Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଚୀନ-ପାକିସ୍ତାନ ସମ୍ପର୍କରେ ଫାଟ ! ଲକ୍ଷ ଲକ୍ଷ ଡଲାରର ପ୍ରକଳ୍ପରୁ ଓହରିଲା ‘ଡ୍ରାଗନ୍’
ଚୀନ୍ ପାକିସ୍ତାନର ସବୁଠାରୁ ଭଲ ବନ୍ଧୁ । ଆଜିକାଲି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବା ପରି ମନେ ହେଉନାହିଁ । ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚୀନ୍ ବଦଳରେ ଏସୀୟ ବିକାଶ ବ୍ୟାଙ୍କ (ADB) ଠାରୁ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛି ।
!-->!-->!-->…
ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଡିନର ପାର୍ଟି, ସାମିଲ ହେଲେ ୫ ଭାରତୀୟ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଡିନର ପାର୍ଟିର ଆୟୋଜନ କରିଥିଲେ । ଯେଉଁ ପାର୍ଟିରେ ବଡ଼ ବଡ଼ ଟେକ୍ନୋଲୋଜି ଲିଡର୍ସମାନେ ସାମିଲ ହୋଇଥିଲେ । ବିଶେଷ କଥା ହେଉଛି ଯେ, ଆୟୋଜନ ହୋଇଥିବା ଏହି ପାର୍ଟିରେ ସୁନ୍ଦର ପିଚାଇ, ସତ୍ୟ ନାଡେଲା, ସଞ୍ଜୟ ମଲହୋତ୍ରା, ବିବେକ!-->…
ଭିସା ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା, ଚୀନକୁ ସମର୍ଥନ କଲେ ଆମେରିକାରେ ପ୍ରବେଶ ମନା
ୱାଶିଂଟନ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର ଘୋଷଣା କରିଛନ୍ତି ଯେ କିଛି ମଧ୍ୟ ଆମେରିକୀୟ ନାଗରିକଙ୍କ ଉପରେ ନୂତନ ଭିସା କଟକଣା ଲାଗୁ କରାଯାଉଛି । ସେମାନଙ୍କ ଉପରେ ଜାଣିଶୁଣି ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ପାଇଁ କାମ କରିବା ଏବଂ ଏହି ଅଞ୍ଚଳରେ ଆଇନର!-->…
ନାଇଜେରିଆ ନଦୀରେ ଡଙ୍ଗା ବୁଡ଼ି ୬୦ ମୃତ
ନାଇଜେରିଆ: ନାଇଜେରିଆରେ ଡଙ୍ଗାବୁଡ଼ି ୬୦ ମୃତ । ନାଇଜେରିଆର ନାଇଜର ନଦୀରେ ବଡ଼ ଦୁର୍ଘଟଣା ଘଟିଛି । ଡଙ୍ଗା ବୁଡ଼ିବାରୁ ପାଖାପାଖି ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ନିଖୋଜ ଅଛନ୍ତି । ଡଙ୍ଗାରେ ୧୦୦ରୁ ଅଧିକ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ!-->…
ଅପିଲ୍ସ କୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ଟାରିଫ ନେଇ ସୁପ୍ରିମକୋର୍ଟ ଗଲେ ଟ୍ରମ୍ପ
ଆମେରିକାରେ ଟାରିଫକୁ ନେଇ ଲାଗିରହିଛି ଅନିଶ୍ଚିତତାର ବାତାବରଣ । ଟାରିଫକୁ ନେଇ ଅପିଲ୍ସ କୋର୍ଟର ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତିକୁ ଅବୈଧ ଘୋଷଣା କରିଥିଲେ ଫେଡେରାଲ ସର୍କିଟ!-->…
୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ କ୍ଷେପଣାସ୍ତ୍ର, ତିଆରି କରିଛି ଚୀନ
ଚୀନ୍ : ରାଜଧାନୀ ବେଜିଂର ତିଆନାନମେନ୍ ସ୍କୋୟାରରେ ଆୟୋଜିତ ହୋଇଛି ବିଜୟ ଦିବସ ପରେଡ୍ । ଏହି ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ, ୟୁରୋପ ଏବଂ ଆମେରିକାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ବିଜୟ ଦିବସରେ ହୋଇଥିବା ପରେଡ୍ରେ ଚୀନ୍ ପ୍ରଥମ ଥର ପାଇଁ ନିଜର!-->…
ଭାରତ-ରୁଷର ବନ୍ଧୁତା ଦେଖି ଇର୍ଷାରେ ଜଳିଲେ ଶହବାଜ୍, ପୁଟିନଙ୍କୁ କହିଲେ, “ଆମେ ମଧ୍ୟ ଦୃଢ଼ ସମ୍ପର୍କ ଚାହୁଁଛୁ”
ନୂଆଦିଲ୍ଲୀ: ଚୀନରେ ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବେ ନରମିଛନ୍ତି । ରୁଷ ସହ ବି ନିଜର ସଂପର୍କକୁ ଭାରତ ଭଳି କରିବାକୁ ବନ ବଳାଇଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ସମୟରେ ସେ କହିଥିଲେ ଯେ ପାକିସ୍ତାନ ମଧ୍ୟ!-->…
କାରିବିଆନ ସାଗରରେ ଜାହାଜ ଉପରେ ଆମେରିକାର ଆକ୍ରମଣ, ୧୧ ମୃତ
ୱାଶିଂଟନ: ଦକ୍ଷିଣ କାରିବିଆନ ସାଗରରେ ଏକ ଜାହାଜ ଉପରେ ଆକ୍ରମଣ କରିଛି ଆମେରିକା । ଏହି ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି ଯେ ଆମେରିକା ଏକ ଡ୍ରଗ୍ସ ପରିବହନକାରୀ ଜାହାଜ ଉପରେ ଆକ୍ରମଣ କରିଥିଲା ଯାହା ଭେନେଜୁଏଲାରୁ!-->…
ପାକିସ୍ତାନର କ୍ବୋଟାରେ ବୋମା ବିସ୍ଫୋରଣ, ୨୫ ମୃତ, ୩୦ ଆହତ
କ୍ବେଟା : ପାକିସ୍ତାନର କ୍ବୋଟାରେ ବଲୁଚ ନ୍ୟାସନାଲ ପାର୍ଟିର ରାଲିରେ ବଡ଼ ବିସ୍ଫୋରଣ । ଏଥିରେ ୨୫ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ନିକଟସ୍ଥ ହସପିଟାଲରେ କରାଯାଉଛି । ଆହତଙ୍କ ମଧ୍ୟରେ ପୂର୍ବ ସାଂସଦ ଅହମଦ ନୱାଜ ଏବଂ ପାର୍ଟି ନେତା!-->…
ବିନ୍ନିଙ୍କ ସ୍ଥାନରେ ନୂଆ ସଭାପତି ଖୋଜୁଛି ବିସିସିଆଇ
ମୁମ୍ବଇ : ଜଲ୍ଦି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍) ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ବିସିସିଆଇର ଗୁମାସ୍ତାମାନେ ନୂତନ ସଭାପତି ଖୋଜିବା ଆରମ୍ଭ କରିଛନ୍ତି। ଗତ କିଛିଦିନ ହେଲା ଅନୌପଚାରିକ ବୈଠକ ବସୁଛି ଏବଂ!-->…