Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୧୦୪ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଗତ କିଛି ଦିନ ହେବ ସାମାନ୍ୟ ବଢିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ନୂଆ ଆକ୍ରାନ୍ତ । ଏହି ସମୟରେ ମୋଟ୍ ୫ହଜାର ୫୨୬ କୋଭିଡ୍ ଟେଷ୍ଟ ହୋଇଛି । ଆଶ୍ୱସ୍ତିକର ଖବର ହେଉଛି,!-->…
ମ୍ୟାଲେରିଆ ଦୂରିକରଣ ନିମନ୍ତେ ଦୁର୍ଗମ ଅଂଚଳରେ ସାମୁହିକ ରକ୍ତ ପରିକ୍ଷା ସିବିର…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇରହିଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା ଜାରିରହିଛି । ଏହି ପରିପ୍ରେଖିରେ!-->!-->!-->…
ଏସସିବି ମେଡିକାଲରେ ସଫଳ ହେଲା କିଡନୀ ପ୍ରତିରୋପଣ…
କଟକ: ପୁଣି ଚିକିତ୍ସା ବିଜ୍ଞାନ ଜଗତରେ ଇତିହାସ ରଚିଲା ଏସସିବି ମେଡିକାଲ। ଏସସିବି ମେଡିକାଲରେ ମୃତ୍ୟୁ ବରଣ କରିଥିବା ଜଣେ ରୋଗୀଙ୍କ ୨ଟି କିଡ଼ନୀ ଆତ୍ମୀୟ ଦାନ କରିବା ପରେ ଏହି କିଡ଼ନୀ ଦୁଇ ଜଣ ରୋଗୀଙ୍କ ଶରୀର ରେ ପ୍ରତିରୋପଣ କରାଯାଇଛି। ଏହା ପୂର୍ବରୁ ଏସସିବି ୟୁରୋଲୋଜି ବିଭାଗରେ!-->…
ବଢୁଛି କୋଭିଡ କେସ୍: ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି
ଭୁବନେଶ୍ୱର : ବିଭିନ୍ନ ରାଜ୍ୟରେ କୋଭିଡ କେସ୍ ବଢୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି । କୋଭିଡ ସର୍ଭେଲାନ୍ସ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । କୋଭିଡ୍ ଟେଷ୍ଟିକୁ କଡ଼ାକଡ଼ି କରାଯିବ । ଦୈନିକ ଡାଟା େଓ୍ଵବସାଇଟରେ ଅପଲୋଡେ କରାଯିବ ।
!-->!-->!-->…
କାୟା ମେଲାଉଛି କରୋନା; ଦେଶରେ ଗତ ୨୪ ଘଣ୍ଟାରେ ୬ମୃତ, ୧୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ପୁଣି ଥରେ କାୟା ମେଲାଉଛି କରୋନା । ଦେଶରେ ଲଗାତାର ବଢୁଛି ଦୈନିକ ସଂକ୍ରମଣ । ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ଆଉ ୧୫ଶହ ୯୦ ପଜିଟିଭ୍ ବାହାରିଥିବା ବେଳେ କରୋନା ନେଇଛି ଆଉ ୬ ଜୀବନ । ଗତ ୧୪୬ ଦିନରେ!-->…
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ…
ଭୁବନେଶ୍ୱର: ଦେଶରେ ଚିନ୍ତା ବଢାଉଛି କୋଭିଡ ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୧୭ ଜଣ ନୂଆ କୋଭିଡି ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ କୋଭିଡ ପଜିଟିଭ୍ ସଂଖ୍ୟା ୭୩ ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣେ ଡାକ୍ତରଖାନାରେ ଚିକିତ୍ସିତ!-->…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଉଛନ୍ତି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଟିମ…
ମାଲକାନଗିରି, ୨୨।୩ ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ରେ ରାଜ୍ୟସରକାର ନୂତନ ପଦକ୍ଷେପ ନେଇଥିବା ବେଳେ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ସେବା ଯୋଗୁଁ ଅନେକ ଗୁରୁତ୍ତର ରୋଗୀ ସୁସ୍ଥ ହୋଇଥିବା!-->…
ରାଜ୍ୟରେ ଆତଙ୍କିତ ହେଲା ଭଳି କୋଭିଡ ସ୍ଥିତି ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…
ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରବିବାର ରାଜ୍ୟରେ ୧୦ଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୨ରୁ ତଳେ ରହିଛି। ରାଜ୍ୟରେ ମୋଟ ସକ୍ରିୟ ରୋଗୀ!-->…
ଭୀମସାରରେ ଭର୍ତ୍ତି ହେଲେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ
ସମ୍ବଲପୁର : ଭୀମସାରରେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ ଭର୍ତ୍ତି ହେଇଛନ୍ତି l ରୋଗୀ ଜଣକ ହେଉଛନ୍ତି ବଲାଙ୍ଗୀର ଜ଼ିଲ୍ଲାର ଜଣେ ବୟସ୍କ ବ୍ୟକ୍ତି l ପ୍ରଥମେ ବଲାଙ୍ଗୀର ମେଡ଼ିକାଲରେ ତାଙ୍କର ଟେଷ୍ଟ ରେ କୋଭିଡ ରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା l ତେବେ ତାଙ୍କୁ ଡାକ୍ତର ତୁରନ୍ତ!-->…
ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରାଇନିଅନ୍ତୁ: ଜନ ସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ବର: ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ରାଜ୍ୟରେ ଏଚ ୩ ଏନ ୨ ଭାଇରସ ଚିନ୍ତା ବଢ଼ାଇଥିବା ବେଳେ ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ!-->…