Browsing Category

ଧର୍ମ ସଂସ୍କୃତି

କନ୍ଧମାଳରେ ବଡଦିନ ପର୍ବ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି :ଯୀଶୁଙ୍କ ଧରାବତରଣ ପାଇଁ ପ୍ରସ୍ତୁତି ଜୋରଦାର…

ଫୁଲବାଣୀ :- କନ୍ଧମାଳ ଜିଲ୍ଲାରେ ଧୁମଧାମରେ ବଡ଼ଦିନ ପାଳିନ ହେଉଛି। ବଡଦିନ ପର୍ବ ରେ ବିଭିନ୍ନ ବ୍ଲକ,ଗ୍ରାମ,ସହର ଆଲୋକ ମାଳରେ ସଜେଇ ହୋଇଛି ସାନ ଠୁଁ ବଡ଼ ଚର୍ଚ୍ଚ l ଆଗପରି ଆଉ ଭୟର ବାତାବରଣ ନାହିଁ । ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଶାନ୍ତ ପରିବେଶ ରେ ରହିଛି l ଜିଲ୍ଲା ପ୍ରଶାସନ ଓ ପୋଲିସ…

ପହିଲାରୁ ଶ୍ରୀମନ୍ଦିରରେ ଧାଡିରେ ଜଗା ଦର୍ଶନ କରିବେ ଭକ୍ତ

ପୁରୀ: ସରିଲାଣି ପ୍ରାୟ ସମସ୍ତ ପ୍ରସ୍ତୁତି । ନୂଆବର୍ଷ ପହିଲାରୁ ଧାଡିରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୨୮ ତାରିଖ ଭିତରେ ସମସ୍ତ ପରିବର୍ତ୍ତନ ବ୍ୟବସ୍ଥା ସରିବା ବେଳେ ଏହାପରେ ଟ୍ରାଏଲ ଧାଡି ଦର୍ଶନ ହେବ । ପରେ ଜାନୁଆରୀ ୧ରୁ ଆରମ୍ଭ ହେବ ଧାଡି ଦର୍ଶନ । ଏନେଇ…

ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ; ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ

ପୁରୀ / ନୟାଗଡ :ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ। ଆସନ୍ତା ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ ଆଣିବାକୁ ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ। ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି। …

ଧନୁ ସଂକ୍ରାନ୍ତି; ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ: ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଧନୁ ସଂକ୍ରାନ୍ତି । ସୂର୍ଯ୍ୟଙ୍କ ଧନୁ ରାଶିକୁ ଚଳନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ । ଆଜି ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ…

ଚିତ୍ରକୋଣ୍ଡା : ଶ୍ରୀ ଆୟପ୍ପା ସ୍ୱାମୀ ଙ୍କ ପଡ଼ି ପୂଜା ମହୋତ୍ସବ…

ଚିତ୍ରକୋଣ୍ଡା -: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ପାଳିତ ହୋଇ ଯାଇଛି ଶ୍ରୀ ଆୟପ୍ପା ସ୍ୱାମୀ ଙ୍କ ପଡ଼ି ପୂଜା ମହୋତ୍ସବ । ଆୟପ୍ପା ସ୍ୱାମୀଙ୍କ ମାଳା ଧାରୀ ଶ୍ରଦ୍ଧାଳୁ ଙ୍କ ସମେତ ଚିତ୍ରକୋଣ୍ଡା ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଏହି ପୂଜାର ଆନନ୍ଦ ନେଇଥିଲେ । ପଡ଼ୋଶୀ…

ପୋଢୁଆଁ ହେବେ ବଡ଼ ଠାକୁର; ମାମୁ ଘରୁ ଗଲା ଭାର

ପୋଢୁଆଁ ହେବେ ବଡ଼ ଠାକୁର। ଏଥିପାଇଁ ମହାପ୍ରଭୁଙ୍କ ମାମୁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜିଉ ମନ୍ଦିରରୁ ପୁରୀ ଯାଇଛି ପୋଢୁଆଁ ଭାର। ମହାପ୍ରଭୁଙ୍କ ଖଣ୍ଡୁଆ ପାଟଠାରୁ ଆରମ୍ଭ କରି ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ,ଫଳ ଓ ଦୟଣା…

ବାଲିଯାତ୍ରାକୁ ନେଇ କିଛି ତଥ୍ୟ

ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର)…

କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ଡିଏନକେ ରାଧା କୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ନାମ ଯଜ୍ଞ…

ଉମରକୋଟ ( ୧୫/୧୧/୨୦୨୪) ସନାତନ ଧର୍ମରେ କାର୍ତ୍ତିକ ପୁର୍ଣିମାର ବିଶେଷ ମହତ୍ୱ ରହିଛି। ଏହି ଶୁଭ ତିଥିରେ ଜଗତର ପାଳନ କର୍ତ୍ତା ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଆରାଧନା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ କାର୍ତ୍ତିକ ପୁର୍ଣିମାର ଶୁଭ ମୁଁହତ୍ୱରେ ପୂଜାର୍ଚ୍ଛନା କଲେ ଜାତକରେ ଥିବା…

ଆ – କା – ମା – ବୈ: ଶେଷ ହେଲା ଧର୍ମ ମାସ କାର୍ତ୍ତିକ

ଭୁବନେଶ୍ଵର: କାର୍ତ୍ତିକ ପୂର୍ଣ୍ଣିମାପାଇଁ ଚଳଚଞ୍ଚଳ ସାରା ଓଡ଼ିଶା । ଭୋରୁ ଭୋରୁ ହଜାର ହଜାର ଶଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗର, କୁଆଖାଇରେ ଶ୍ରଦ୍ଧାଳକୁ ମାନେ ଭୋର ୪ ଟାରୁ ଉଠି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି । ବିଶ୍ୱାସ…

ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ଆଜି ହେଉଛି ସପ୍ତମାତୃକା ବେଶର ପଞ୍ଚମ ଦିନ । ପଞ୍ଚମ ଦିନରେ ମା’ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ଜଗଦ୍ଧାତ୍ରୀ ବେଶରେ ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ । ମା’ ନାଲି ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ…