Browsing Category

ଧର୍ମ ସଂସ୍କୃତି

ଚୁଡାନ୍ତ ପର୍ଯ୍ୟାୟରରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ…

ହିଞ୍ଜିଳି : ହିଞ୍ଜିଳିକାଟୁ ପୌରାଚଂଳର ୧୦ ନଂୱାର୍ଡ ରେଗିଡିସାହି, ନୁଆଗଡ ଗ୍ରାମ ,ବ୍ଳକ କଲୋନୀ ଓ ମୋହନକଲୋନି ଛକ ସ୍ଥିତ ମେଣ୍ଢାଖାଇ ପାହାଡ ପାଦ ଦେଶରେ ବୀର ହନୁମାନଙ୍କ ଭଵ୍ୟ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିକଟରେ ବ୍ଳକ କଲୋନୀ ସଂଯୋଗ

ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡ କଲା କେନ୍ଦୁଝର ରଥ

କେନ୍ଦୁଝର: ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଲା କେନ୍ଦୁଝରର ରଥ। ଏ ନେଇ ଏକ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। କେନ୍ଦୁଝରର କାଠ ନିର୍ମିତ ନନ୍ଦିଘୋଷ ରଥର ଉଚ୍ଚତା ୭୨ ଫୁଟ।୪ଶହ ବର୍ଷରୁ ଅଧିକ ପୁରୁଣା ଏହି ରଥଯାତ୍ରା ପାଇଁ ସମସ୍ତେ ବେଶ୍‌ ଉତ୍ସାହିତ

କେନ୍ଦୁଝର ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବଡଦାଣ୍ଡକୁ ମିଳିବ ନୂଆରୂପ

କେନ୍ଦୁଝର: ଜିଲ୍ଲାର ଆରାଧ୍ୟ ଦେବତା ଭାବେ ଶ୍ରୀ ବଳଦେବଜୀଉ(Baladevjew Ratha Yatra) ପୂଜା ପାଇ ଆସୁଛନ୍ତି । ତେବେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବଡଦାଣ୍ଡକୁ ମିଳିବ ନୂଆରୂପ । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବଳଦେବଜୀଉଙ୍କ

ନୂତନ ଶନିଦେବଙ୍କ ମନ୍ଦିର ବିଗ୍ରହର ପ୍ରାଣ ପ୍ରତିଷ୍ଟା କାର୍ଯ୍ୟକ୍ରୋମ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସଦର ମହକୁମା ସ୍ଥିତ ଡି, ଏନ, କେ, ରେ ଧବୋଳେଶ୍ୱର ମନ୍ଦିରର ଅପାରପାର୍ଶରେ ନୂତନ ଶନିଦେବଙ୍କ ମନ୍ଦିରର ବିଗ୍ରହମାନଙ୍କ ଧାନ୍ୟାଧୀବାସ, ପୂଜା ପାଠ, ବେଦ ପାଠ, ଗୁରୁ ପୂଜା କରି ପ୍ରାଣ ପ୍ରତିଷ୍ଟା କରିବା ପାଇଁ ଆଜି ସକାଳରୁ ପୂଜା

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ‌ହୋଇଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ,

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଆରମ୍ଭ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଆରମ୍ଭ ହୋଇଛି। ଆଜି ଠାରୁ ବଡ଼ଦାଣ୍ଡ ଶ୍ରୀନଅର ସମ୍ମୁଖ ରଥଖଳାରେ ରଥ ତୁମ୍ୱ ନିର୍ମାଣ ଶୁଭ ପଡ଼ିଛି। ଫାଶି କାଠରେ ଏହି ତୁମ୍ବ ନିର୍ମାଣ ହେବ। ମୋଟ ୪୨ ଗୋଟି ତୁମ୍ୱ ନିର୍ମାଣ ହେବ। ଶ୍ରୀନହର ସ୍ଥିତ ରଥଖଳାର ଚାରିପଟେ ଧଳାକନା

ଆରମ୍ଭ ହେଲା ଫୁଲବାଣୀ ଦ୍ଵିବାର୍ଷିକ ଠାକୁରାଣୀ ଯାତ୍ରା…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଛି।ସକାଳେ ପୂଜକ ଲାଲୁ ଦାଶ୍,ଶ୍ରୀକାନ୍ତ ପଣ୍ଡା,କାଳିଆ, ନୀଳକଣ୍ଠ ମିଶ୍ର,ସନ୍ତୋଷ ଦାଶ୍,ପ୍ରକାଶ ପାଢ଼ୀ,ସୁର୍ଯ୍ୟ ପଣ୍ଡା,ପ୍ରମୁଖଙ୍କ ସହାୟତାରେ ପ୍ରଥମେ ବ୍ରାହ୍ମଣୀ ଦେବୀ ପୀଠରୁ

ଲକ୍ଷ୍ମୀ ନୃସିଂହ ଯାତ୍ରା ସକାଶେ ଶୁଭଖୁଣ୍ଟି ସ୍ଥାପନ…

ହିଞ୍ଜିଳିକାଟୁ : ଚଳିତ ମାସ ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ହିଞ୍ଜିଳିକାଟୁ ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ସକାଶେ ମଙ୍ଗଳବାର ଅକ୍ଷୟ ତୃତୀୟା ଅବସରରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ବଡରଙ୍ଗଣି ସାହିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଶ୍ରୀ

କଟକ, ଭଦ୍ରକ ସମେତ ରାଜ୍ୟର ଅନ୍ୟାନ ସ୍ଥାନରେ ଉତ୍ସାହର ସହ ପାଳିତ ହେଉଛି ଇଦ୍‌

ଆଜି ଭାଇଚାରାର ପର୍ବ ଇଦ୍‌। ଦୁଇବର୍ଷ ପରେ ସମୂହ ଭାବେ ପାଳନ ହେଉଛି ଏହି ପର୍ବ। ରଙ୍ଗବେରଙ୍ଗର ଆଲୋକରେ ଝଲସୁଛି ମସଜିଦ୍‌ । ମସଜିଦ୍‌ ଯାଇ ସମୁହ ନମାଜ ପାଠ କରିଛନ୍ତି ମୁସଲିମ ଧର୍ମାବଲମ୍ବୀ। ଏହା ସହ ପରସ୍ପରକୁ ଆଲିଙ୍ଗନ କରି ପରସ୍ପରକୁ ଇଦ୍‌ ମୁବାରକ ଜଣାଇଛନ୍ତି। ଘରେ ଘରେ ପ୍ରସ୍ତୁତ

ଅକ୍ଷିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ

ଭୁବନେଶ୍ଵର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ କୃଷି ଦିବସ ପାଳିତ ହୋଇଛି। ଏହି ଅବସରରେ କୃଷି ମନ୍ତ୍ରୀ ଅରୁଣ ସାହୁ ଅକ୍ଷିମୁଠି ଅନୁକୂଳ ସହ ଭୂମିପୂଜନ କରିଛନ୍ତି। ବରମୁଣ୍ଡା ସ୍ଥିତ ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ପରୀକ୍ଷା ଏବଂ