Browsing Category

ଆଞ୍ଚଳିକ

ଗଜପତି ଜିଲ୍ଲାରେ ଉନ୍ନତିର ନୂଆ ଅଧ୍ୟାୟ: ସଡ଼କ ଓ ଭିତ୍ତିଭୂମି ବିକାଶ ପାଇଁ ମଞ୍ଜୁର ହେଲା ୧୮୯୧ କୋଟି ଟଙ୍କାର ଜାତୀୟ…

ବ୍ରହ୍ମପୁର / ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ସଡ଼କ ଯୋଗାଯୋଗ ଏବଂ ଭିତ୍ତିଭୂମିର ଐତିହାସିକ ଉନ୍ନତି ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ ଜାତୀୟ ରାଜପଥର ସମ୍ପ୍ରସାରଣ ଓ ନୂତନ ପ୍ରକଳ୍ପ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ…

ଗଞ୍ଜାମରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ୨୭,୪୩୨ଟି ମାମଲାର ସମାଧାନ

ଛତ୍ରପୁର : ୯/୫/୨୬ : ଆଜି ଗଞ୍ଜାମ ଜିଲ୍ଲା କୋର୍ଟ ପରିସର, ବ୍ରହ୍ମପୁର ସହିତ ଜିଲ୍ଲାର ସମସ୍ତ ଅଦାଲତରେ ୨୦୨୬ ମସିହାର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତରେ ମୋଟ ୨୭,୪୩୨ଟି ମାମଲାର ଆପୋଷ ସମାଧାନ କରାଯାଇଥିବା ବେଳେ ସମୁଦାୟ ରୁ. ୩,୩୫,୦୭,୫୭୮ /-…

ବୈଷ୍ଣୋଦେବି ମନ୍ଦିରରୁ ଚୋରି ଘଟଣା: ସପ୍ତାହ ପରେ ବି ପୁଲିସ ହାତ ଖାଲି

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ସରଧାପୁର ପଞ୍ଚାୟତ ଅନ୍ତର୍ଗତ ଜାମୁକୋଣ ସ୍ଥିତ ପ୍ରସିଦ୍ଧ ବୈଷ୍ଣୋଦେବି ମନ୍ଦିରରୁ ଚୋରି ଘଟଣାକୁ ସପ୍ତାହେ ବିତିଯାଇଥିବା ବେଳେ ପୋଲିସ ହାତ ଖାଲି ରହିଛି ।ଗତ ମେ ମାସ ୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ରେ ଚୋରମାନେ ମନ୍ଦିରରୁ…

କୋରାପୁଟରେ ଜୁନ ୧ ତାରିଖରୁ ଧାନ ମଣ୍ଡି ଆରମ୍ଭ : ଜିଲ୍ଲାପାଳ

19296 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ I ଜିଲ୍ଲାରେ ଜୁନ ୧ ରୁ ଧାନ କିଣା କୋରାପୁଟ : କୋରାପୁଟ ଜିଲ୍ଲାରେ ଜୁନ ଏକ ତାରିଖରୁ ରବି ଧାନ କିଣା ଆରମ୍ଭ ହେବ ବୋଲି ଜିଲ୍ଲା ସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ହୋଇଛି। ସ୍ଥାନୀୟ ସଦଭାବନା ସଭାଗୃହ ଠାରେ…

“ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ” ଅନୁଷ୍ଠିତ

୫୫୫ ପୋଲିସ ଥାନାରେ ଅଂଶଗ୍ରହଣ କଲେ ୧୫,୦୦୦ରୁ ଅଧିକ କିଶୋର-କିଶୋରୀ ଭୁବନେଶ୍ଵର : ଆଜି ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫର ମିଳିତ ସହଯୋଗରେ ପ୍ରୟାସରେ “ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର…

ଟିପିଏସ୍ଓଡିଏଲ୍ ତରଫରୁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ୮ହଜାର ୯୫୫ ସୌର ପ୍ୟାନେଲ ସ୍ଥାପନ

