Browsing Category

ଆଞ୍ଚଳିକ

ନକ୍ସଲମାନଙ୍କୁ ଆମ ଗାଆଁକୁ ପୂରେଇ ଦେବୁନି, ଏମଭି ୭୦ରେ ଆମ ପୋଲିସ ବୈଠକ

କାଲିମେଳା (୦୨/୦୭) : ଏକଦା ଘନ ଘନ ଚଢାଉ ସହ ମାଓବାଦୀଙ୍କ କ୍ରୁରତା ଜନଜୀବନକୁ ପ୍ରଭାବିତ କରୁଥିଲା। ନିଜସ୍ଵ ମତ ଜାହିର କରିବା ପୂର୍ବରୁ ଜୀବନ ପ୍ରତି ଥିବା ବିପଦ ଯୋଗୁଁ ନିଜର ପ୍ରତିବାଦକୁ ଛାତି ତଳେ ଚାପି ହୋଇ ରଖିବାକୁ ପଡୁଥିଲା। ତେବେ ସମୟ ବଦଳିବା ସହ କାଲିମେଳା ବ୍ଲକ ବଡିଗେଟା

ବ୍ରାହ୍ମଣୀଗାଁ ବନାଞ୍ଚଳରେ ୭୪ ତମ ବନ ଉତ୍ସଵ ପାଳନ

ଦାରିଙ୍ଗବାଡ଼ି, (୦୨/୦୭) ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ୭୪ ତମ ବନ ଉତ୍ସବ ପାଳିତ ହୋଇଛି। ବ୍ରାହ୍ମଣୀଗାଁ ପଞ୍ଚାୟତ ମହକୁମାର ଅଲାଞ୍ଜୁରି ରାସ୍ତାର ମିନି ଷ୍ଟାଡିୟମ ନିକଟରେ ୧୦ ହେକ୍ଟର ଜମିରେ ପ୍ରାୟ ସଉଳ

ଚିକିଟୀ ଷ୍ଟେଟବ୍ୟାଙ୍କରେ ୬୮ ତମ ପ୍ରତିଷ୍ଠା ଦିବସ ପାଳିତ

ଚିକିଟୀ : ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଦ୍ୱାରା ୬୮ ତମ ପ୍ରତିଷ୍ଠା ଦିବସ ଆନନ୍ଦ ରେ ପାଳିତ ହୋଇଯାଇଛି l ଏହି ଅବସରରେ ବ୍ୟାଙ୍କରେ ଉପସ୍ଥିତ ଥିବା ଗ୍ରାହକ ମାନଙ୍କୁ ମିଠା ବଣ୍ଟନ କରାଯାଇ ସ୍ୱାଗତ ପରେ ବ୍ୟାଙ୍କ ସେବା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା l ସୂଚନା

ସର୍ବଭାରତୀୟ ନାଟକ ପ୍ରତିଯୋଗିତା ପାଇଁ ବହିପୂଜା ଅନୁଷ୍ଠିତ

ଚିକିଟି : ଝାରଖଣ୍ଡର ଧାନବାଦ ଠାରେ ଚଳିତ ମାସ 21 ରୁ 23 ତାରିଖ ଯାଏଁ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଂଜାମ ଚିକିଟୀ ଗଡ଼ ଶ୍ରୀଜଗନ୍ନାଥ କଳା ପରିଷଦର କଳାକାର ମାନେ ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା

ଡ଼ିଏଲଏସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ,ଫୁଲବାଣୀର ଅଧ୍ୟକ୍ଷ ସତ୍ୟପିର ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ବନ ବିଭାଗଙ୍କ ସହଯୋଗରେ ବନ ମହୋତ୍ସବ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 2.7.2023 ରେ ଅନୁଷ୍ଠିତ ହୋଇଯାଇ ଅଛି l ବୃକ୍ଷ ହିଁ ଜୀବନ

ବରିଷ୍ଠ ସାମ୍ୱାଦିକ ଜଗନମୋହନଙ୍କ ବିୟୋଗରେ ବ୍ରହ୍ମପୁରରେ ସାମ୍ୱାଦିକଙ୍କ ପକ୍ଷରୁ ଶୋକସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା…

ବ୍ରହ୍ମପୁର- ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି । ସ୍ୱାସ୍ଥ ପାଇଁ ସଦାସର୍ବଦା ନିଜେ ସଚେତନ ହେବା ସହିତ ସବୁବେଳେ କିପରି ଜୀବନରେ ସୁସ୍ଥ ହୋଇ ରହିବେ ସେ ନେଇ ଉପଦେଶ ଦେଇ ଆସୁଥିବା ଜଣେ ବରିଷ୍ଠ ସାମ୍ୱାଦିକ ଶେଷରେ

ଛଟେଇ କର୍ମଚାରୀଙ୍କର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

କୁଆଁରମୁଣ୍ଡା : କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ ସ୍ଵସ୍ତିକ କାରଖାନାର କିଛି କର୍ମଚାରୀଙ୍କୁ କାରଖାନାର କର୍ତ୍ତୃପକ୍ଷ ଛଟେଇ କରିବା ଅଭିଯୋଗ ନେଇ କର୍ମଚାରୀମାନେ କୁଆଁରମୁଣ୍ଡା ବ୍ଳକ ଅଧିକାରୀ ଶ୍ରୀମତୀ ତୃପ୍ତି ବରାଇଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କୁଆଁରମୁଣ୍ଡା ନାଗରିକ

ଉଦୀୟମାନ କ୍ରୀଡାବିତଙ୍କୁ ସହାୟତାର ହାତ ବଢାଇଲେ ୫ଟି ସଚିବ

ମାଲକାନଗିରି, (୦୧/୦୭) : ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନଙ୍କ ତ୍ଵରିତ ପଦକ୍ଷେପ ଯୋଗୁଁ ଆଜି ମାଲକାନଗିରି ଜିଲ୍ଲାର ଉଦୀୟମାନ କ୍ରୀଡାବିତ ଷ୍ଟେଲନ ରାଜ୍ ଖୋସଲାଙ୍କ ସ୍ବପ୍ନ ସତ ହୋଇଛି । କୁମୁଟିଗୁଡ଼ା ନିବାସୀ ଷ୍ଟେଲନ କ୍ରିକେଟ ରେ ନିଜ ଭବିଷ୍ୟତ ଗଠନ କରିବେ ବୋଲି ୫ଟି ସଚିବଙ୍କ

ବିଦ୍ୟାଳୟରେ ଅବସର ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ପୁଷାଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ରେବତୀ କୁମାରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ

ଜାତୀୟ ଡ଼ାକ୍ତର ଦିବସ ପାଳନ

ବ୍ରହ୍ମପୁର : ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ତରଫରୁ ଜାତୀୟ ଡ଼ାକ୍ତର ଦିବସ ବ୍ରହ୍ମପୁର ଜେ ବି ପ୍ରାଙ୍ଗଣ ଠାରେ ଅନୁଷ୍ଟିତ ହୋଇଯାଇଛି l ଡ଼କ୍ଟର ଫୋରମ୍ ସଭାପତି ଡ଼ାକ୍ତର ଶଙ୍କର୍ଷଣ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