Browsing Category

ଆଞ୍ଚଳିକ

ଦୁର୍ନୀତି ବୁଡ଼ିଛି ଫୁଲବାଣୀ ପୌର ପରିଷଦ : କାଉନସିଲରଙ୍କ ପ୍ରଶ୍ନ ବାଣରେ ମିଟିଙ୍ଗ ଅଧାରୁ ଉଠିଗଲେ ପୌରାଧ୍ୟକ୍ଷା

ଫୁଲବାଣୀ  : ଫୁଲବାଣୀ ପୌର ପରିଷଦ ଦୁର୍ନୀତି ଉବୁଟୁବୁ ହୋଇଛି । ତାର ସଦ୍ୟତମ ପ୍ରମାଣ ହେଉଛି ସୋମବାର ୧୧ ତମ କାଉନସିଲର ସାଧାରଣ ବୈଠକରେ କାଉନସିଲରଙ୍କ ପ୍ରଶ୍ନ ବାଣରେ ଅଧାରୁ ବୈଠକ ଛାଡ଼ି ପଳାଇଥିଲେ ଅଧ୍ୟକ୍ଷା । ପିଅନପଡ଼ା ନୀଳ ବନ୍ଧ ଓ ମଝି ବନ୍ଧ କାର୍ଯ୍ୟର ତଥ୍ୟ କାଉଁସିଲରମାନେ ଜାଣିବାକୁ

ବ୍ଲକ ଅଧିକାରୀଙ୍କ ମନମାନି ଯୋଗୁଁ କାମ ଥାଇ ବି କାମ ପାଉ ନାହାନ୍ତି ଲୋକେ, ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାୟନ…

ଆସ୍କା : ଗଞ୍ଜାମ ଜିଲ୍ଲାର ଏକ ଚର୍ଚ୍ଚିତ ବ୍ଲକ ହେଉଛି ଆସ୍କା ବ୍ଲକ | ଏହିବ୍ଲକ ୨୭ ଟି ପଞ୍ଚାୟତ କୁ ନେଇ ଗଠିତ। ଅଧିକାଂଶ ପଂଚାୟତ ରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ଓ ନିମ୍ନ କାମ ହେଉଥିବା ଅଭିଯୋଗ ହେଲେ ମଧ୍ୟ ବ୍ଲକ ମୁଖିଆ ଚୁପରହିବା

ଭାରସାମ୍ୟ ହରାଇ ରାସ୍ତା ପ୍ବାର୍ଶକୁ ଓଲଟିଲା ପିକ୍ଅପ୍ ଭ୍ୟାନ, ଜଣେ ଗୁରୁତର…

ହିଞ୍ଜିଳିକାଟୁ, ତା ୪/୭(): ବୁଧବାର ସକାଳେ ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ଏକ ରାସନ୍ ସାମଗ୍ରୀ ବୋଝେଇ ପିକ୍ଅପ୍ ଭ୍ୟାନ (ଓଡି୦୭ଏକେ ୯୮୬୦) ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ବିଲ ମଧ୍ୟକୁ ଓଲଟି ପଡିଛି । ଦୂର୍ଘଟଣାରେ ଗାଡି ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର

ପ୍ରଶାସନ ଉପରେ ଅଙ୍କୁଶ ନ ରହିବା ଯୋଗୁଁ ସବୁ ସାମଗ୍ରୀର ଦରବୃଦ୍ଧି ଘଟୁଛି…

ଖାଉଟି ମୁଣ୍ଡରେ ଚଡକ.... ବ୍ରହ୍ମପୁର(୪/୭) : ଦିନକୁ ଦିନ ଅତ୍ୟାବଶକ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପନିପରିବା ଦର ଆକାଶ ଛୁଆଁ ହୋଇଛି। ବର୍ତମାନ ଅଦା, କଞ୍ଚାଲଙ୍କା ,ଟମାଟୋ ,ବାଇଗଣ, ବିନସ ଓ ବିଭିନ୍ନ ପନିପରିବା ରେ ଗତ କିଛିଦିନ ହେଲା ଯେଉଁଭଳି ଦରଦାମ ବୃଦ୍ଧି ପାଇଛି ସାଧରଣ ଜନତା

ବରିଷ୍ଠ କଳାକାର ସଂଘ ବାର୍ଷିକୋତ୍ସବ ଅବସରରେ ଦୁଇ ଦିବସୀୟ ଲୋକକଳା ମହୋତ୍ସବ

ବ୍ରହ୍ମପୁର (୪/୦୭) : କଳା ଓ କଳାକାର ହିତୈଷୀ ମହାମଂଚ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବାର୍ଷିକୋତ୍ସବ ଅବସରରେ ଦୁଇ ଦିବସୀୟ ଲୋକକଳା ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି । ପୂର୍ବାହ୍ନ ଅଧିବେଶନରେ କଣଭାଗ ଲକ୍ଷ୍ମୀ ପୁରାଣ, ପୁଟବଗଡ ରାଧାପ୍ରେମ ଲୀଳା, ନନ୍ଦିକ ଭାରତ ଲୀଳା,

