାନ୍ଧିଲା ଦିଗପହଣ୍ଡି ଥାନା ପୋଲିସ
ବ୍ରହ୍ମପୁର :
ମାତ୍ର ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠପଢି ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍ସର ଅଭିଜ୍ଞ ଡାକ୍ତର କହି ରୋଗୀଙ୍କୁ କରୁଥିଲେ ଚିକିତ୍ସା। ବିଭିନ୍ନ ସ୍ଥାନରେ କ୍ଲନିକ କରି ରୋଗୀଙ୍କୁ ଦେଖି ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା। ବିଳାସ ବେସନରେ କାଟୁଥିଲେ ଦିନ। ହେଲେ ହଠାତ୍!-->!-->!-->…
ପୁନର୍ବାସ କଲୋନୀର ସମସ୍ୟା ନେଇ ବିଏମସି କମିଶନରଙ୍କୁ ଦାବି ପତ୍ର
ବ୍ରହ୍ମପୁର : ପୁନର୍ବାସ କଲୋନି, ପ୍ରେମ ନଗର ୬ଷ୍ଠ ଗଳି ବାସିନ୍ଦା ଏବଂ ଆମ୍ ଆଦମୀ ପାର୍ଟି, ବ୍ରହ୍ମପୁରଙ୍କ ମିଳିତ ସହଯୋଗ ରେ ଏକ ଦାବିପତ୍ର ନିଗମ କମିଶନରଙ୍କୁ ପ୍ରଦାନ କରାଯାଇଥିଲା। ପ୍ରାୟ ଏକ ବର୍ଷ ପୂର୍ବେ ଏହି କଲୋନିରେ ବହୁ ବସ୍ତି ବାସିନ୍ଦା ଙ୍କୁ ଥଇଥାନ କରାଯାଇଥିଲା, କିନ୍ତୁ!-->…
ମିଶନ ଶକ୍ତି ସଭାଗୃହ ଉଦ୍ଘାଟିତ
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ସଭାଗୃହକୁ ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ରୂପେ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ!-->…