Browsing Category

ବିଦେଶ

ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକା : ଭୁଶୁଡ଼ିଲା ଘର, ୭ ଆହତ

ବେଜିଂ : ଆଜି ଚୀନର ଗାସୁରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୬ ରହିଥିବା ଜଣାପଡିଛି । ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ ଏଥିରେ ୭ଜଣ ଆହତ ହୋଇଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି । ଭୂମିକମ୍ପ ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ

ମିଶର ଡେଲ୍ଟାରେ ଅଗ୍ନିକାଣ୍ଡ: ଭୁଶୁଡ଼ିଲା କୋଠା, ୧୧ ମୃତ ଓ ୩୩ ଆହତ

କାଇରୋ: ଗତକାଲି ମିଶରର ନୀଳ ଡେଲ୍ଟା ଅଞ୍ଚଳରେ ଘଟିଥିଲା ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ପରେ ଏକ କୋଠା ଭୁଶୁଡ଼ି ପଡ଼ିବାର ସୂଚନା ମଧ୍ୟ ମିଳିଛି । ଏଥିସହ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୩୩ ଜଣ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି । କାଇରୋରୁ ପ୍ରାୟ ୧୦୩ କିଲୋମିଟର ଉତ୍ତରରେ

ଜାତିସଂଘରେ ଇଂଲିଶରେ ଭାଷଣ ଦେଇ ଅପଦସ୍ତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ଭାରତକୁ ଅନେକ ସମୟରେ ଧମକ ଦେଇଆସୁଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଜାତିସଂଘରେ ଶୁକ୍ରବାର ଅପଦସ୍ତ ହୋଇଛନ୍ତି। ଇଂଲିଶରେ ଭାଷଣ ଦେବା ସମୟରେ ତାଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। କାରଣ ଭାଷଣ ଦେବା ବେଳେ ସେ ଅନେକ ସରଳ ଇଂଲିଶ ଶବ୍ଦ ଉଚ୍ଚାରଣ

ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ସଦସ୍ୟ ମୃତ, ୩ ଆହତ

ପେଶୱାର : ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି । ଏପରି ଦୁର୍ଘଟଣା ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଦେଖିବାକୁ ମିଳିଛି । ଗାଡ଼ିଟି ଝୋବ ଜିଲ୍ଲାରୁ ଡେରା ଇସମାଇଲ ଖାନ

ଆମେରିକା ନିଜର କଥା ରଖେ ନାହିଁ, ଲୋକଙ୍କ ହତ୍ୟା କରାଇଥାଏ-ଖାମ୍‌ନେଇ

ନୂଆଦିଲ୍ଲୀ : ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମ୍‌ନେଇ। ସେ କହିଛନ୍ତି, ଆମେରିକା ନିଜର କିଛି କଥା ରଖେ ନାହିଁ। ଲୋକଙ୍କ ହତ୍ୟା କରାଇଥାଏ। ଖାମ୍‌ନେଇ ପୁଣି ଥରେ ଦେଶର ପରମାଣୁ କାର୍ଯ୍ୟକ୍ରମ ଉପରେ

ଭାରତୀୟ ଆଇନ ପାଳନ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଏଲନ ମସ୍କଙ୍କ X କୁ ମିଳିଲା ବଡ଼ ଝଟକା

ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ କର୍ଣ୍ଣାଟକ ହାଇକୋର୍ଟରୁ ମିଳିଲା ଝଟକା । ବୁଧବାର ଅର୍ଥାତ୍ ଗତକାଲି କୋର୍ଟ କେନ୍ଦ୍ର ସରକାରଙ୍କ ଟେକଡାଉନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି X ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ‘ଭାରତରେ କାର୍ଯ୍ୟ କରିବା ପାଇଁ ସୋସିଆଲ

ଭେନେଜୁଏଲାରେ ଭୂକମ୍ପ, ତୀବ୍ରତା ୬.୧

ଭେନେଜୁଏଲା: ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଘଟଣା ଯଥେଷ୍ଟ ବୃଦ୍ଧି ପାଇଛି । ଆଫଗାନିସ୍ତାନ, ମିଆଁମାର ଏବଂ ତୁର୍କୀ ଭଳି ଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏବେ, ଗୁରୁବାର ସକାଳୁ-ସକାଳୁ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଏକ ଶକ୍ତିଶାଳୀ ୬.୧

ରାସ୍ତାରେ ଚଳାଚଳ କରୁଥିଲା ଯାନବାହନ, ୫୦ ମିଟର ଗଭୀରକୁ ହଠାତ ଦବିଗଲା ମାଟି

ବ୍ୟାଂକକ୍ : ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଂକକର ଏକ ବ୍ୟସ୍ତବହୁଳ ରାସ୍ତା ହଠାତ୍ ମାଟିରେ ଦବିଯାଇଛି । ଫଳରେ ୫୦ ମିଟର ଗଭୀରର ସିଙ୍କ୍ ହୋଲ୍ ସୃଷ୍ଟି ହୋଇଥିଲା । ବଡ଼ ସିଙ୍କ ହୋଲ୍ ହେବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ତେଣୁ ବ୍ୟାଂକକର ଭାଜିରା ହସ୍ପିଟାଲ

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜେଲେନସ୍କିଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ, କହିଲେ ‘ଭାରତ ଆମ ପକ୍ଷରେ ରହିଛି’

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଂଘର୍ଷ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାରତ ସମ୍ପର୍କରେ ଏକ

ଫିଲିପାଇନ୍ସ ପରେ ତାଇୱାନରେ ଟାଇଫୁନ୍ ରାଗାସାର ତାଣ୍ଡବ, ୧୪ ମୃତ ଓ ୧୨୪ ନିଖୋଜ

ତାଇୱାନ : ତାଇୱାନରେ ଟାଇଫୁନ ରାଗାସା ପ୍ରଳୟଙ୍କାରୀ ତାଣ୍ଡବ ରଚିଛି । ଏହି କାରଣରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରବଳ ବର୍ଷା ହେବା ପରେ ଭୂସ୍ଖଳନ ଯୋଗୁଁ ଏକ ହ୍ରଦର କୂଳ ଭାଙ୍ଗି ଗୁଆଙ୍ଗଫୁ ଟାଉନସିପରେ ପାଣି ପଶିଯାଇଥିଲା । ଫଳରେ ପୂର୍ବ ତାଇୱାନର ହୁଆଲିଏନ୍ କାଉଣ୍ଟିରେ ୧୪ ଜଣ