ସଶକୁଟି ପାହାଡ଼ରେ ବନ ମହୋତ୍ସବ ପାଳନ

ଦାରିଙ୍ଗବାଡ଼ି (୪/୭) : ଦାରିଙ୍ଗବାଡି ବନାଞ୍ଚଳ ଅଧିନ ସଶକୁଟି ପାହାଡ଼ରେ ୭୪ ତମ ବନ ଉତ୍ସବ ପାଳିତ ହୋଇଛି। ଉକ୍ତ ପାହାଡ଼ରେ ୮ ହଜାର ଚାରା ରୋପଣ କରାଯିବ । କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ଲିହେରୀ ସରପଞ୍ଚ ପାଉଲ ପ୍ରଧାନ, ଦାରିଙ୍ଗବାଡି ରାଜସ୍ବ ନୀରିକ୍ଷକ ସୁବ୍ରତ ମଲ୍ଲିକ ଯୋଗ ଦେଇଥିଲେ

କିରାମା କଲର୍ଭଟ କାମ ନିମ୍ନମାନର ଅଭିଯୋଗ

ଦାରିଙ୍ଗବାଡ଼ି (୪/୭) : ଦାରିଙ୍ଗବାଡି ବ୍ଲକ ଅଧିନ ଝିଞ୍ଜିରିଗୁଡା ପଞ୍ଚାୟତ କିରମା ନାଳରେ କଲର୍ଭଟ କାମ ଆରମ୍ଭ ହୋଇଛି। ହେଲେ ଏହି କଲର୍ଭଟ ନିର୍ମାଣ କରୁଥିବା ଠିକାଦାର ପଟୁବାଲି ସହିତ ନିମ୍ନମାନର ମେଟାଲ ବ୍ୟବହାର ଜରୁଥିବା ଅଞ୍ଚଳ ବାସୀ ଦାବୀ କରୁଛନ୍ତି। ଏହି କଲଭେଟ ଉପରେ ବ୍ରାହ୍ମଣୀଗାଁ

ବାଲିମାଫିଆଙ୍କ ଦୌରାତ୍ମ୍ୟ : ଖବରଦାତାଙ୍କୁ ଆକ୍ରମଣ

ହିଂଜିଳିକାଟୁ, ୨ା୭ : ଗଂଜାମ ଜିଲ୍ଲା ହିଂଜିଳି ଥାନା ଖରିଡ଼ା ଗ୍ରାମ ଋଷିକୂଲ୍ୟା ନଦୀରୁ ଚୋରା ବାଲି ଉଠାଣ ବେଳେ ମୋବାଇଲରେ ଫଟୋ ଭିଡ଼ିଓ କରି ତହସିଲଦାରଙ୍କୁ ଜଣାଇଥିବା ଜଣେ ବ୍ୟକ୍ତିଙ୍କୁ ବାଲି ମାଫିଆ ମାନେ ମିଶି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣର ଶିକାର ହେଲେ ଖରିଡ଼ା ଗ୍ରାମର ନିରଂଜନ

ବରିଷ୍ଠ କଳାକାର ସଂଘର ଚତୁର୍ଥ ବାର୍ଷିକୋତ୍ସବ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଂଚ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ଚତୁର୍ଥ ବାର୍ଷିକୋତ୍ସବ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ତରଫରୁ ଏକ ବର୍ଣାଢ୍ୟ ଶୋଭାଯାତ୍ରା ଗାନ୍ଧୀ ନଗର ଛକ ଠାରୁ

ଦୁଇ ବାଇକ ଧକ୍କାରେ ଜଣେ ମୃତ ୩ ଗୁରୁତର

ମାଲକାନଗିରି : ମାଲକାନଗିରି ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ୩ ଗୁରୁତର। ମାଲକାନଗିରି ଜିଲ୍ଲାର ଟିଟିବେରୀ ଗ୍ରାମରେ ଦୁଇଟି ବାଇକ ଦ୍ରୁତ ଗତିରେ ଆସୁଥିବା ସମୟରେ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣ ବାଇକ ଅରହି ଦୁର୍ଘଟଣା ର ଶିକାର ହୋଇଥିଲେ। ସେଠାରେ ଲୋକେ ଆମ୍ବୁଲାନ୍ସ