Browsing Category

ଧର୍ମ ସଂସ୍କୃତି

ପୁଇଗୁଡ଼ରେ ବିଶାଳ ଖ୍ରୀଷ୍ଟୀୟ ସମାବେଶ…

ଦାରିଙ୍ଗବାଡି, ୨୯/୦୩: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ସ୍ଥିତ ପୋଇଗୁଡ଼ ଗ୍ରାମ ଠାରେ ଚର୍ଚ୍ଚ ଅଫ୍ ଗଡ୍ ଇନ୍ ଖ୍ରାଇଷ୍ଟ ଜିଜେସ୍ ଅନୁଷ୍ଠାନ ତରଫରୁ ୪୦ତମ ବାର୍ଷିକ ଉତ୍ସଵ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଅଛି । ଉକ୍ତ ସମାବେଶରେ ଚିତ୍ରସେନ କର୍ଯ୍ୟମାଝି ସଭା

ତୀର୍ଥଯାତ୍ରାରେ ବାହାରିଲେ ଜିଲ୍ଲା ର ବରିଷ୍ଠ ନାଗରିକ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓଡ଼ିଶା ପଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ମାଲକାନଗିରି ଏବଂ ଜିଲ୍ଲା ପ୍ରଶାସନ ପଯ୍ୟଟନ କଯ୍ୟାଳୟ

ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରାର ଦ୍ୱିତୀୟ ପାଳି…

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନସମାଗମ ହୋଇ ପାହାଡ଼ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛି। ଦ୍ୱିତୀୟ ପାଳିରେ ରାତି ସାଢେ ୧୨ ଟାରୁ ମନ୍ଦିର ଦ୍ୱାର ଫିଟା ହୋଇ ରିତିନୀତି ଅନୁସାରେ ମଙ୍ଗଳ ଆଳତି,

ଶ୍ରୀ ଶ୍ରୀ ହରି ଚାନ୍ଦ ଠାକୁରଙ୍କ 212ତମ ଆବିର୍ଭାବ ଦିବସ ପାଳନ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ଡିଏନକେ ସ୍ଥିତ ଶ୍ରୀ ଶ୍ରୀ ହରି ଗୁରୁଚାନ୍ଦ ମତୁଆ ମିଶନ ପରିଚାଳିତ ବିଶାଳ ଭାବରେ ଠାକୁରଙ୍କର ଆବିର୍ଭାବ ଦିବସ ପାଳନ ସହ ବାରୁଣୀ ସ୍ନାନ ଅନୁଷ୍ଠିତ ସମ୍ପନ୍ନ ହୋଇଛି । ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ଦଳିତ ପତିତ ଜାତିର ମୁକ୍ତି ଦୂତ , ତାଙ୍କର

ଦୀର୍ଘ ତିନିବର୍ଷ ପରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ବୁଡ଼…

ଯାଜପୁର: ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ବୁଡ଼ । ଦୀର୍ଘ ତିନିବର୍ଷ ପରେ ଚଳିତ ଥର ପୁଣି ଥରେ ଆରମ୍ଭ ହୋଇଛି ବୈତରଣୀ ଘାଟରେ ବୁଡ଼ ପକାଇବା ପରମ୍ପରା। କରୋନା ପାଇଁ ଏହା ବନ୍ଦ ଥିଲା। କିନ୍ତୁ ଏଥର ବଡ଼ ଆଡମ୍ବର ସହକାରେ ପବିତ୍ର ପୂଣ୍ୟତୋୟା ବୈତରଣୀ କୂଳରେ ପାଳିତ ହୋଇଯାଇଛି। ଏଥିପାଇଁ

ଠାକୁରାଣୀ ଯାତ୍ରା ସମୟ ନିର୍ଘଣ୍ଟ, ପାରମ୍ପରିକ ରୀତିରେ ଲାଗିଲା ଶୁଭ ଖୁଣ୍ଟି

ବ୍ରହ୍ମପୁର: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ବିଳମ୍ବିତ ରାତିରେ ପାରମ୍ପରିକ ରୀତିରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ଏପ୍ରିଲ ୪ ମଧ୍ୟ ରାତ୍ରରୁ ଆରମ୍ଭ ହେବ ବୁଢ଼ି ଠାକୁରାଣୀ ଯାତ୍ରା । ଦେଶୀ ବେହେରା ସାହିକୁ ଯିବେ ମା ବୁଢ଼ୀ ଠାକୁରାଣୀ ।

ଉଦଯାପିତ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲା ର ପ୍ରସିଦ୍ଧ ଅଗ୍ନି ଗାଙ୍ଗାମାଙ୍କ ଯାତ୍ରା…

କାଶୀପୁର : ଅଵିଭକ୍ତ କୋରାପୁଟ ଜିଲ୍ଲା ର ପ୍ରସିଦ୍ଧ ଯାତ୍ରା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ନିଲାବାଡି ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମାଁ ଅଗ୍ନି ଗାଙ୍ଗାମା ଠାକୁରାଣୀଙ୍କର ୯ଦିନ ଯାତ୍ରା ଗତକାଲି ଉଦଯାପିତ ହୋଇଯାଇଛି।ଗତ ମାର୍ଚ ୬ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ଦିନ ଶେଷ ହୋଇଯାଇଛି ।ଏବର୍ଷ

ମା’ ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ

ପୁରୁଷୋତ୍ତମପୁର / ଛତ୍ରପୁର : ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ ରାତ୍ର ସାଢେ ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ ଆଦି ନିତିକାନ୍ତିରେ

କୁଞ୍ଜବିହାରୀ ମନ୍ଦିର ପରିସରରେ ନୂତନ ନାମସଂକୀର୍ତ୍ତନ ମଣ୍ଡପ ପ୍ରତିଷ୍ଠା କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ହିଞ୍ଜିଳିକାଟୁ ୧୩ /୦୩ /୨୦୨୩ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମପଞ୍ଚାୟତ ରାଳବ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶ୍ରୀ କୁଞ୍ଜବିହାରୀ ମନ୍ଦିର ପରିସରରେ ନାସସଂକୀର୍ତ୍ତନ ମଣ୍ଡପର ପ୍ରତିଷ୍ଠା ଉତ୍ସବ ନିମନ୍ତେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଳବ

ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ…

କଟକ :କଟକ ଜିଲ୍ଲାର ଓଳକଣା ଠାରେ ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ ହୋଇ ଯାଇଛି। ଏହି ପୁରାଣ ପ୍ରସିଦ୍ଧ ମେଳଣ କାହିଁ କେଉଁ କାଳରୁ ହୋଇ ଆସୁଅଛି। ପୂରାଣ ଯୁଗର କଥା। ପାଞ୍ଚ ପାଣ୍ଡବ ପଶା ଖେଳରେ କୌରବ ମାନଙ୍କ ଠାରୁ ହାରିଯିବା ଫଳରେ ସର୍ତ୍ତ ଅନୁଯାୟୀ ୧୨ ବର୍ଷ ଅଜ୍ଞାତ ବନବାସରେ