Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼…
ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଧକ୍କା । କାରଣ ଓଡ଼ିଶାର ପ୍ରଜ୍ଞାପନ ମେଢ ଏଥର ବି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖିବାକୁ ମିଳିବନି । ଏଥର ଗଣତନ୍ତ୍ର ଦିବସ ପାଇଁ ଭାରତ ସରକାର ୧୬ ରାଜ୍ୟର ପ୍ରଜ୍ଞାପନ ମେଢଙ୍କୁ ସ୍ୱୀକୃତି ଦେଇଛନ୍ତି । ହେଲେ ଏହି ତାଲିକାରେ ଓଡ଼ିଶାର ସ୍ଥାନ ନ ଥିବା!-->…
ଧନୁଯାତ୍ରା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ମହାରାଜ କଂସଙ୍କ ନିର୍ଦ୍ଦେଶ…
ବରଗଡ଼: ଧନୁଯାତ୍ରା ପାଇଁ ଦୁଲୁକୁଛି ମଥୁରୁ ନଗରୀ ପାଲଟି ଥିବା ବରଗଡ଼। ସେପଟେ ଗୋପପୁରରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କାରଣ ନନ୍ଦରାଜା ଓ ନନ୍ଦ ରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡ଼ିଛନ୍ତି। ଏଥିସହ ଆୟୋଜନ କରିଛନ୍ତି ନନ୍ଦୋତ୍ସବ।
ମହାରାଜ କଂସ ଦେବକୀଙ୍କ ଅଷ୍ଟମ!-->!-->!-->…
ନୂଆବର୍ଷ ପାଇଁ ପ୍ରଶାସନିକ ପ୍ରସ୍ତୁତି: ରାତି ୧ରୁ ଶ୍ରୀମନ୍ଦିର ଦ୍ବାରଫିଟା, ଦର୍ଶନ…
ପୁରୀ: ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସର ମିଳିତ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେହେତୁ ଏବେଠୁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକ ତଥା ଭକ୍ତଙ୍କ ଅସମ୍ଭାଳ ଭିଡ଼ ଲାଗିଲାଣି, ତାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି। ୩୧ ତାରିଖ ପହୁଡ଼ ପରେ!-->…
ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ଦୀର୍ଘ ୧୧ ଦିନ ଧରି ଚାଲିବ କଂସ ମହାରାଜଙ୍କ ଶାସନ…
ବରଗଡ଼ : ଆଜିଠୁ ବରଗଡ଼ରେ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ । ଏହାପୂର୍ବରୁ ବାହାରିଛି ସାଂସ୍କୃତିକ ଶୋଭାଯାତ୍ରା । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ପାରଂପରିକ ବାଦ୍ୟ ବଜାଇଥିଲେ । ଆଉ ଝୁମିିଥିଲେ । ସାଂସ୍କୃତିକ!-->…
ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା
ବରଗଡ଼: ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା। ଆଉ ଦିନ କେଇଟା ରହିଥିବା ବେଳେ, କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ମାନେ ଦିନରାତି ଏକ କରିଦେଇ ରିହର୍ସାଲ କରୁଛନ୍ତି। ରିହର୍ସାଲର ଅନ୍ତିମ ପର୍ଯ୍ୟାୟରେ!-->…
ବିଶ୍ୱ ଶାନ୍ତି ଓ ବିଶ୍ୱ ଭାତୃତ୍ୱର ପ୍ରଚାର ଏକମାତ୍ର ଲକ୍ଷ: ରାସେଶ୍ୱରୀ ଦେବୀ ଜୀ
ଭୁବନେଶ୍ୱର: ଓଡ଼ିଶା ଫେରିଲେ ପ୍ରବଚକ ରାସେଶ୍ୱରୀ ଦେବୀ ଜୀ । ବିଦେଶରେ ବସୁଧୈବ କୁଟୁମ୍ବକମ ବାର୍ତ୍ତା ବାଣ୍ଟିବା ସହ ବିଶ୍ୱ ଶାନ୍ତି ଓ ବିଶ୍ୱ ଭାତୃତ୍ୱର ପ୍ରଚାର ଏକମାତ୍ର ଲକ୍ଷ ବୋଲି କହିଛନ୍ତି । ବିଦେଶ ଯାତ୍ରା କରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାସେଶ୍ୱରୀଙ୍କୁ ସ୍ୱାଗତ!-->…
ଆଜିଠୁ ମକର ସଂକ୍ରାନ୍ତି ଯାଏ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ
ପୁରୀ: ଆଜି ଧନୁ ସଂକ୍ରାନ୍ତି । ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀ ମନ୍ଦିରରେ ଲାଗି ହୋଇଛି ପହଲି ଭୋଗ । ଆଜି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି ।
!-->!-->!-->…
ଶ୍ରୀ ବିରଞ୍ଚି ନାରାୟଣ ଓ ସୂର୍ଯ୍ୟ ଉପାସନା ପୁସ୍ତକ ଉନ୍ମୋଚିତ…
ବୁଗୁଡ଼ା:ତା୦୯/୧୨/୨୨ : ନିକଟସ୍ଥ ଖୋଳଖାଳି ଗ୍ରାମଠାରେ "କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦ" ଅନୁଷ୍ଠାନର ସମ୍ପାଦକ କାମରାଜୁ ସାହାଣୀଙ୍କ ପୌରୋହିତ୍ୟରେ "ଭଞ୍ଜ ସାହିତ୍ୟରେ ନାରୀର ସ୍ଥାନ" ଶୀର୍ଷକ ଉପରେ ଆଲୋଚନା ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ରୂପେ ଶିକ୍ଷାବିତ୍!-->…
ଲୋକନାଥପୁର ଶାସନ ରେ ମହାଲକ୍ଷ୍ମୀ ପୂଜା…
ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲୋକନାଥପୁର ଶାସନ ରେ ପବିତ୍ର ମହାଲକ୍ଷ୍ମୀ ପୂଜା ଅନୁଷ୍ଠତ ହୋଇଯାଇଛି। ତିନି ଦିନ ବ୍ୟାପି ଏହି ପୂଜା ରେ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀ ଙ୍କ ଆବାହକତ୍ୱରେ ମଙ୍ଗବାରଠାରୁ ଜଳଯାତ୍ରା ଆରମ୍ଭ ହୋଇ ପ୍ରତ୍ୟହ 108 ଆଳତି କରି ଜଗତ!-->…
ସୁନାକେରା ଗ୍ରାମରେ ମା ବ୍ରାହ୍ମଣୀଦେବୀ ମନ୍ଦିର ପ୍ରତିଷ୍ଠା ଉତ୍ସବ…
ବୁଗୁଡ଼ା:ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତ ଅନ୍ତର୍ଗତ ସୁନାକେରା ଗ୍ରାମରେ ମା ବ୍ରାହ୍ମଣୀତରଙ୍ଗ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁନାକେରା ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଉକ୍ତ ଉତ୍ସବ ଅବସରରେ ଦୀକ୍ଷା ଗ୍ରହଣ , ଜଳଯାତ୍ରା , ଅଙ୍କୁରାରୋପଣ , ମହାଦୀପ ସ୍ଥାପନ, ବନର୍ଯାଗ!-->…