Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନେ କଳା ବ୍ୟାଚ ପରିଧାନ…
ଦାରିଙ୍ଗବାଡ଼ି,(୧୨/୭) : ରାଜ୍ୟ ସରକାର ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଦାବୀକୁ ଆଲୋଚନା କରିବା ପାଇଁ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ରାଜ୍ୟ ନେତୃତ୍ଵଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇମଧ୍ୟ ପ୍ରତିଶ୍ରୁତି ରଖି ପାରି ନଥିବାରୁ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ!-->…
ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ କଳାବ୍ୟାଚ ଆଜି ତୃତୀୟ ଦିନରେ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ୍ତ ଥିବା ସବୁ ବର୍ଗର ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ କଳା ବ୍ୟାଚ ପରିଧାନ ଆଜି ତୃତୀୟ ଦିନରେ ପହଞ୍ଚି ସାରିଛି | ଜିଲ୍ଲା ଠାରୁ ଆରମ୍ଭ କରି ଗୋଟିଏ ଉପଖଣ୍ଡ ଏବଂ 12 ଗୋଟି ବ୍ଲକରେ କାର୍ଯ୍ୟରତ୍ତ ଥିବା ବିଭିନ୍ନ ବର୍ଗର!-->…
କନ୍ଧମାଳ ବରିଷ୍ଠ ନାଗରିକଙ୍କ ସଂଘ ପକ୍ଷରୁ ଜୁଲାଇ ୧୬ତାରିଖ ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ସଂଘ କନ୍ଧମାଳ ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଜୁଲାଇ ୧୬ତାରିଖ ରବିବାର ଦିନ ଭୁବନେଶ୍ୱର କଳିଙ୍ଗ ହସପିଟାଲ ପକ୍ଷରୁ ଅଭିଞ!-->…
ଲେଫ୍ରିପଡ଼ାଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼ ୧୦/୭/୨୩ : ଆଜି ଲେଫ୍ରିପଡ଼ା ବ୍ଲକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ସାଧାରଣ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଶକ୍ତି ବୃଦ୍ଧି ଦିଗରେ ପଦକ୍ଷେପ
~୧.୨ ସର୍କିଟ କିଲୋମିଟର ନୂତନ ନେଟୱର୍କ~୨୨ଟି ବିଜୁଳି ଖୁଣ୍ଟି ସ୍ଥାପନ
ବ୍ରହ୍ମପୁର : ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍, ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଦିଗରେ!-->!-->!-->!-->!-->…
ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଦିବାସୀ ଙ୍କୁ ବିହନ ବଣ୍ଟନ
ପାତ୍ରପୁର : ଭୁବନେଶ୍ଵରର ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପାତ୍ରପୁର ବ୍ଲକ ତୁମ୍ବ। ପଞ୍ଚାୟତ ର ବିଭିନ୍ନ ଗ୍ରାମର ଆଦିବାସୀ ମାନଙ୍କୁ ମାଗଣାରେ ବିହନ ବଣ୍ଟନ କରାଯାଇଥିଲା। ଭୁବନେଶ୍ବର ର “ଡେଭଲୋପମେଣ୍ଟ ସପୋର୍ଟ ଟ୍ରଷ୍ଟ”‘, ନାମକ ସ୍ୱେଚ୍ଛାସେବୀ ସଂଗଠନ ଆଦିବାସୀ ଓ ଅନୁନ୍ନତ ଲୋକ!-->…
ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି : ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହୁ ନ ଥିବାରୁ ରୋଗୀ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ମାସରେ ଜଣେ ନୂତନ ଡାକ୍ତର ହସ୍ପିଟାଲରେ ନିଯୁକ୍ତି ପାଇଥିଲେ। ସେ!-->…
ଉତ୍କଳ ବିଶ୍ବବିଦ୍ୟାଳୟରେ ବିଶ୍ବ ଜନସଂଖ୍ୟା ଦିବସ ପାଳିତ : ବ୍ୟାପକ ଜନ ସଚେତନତା ଦ୍ବାରା ହିଁ ଜନସଂଖ୍ୟାରେ ସ୍ଥିରତା…
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଜନସଂଖ୍ୟା ଗବେଷଣା କେନ୍ଦ୍ର ପକ୍ଷରୁ ପିଜି କାଉନସିଲ ହଲରେ ବିଶ୍ବ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା କରି ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାରୀରିକ, ମାନସିକ ଓ ବୌଦ୍ଧିକ ଜ୍ଞାନ ବୃଦ୍ଧି ଅପରିହାର୍ଯ୍ୟ!-->…
ବ୍ଲକ କଳା ସାଂସ୍କୃତିକ ସଂଘ ଉପସଭାପତିମାନଙ୍କ ବୈଠକ
ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରଚାରପ୍ରସାର ନିମନ୍ତେ ଆଲୋଚନାଛତ୍ରପୁର : ଗଞ୍ଜାମ ଜିଲ୍ଲା ବ୍ଲକ କଳାକାର ସଂସ୍କୃତିକ ସଂଘ ଉପସଭାପତି ମାନଙ୍କ ବୈଠକ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟଲୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ସଂସ୍କୃତି!-->…
ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ଲାଗୁ କରିବା ପାଇଁ ଦାବିପତ୍ର
ରାୟଗଡ଼ା (୧୧/୦୭) : ଆମ ସମ୍ବିଧାନକୁ ଅବମାନନା କରାଯାଇ ଦେଶରେ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାବଲମ୍ବୀମାନଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଚଳନ ହେଉଛି । ଯାହା ଫଳରେ କିଛି ନାଗରିକ ଦୈତ୍ୟ ଆଇନ ଉପଭୋଗ କରୁଛନ୍ତି । ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ, ଭାରତୀୟ ସମ୍ବିଧାନର ଧାରା ୪୪ କୁ!-->…