Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୩୧ ନୂଆ ସଂକ୍ରମିତ
ଭୁବନେଶ୍ୱର: ରାଜ୍ୟରେ ୪୦୦ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୩୧ ନୂଆ ଆକ୍ରାନ୍ତ । ଏହି ସମୟରେ ୬ହଜାର ୯୫୬ କୋଭିଡ୍ ଟେଷ୍ଟ ହୋଇଛି । ତେବେ କୋଭିଡରେ ଆଉ କେହି ପ୍ରାଣ ହରାଇ ନାହାନ୍ତି । ସୁସ୍ଥ ହୋଇଛନ୍ତି ୧୯୭ ଆକ୍ରାନ୍ତ । ରାଜ୍ୟରେ ମୋଟ ସଂକ୍ରମିତଙ୍କ!-->…
ଓଡ଼ିଶାରେ ୨୪ ଘଣ୍ଟାରେ ୩୦୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୮ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨୦୪ । ଏହି ସମୟରେ ମୋଟ୍ ୫ହଜାର ୯୩୧ କୋଭିଡ୍ ଟେଷ୍ଟ ହୋଇଛି ।
ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍ । ମୃତ ୭୦ ବର୍ଷୀୟ ବୃଦ୍ଧ!-->!-->!-->…
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୪ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଓଡ଼ିଶାରେ ବି ବଢୁଛି କରୋନା ସଂକ୍ରମଣ । କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତକାଲି ଅପେକ୍ଷା ସଂକ୍ରମଣ କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୨୦୪ ଆକ୍ରାନ୍ତ ।
ଗତକାଲି ଏହି ସଂଖ୍ୟା ଥିଲା ୨୫୮ । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୫ହଜାର ୮୨୪!-->!-->!-->…
ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୭୫୩ କରୋନା ସଂକ୍ରମଣ ଚିହ୍ନଟ
ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦,୭୫୩ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର!-->!-->!-->…
କ୍ୟାପିଟାଲ ହସପିଟାଲରେ ଖୋଲିଲା ‘ଅଂଶୁଘାତ ଓ୍ୱାର୍ଡ’
ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟାସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ପାର କରି ଯାଉଛି। ଯାହାଫଳରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ପ୍ରଚଣ୍ଡ ଗ୍ରୀଷ୍ଣପ୍ରବାହ!-->…
ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ, ଜଣେ ମୃତ…
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ପୁଣି ବଢୁଛି କରୋନା ସଂକ୍ରମଣ । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗତ ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ ହୋଇଛି ।
ସେପଟେ କରୋନାରେ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କଟକ scb ବଡ଼ ମେଡ଼ିକାଲରେ!-->!-->!-->…
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘କୃତ୍ରିମ ବୁଦ୍ଧିମତା’ର ପ୍ରୟୋଗ ନେଇ ଭୁବନେଶ୍ୱର ଏମ୍ସ ଏବଂ ଆଇଆଇଟି ମଧ୍ୟରେ ବୁଝାମଣାପତ୍ର…
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ!-->…
ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ନେଇ ନିଷ୍ପତ୍ତି ନେବେ ସରକାର: ପରିବାର କଲ୍ୟାଣ ନିର୍ଦେଶକ
ଭୁବନେଶ୍ବର: କୋଭିଡ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ ଚିଠି ଲେଖିଥିବା ଜଣାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଏଥିଲାଗି ୫୦ହଜାର ଟୀକା ପାଇଁ କେନ୍ଦ୍ରକୁ ଚିଠି!-->…
ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୪୧ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ପୁଣି ଫେରିଲା କରୋନା । ରାଜ୍ୟରେ ପୁଣି ଥରେ ବଢିବାର ଲାଗିଲାଣି କରୋନା ସଂକ୍ରମଣ । ଇତି ମଧ୍ୟରେ ଆଜି ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ!-->…
କରୋନା ମୁକାବିଲା ପାଇଁ ମକଡ୍ରିଲ୍…
ନୂଆଦିଲ୍ଲୀ :ପୁଣି ଥରେ ମୁଣ୍ଡ ଟେକିଲାଣି କରୋନା। ଡରାଇଲାଣି କରୋନାର ସବ୍ ଭାରିଆଣ୍ଟ XBB1.16 । ମହାମାରୀ ଏବେ ଉପରମୁହାଁ ଥିବା ବେଳେ ମାସେ ଭିତରେ ପିକ୍ ଆସିପାରେ ବୋଲି ଚେତାବନୀ ଦେଲେଣି ବିଶେଷଜ୍ଞ । ତେଣୁ ମୁକାବିଲା ପାଇଁ କେନ୍ଦ୍ର ଆଡଭାଇଜରି ଅନୁସାରେ ରାଜ୍ୟରେ ଆରମ୍ଭ ହେଲାଣି!-->…