୪ହଜାର ୮୫୦ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ଶୂନ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୬ହଜାର ୨୧୪ ସୌର ପ୍ୟାନେଲ ସ୍ଥାପନ ୟୁଏଲ୍ଏ ମଡେଲ ଅଧୀନରେ ମୋଟ ୨ହଜାର ୭୪୧ ଉପଭୋକ୍ତା ୧କିଲୋୱାଟର ସୌର ପ୍ୟାନେଲ କରିଛନ୍ତି ସ୍ଥାପନ ବ୍ରହ୍ମପୁର, ମ‌ଇ ୨୦୨୬ : ଟିପି…

ସରକାରୀ ଭୈରବୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ରେଡ୍ କ୍ରସ ଦିବସ ପାଳିତ

ବ୍ରହ୍ମପୁର, ୦୮/୦୫ : ବ୍ରହ୍ମପୁର ଉପକଣ୍ଠ ମୋହଡା ସ୍ଥିତ ସରକାରୀ ଭୈରବୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ରେଡ୍ କ୍ରସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଧନୁ ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଡ୍ କ୍ରସର ମହତ୍ତ୍ୱ ଓ ମାନବ…

ଗୃହ ଗଣନା ଓ ଗୃହ ତାଲିକା ସମୀକ୍ଷା ବୈଠକ: ଶତପ୍ରତିଶତ କାମ କରି ଓଡ଼ଗାଁ ଏନ୍ଏସି ଜିଲ୍ଲାରେ ପ୍ରଥମ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ଅଧ୍ୟକ୍ଷ୍ୟତା ରେ ଗୃହ ଗଣନା ଏବଂ ଗୃହ ତାଲିକା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜନଗଣନା ନିର୍ଦ୍ଦେଶାଳୟ ନୟାଗଡ଼ ଜିଲ୍ଲା ଦାୟିତ୍ଵରେ ଥିବା ଅଧିକାରୀ ଅକ୍ଷୟ କୁମାର ନାୟକ ଏବଂ…

ସଡ଼କ ଦୁର୍ଘଟଣା ରେ ମୃତ ଓ ଆହତ ବ୍ୟକ୍ତି ଙ୍କ ପରିବାର ଙ୍କୁ ଚେକ୍ ପ୍ରଦାନ କଲେ ବିଧାୟକ

ବ୍ରହ୍ମପୁର : ଗତ କିଛି ଦିନ ତଳେ ବ୍ରହ୍ମପୁର ର ବିଭିନ୍ନ ୱାର୍ଡ ର ଯାତ୍ରୀ ହରିଶଙ୍କର ଦର୍ଶନ କରିବାକୁ ଯାଉଥିବା ବେଳେ ନୟାଗଡ ଜିଲ୍ଲା ରେ ସଡ଼କ ଦୁର୍ଘଟଣା ରେ ମୃତ ଓ ଆହତ ହୋଇଥିଲେ ଏହି ଦୁଖଃଦ ଖବର ଶୁଣିବ ପରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ସେମାନଙ୍କ ଘରକୁ ଯାଇ ସମବେଦନା…

ଜିଲ୍ଲାର ସର୍ବପୁରାତନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟର ସୁବିଧା ବୃଦ୍ଧି ଦାବି

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମାରେ ଅବସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ଆବାସିକ ବିଦ୍ୟାଳୟ ୨୦୧୬ ମସିହାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୁଟିଗୁଡା ସହ ଅନୁବନ୍ଧିତ ହୋଇ ସଫଳତାର ସହ ଚାଲୁ ରହିଛି । ବର୍ତ୍ତମାନ ଏହି ଆବାସିକ ବିଦ୍ୟାଳୟରେ ୨ୟ ଶ୍ରେଣୀରେ ୨ ଜଣ, ୩ୟ…