Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ଭୁବନେଶ୍ୱର ଏମ୍ସକୁ ସଫଳତା: ଯୋଡ଼ି ହେଲା କଟା ହାତ, ନୂଆ ଜୀବନ ପାଇଲେ ବର୍ଷା
ଭୁବନେଶ୍ୱର: ଧାନ କଟା ମେଶିନରେ ହାତ କଟିଥିଲା। ୧୦ ଘଣ୍ଟାର ଅପରେଶନ୍ ପରେ କଟା ହାତ ଯୋଡ଼ି ହେଲା। ଭୁବନେଶ୍ୱର ଏମ୍ସ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ଏହି ବିରଳ ସଫଳତା ମିଳିଛି।
ଘଟଣା ଥିଲା ଏମିତି । ଗତ ୯ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍!-->!-->!-->…
BF.7 ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଆସନ୍ତାକାଲି ବସୁଛି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ଓଡ଼ିଶାରେ କରୋନାର ମାରାତ୍ମକ ଚୀନ୍ ଭାରିଆଣ୍ଟ BF.7 ଚିହ୍ନଟ ପରେ ବଢ଼ିଲା ଚିନ୍ତା । ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ବସୁଛି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟା ୩୦ରେ ବୈଠକ ବସିବ ।!-->…
ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍ ଭାରିଆଣ୍ଟ ଚିହ୍ନଟ ପରେ ସବୁ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି
ଭୁବନେଶ୍ୱର: ଓଡ଼ିଶାରେ କରୋନାର ଚୀନ୍ ଭାରିଆଣ୍ଟ । ଚୀନ୍ରେ କରୋନାର ସୁନାମୀ ଆଣିଥିବା ଓମିକ୍ରନ୍ BF.7 ପ୍ରଜାତି ଓଡ଼ିଶାରେ ଚିହ୍ନଟ ପରେ ଛନକା ପଶିଛି । ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି । ଜିନମ ସିକ୍ୱେନ୍ସିଂ ପରେ ଜଣେ ମହିଳାଙ୍କଠାରେ ଚୀନ୍ ଭାରିଆଣ୍ଟ!-->…
ଚୀନ୍ରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା କୋଭିଡ୍ ଭାରିଆଣ୍ଟ ଓଡ଼ିଶାରେ ଚିହ୍ନଟ
ଭୁବନେଶ୍ୱର: ଚୀନ୍ରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା କୋଭିଡ୍ ଭାରିଆଣ୍ଟ ଓଡ଼ିଶାରେ । ଏବେ ଚିହ୍ନଟ ହୋଇଛି ଚୀନର ଆତଙ୍କୀ ଭାରିଏଣ୍ଟ । ଚୀନରେ ବର୍ତ୍ତମାନ ଆତଙ୍କ ଖେଳାଇଛି BF.7 କୋଭିଡ ଭାରିଆଣ୍ଟ । ଏହା ଓମିକ୍ରନର ଏକ ପ୍ରଜାତି । ଭାରତରେ BF.7 ଭାରିଆଣ୍ଟର ୩ଟି କେସ ଚିହ୍ନଟ!-->…
ମାଗଣା ଚକ୍ଷୁ ପରିକ୍ଷା ଓ ଚିକିତ୍ସା ଶିବିରର ଆୟୋଜିତ …
ଫୁଲବାଣୀ:- ଫୁଲବାଣୀ ଜବାହର ନବୋଦୟ ଆଲୁମିନି ଏସୋସିଏସନ ପକ୍ଷରୁ ଶନିବାର ସଂଗଠନର ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ମାଗଣା ଚକ୍ଷୁ ପରିକ୍ଷା ଓ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା l ଏହି ଅବସରରେ ସଭାପତି ସୁର ପ୍ରସାଦ ନାୟକଙ୍କ ସଭାପତିତ୍ୱରେ!-->!-->!-->…
ଏଡସ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ…
ଫୁଲବାଣୀ:- ବିଶ୍ବ ଏଡସ୍ ଦିବସ ପାଳନ ୨୦୨୨ ଅବ୍ୟବ୍ୟହିତ ପୂର୍ବରୁ ଏଡସ୍ ନିୟନ୍ତ୍ରଣ ନିମନ୍ତେ ସେଚ୍ଛାସେବୀ ଅନୁଷ୍ଠାନ ସ୍ଵାତି ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଭୂବନେଶ୍ବରଙ୍କ ମିଳିତ ଉଦ୍ୟମରେ ଛାତ୍ରଛାତ୍ରି ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମେନ୍ତେ ବିଭିନ୍ନ କାର୍ଯ୍ୟକ୍ରମ!-->!-->!-->…
ରକ୍ତ ହୀନତା ଦୂର କରିବା ନେଇ ଅମ୍ଲାନ ଅଭିଯାନର ଶୁଭାରମ୍ଭ…
ବ୍ରହ୍ମପୁର : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶାଙ୍କ ଦ୍ବାରା ରକ୍ତହୀନତା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଆନିମିଆ ମୁକ୍ତ କରିବା ଲକ୍ଷ୍ୟ ନେଇ ଅମ୍ଲାନ ଅଭିଯାନ ବୁଧବାର ଆରମ୍ଭ କରାଯାଇଛି । ଆଜି ଅନୁଷ୍ଠିତ ଓସ୍ବାନ ଭିସି ମାଧ୍ୟମରେ ଓଡିଶାର!-->…
ଔଷଧ ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ବର: ଓଡ଼ିଶା ଷ୍ଟେଟ୍ ମେଡିକାଲ କାଉନସିଲ ଲିମିଟେଡ (ଓଏସ୍ଏମ୍ସିଏଲ୍) ଦ୍ବାରା ନିର୍ମାଲ୍ୟ କାଉଣ୍ଟର ମାଧ୍ୟମରେ ବିତରଣ କରାଯାଉଥିବା ଔଷଧ ପ୍ରଭାବଶାଳୀ ହୋଇପାରିଛି। ବିଶେଷଜ୍ଞ କମିଟି ଓ ରୋଗୀମାନେ ଏହାର ପାର୍ଶ୍ବପ୍ରତିକ୍ରିୟା ବାବଦରେ ଅଭିଯୋଗ କରିନାହାନ୍ତି। ମୁଖ୍ୟ ଶାସନ!-->…
କୋଭିଡ କଟକଣା ଉଠାଇଲେ ରାଜ୍ୟ ସରକାର
ଭୁବନେଶ୍ବର: ରାଜ୍ୟରୁ କୋଭିଡ୍ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇଛି। ଏଥି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣା ଉଠାଇ ଦେଇଛନ୍ତି। କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍!-->…
5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ
ଭୁବନେଶ୍ୱର ୧୬।୧୧: 5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ। କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମି ବିକାଶର ସମୀକ୍ଷା କଲେ 5T ସଚିବ। ଟ୍ରୋମା କେୟାର ଓ ସର୍ଜରୀ ବ୍ଲକ ଜୁନିଅର ହଷ୍ଟେଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି I
ତେବେ ଏହି ଗସ୍ତ ଅବସରରେ ସ୍ବାସ୍ଥ୍ୟ!-->!-->!-->…