Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ଅମ୍ବଲିକଲ ହାରନିଆ ଅସ୍ତ୍ରପ୍ରଚାର ପାଇଁ ଵ୍ରହ୍ମପୁର ଏମ.କେ.ସି.ଜି ଡାକ୍ତର ଖାନାରେ ଭର୍ତ୍ତି ହୋଇ ହଟହଟା….!
ଡାକ୍ତର ନଆସିବାରୁ ଅସ୍ତ୍ରପ୍ରଚାର କକ୍ଷରେ ଦେଢ଼ ଘଣ୍ଟା ଅପେକ୍ଷା କରି ଫେରିଲେ ରୋଗୀ…..
ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ମୁଖ୍ୟ ଚିକିତ୍ସାଳୟ ହେଉଛି, ଵ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକଲ କଲେଜ।ସବୁ ବର୍ଗର ଲୋକେ ଏହି ଡାକ୍ତର ଖାନା ଉପରେ ନିର୍ଭର କରନ୍ତି। ଏଠାରେ ସବୁ ସୁବିଧା!-->!-->!-->!-->!-->…
ଆସିକା ଜନସ୍ୱାସ୍ଥ୍ୟ ବିଭାଗ ର ସ୍ୱାସ୍ଥ୍ୟ ଖରାପ……!
ସହର ସାରା ଗୋଳିଆ ପାନୀୟ ଜଳ ଯୋଗାଣ ଲୋକେ ହନ୍ତସନ୍ତ……ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ର ଉଭୟ ପାର୍ଶ୍ଵରେ ଋଷି କୂଲ୍ୟା ଓ ବଡ଼ନଦୀ ପ୍ରବାହିତ ହେଉଛି। କୁନ୍ତୁ ଦୁର୍ଭାଗ୍ୟ ର ବିଷୟ ଗତ ଛ ମାସରୁ ଉର୍ଦ୍ଧ ହେଲା ଆସିକା ରେ ପାନୀୟ ଜଳ ସମସ୍ୟା ଦୂର କରିବାରେ ଜନସ୍ୱାସ୍ଥ୍ୟ ବିଭାଗ!-->…
ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡରେ ବିଶ୍ୱ ମଧୁମେହ ଦିବସ ପାଳିତ…
ବ୍ରହ୍ମପୁର-14.11: ପ୍ରଜାପ୍ରତି ବ୍ରହ୍ମାକୁମାରୀସ୍ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିକୁଣ୍ଡରେ ଆଜି ପୂର୍ବାହ୍ନରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଅଛି। 2024-2026 ବର୍ଷ ପାଇଁ ମଧୁମେହ ଦିବସର ଥିମ ବା ପ୍ରସଙ୍ଗ ରଖାଯାଇଅଛି- 'ମଧୁମେହ ଓ ସୁସ୍ଥତା'। ମଧୁମେହ ଚିକିତ୍ସାରେ ସୁସ୍ଥ ଜୀବନ!-->…
ବିସିଜି(ଟିବି)ଟିକା ନେଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ…
ବାଲିଗୁଡା , : ଯକ୍ଷ୍ମା (ଟିବି) ବିରୋଧରେ ଲଢ଼େଇ କରିବାକୁ ଦିଆଯାଉଥିବା ବିସିଜି ଟିକା ନେଇ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ୫୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଟିକା ନେବାର ୨/୩ ଦିନ ଯନ୍ତ୍ରଣା ପରେ ଏବେ ଟିକା ନେଇଥିବା ସ୍ଥାନରେ ହୋଇଥିବା ଘା' ସଂକ୍ରମଣ!-->…
ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର, ଉପଶମ ଦେବ ଔଷଧୀୟ ଚା’
ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର। ଏଣିକି ରୋଗରୁ ଉପଶମ ଦେବ ଏକ ସ୍ୱତନ୍ତ୍ର ଚା'। ଯାହାକୁ ପିଇଲେ ଆପଣ ଚା’ର ମଜା ଉଠାଇବା ସହ ଏହାର ଔଷଧୀୟ ଗୁଣ ଆପଣଙ୍କ ଶରୀର ପାଇଁ ସାଜିବ ରାମବାଣ। କେବଳ ମଧୁମେହ ରୋଗ ପାଇଁ ନୁହେଁ ହୃଦରୋଗ ସମେତ କିଡନୀ, ହୃଦରୋଗ ଓ ଗଣ୍ଠିବାତ ସମସ୍ୟା ପାଇଁ ବି ଏହା ହେବ!-->…
ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ, ପରିସ୍ଥିତି ନିୟନ୍ତ୍ରଣାଧୀନ
ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପଛି। ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ଆଜି ଉକ୍ତ ପଞ୍ଚାୟତରେ ଡାକ୍ତରୀ ଟିମ୍ ପହଞ୍ଚି ଥିଲା।!-->!-->!-->…
ଡ଼ାଇରିଆ ନେଲାଣି ଉଗ୍ରରୂପ : ଚେପଟିଆମ୍ବାରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି
ଉମରକୋଟ / ଝରୀଗାଁ ( ୧୬/୦୯/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ଜଣେ ମହିଳା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ଜଣାପଡିଛି।ପୂର୍ବରୁ ଏହି ଗ୍ରାମର ଦୁଇ ଜଣ ମହିଳା ଓ ଜଣେ ଯୁବକ!-->!-->!-->…
ଅବ୍ୟବସ୍ଥା ଘେରରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ : ଡାକ୍ତର ଓ କର୍ମଚାରୀ ଅଭାବା ଚିକିତ୍ସା ପାଇଁ ହନ୍ତସନ୍ତ…
୮୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହେଉଛି ୩୦ ଶର୍ଯ୍ୟା
ଶିଶୁ, ଚକ୍ଷୁ ଓ ଭେଷଜ ବିଭାଗୀୟ ବିଶେଷଜ୍ଞ ନାହାନ୍ତି, ୫ଜଣ ଷ୍ଟାପନର୍ସରେ ଚାଲିଛି ରୋଗୀସେବା
ହିଞ୍ଜିଳିକାଟୁ, ୧୦ା୯(): ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ!-->!-->!-->!-->!-->!-->!-->…
ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଦାନ ଏବଂ ଗ୍ଲୁକୋମା ସଚେତନତା…
ନବରଙ୍ଗପୁର : ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଦାନ ଏବଂ ଗ୍ଲୁକୋମା ସଚେତନତା ପାଇଁ ସହର ରେ ଶୋଭାଯାତ୍ରା ଚକ୍ଷୁ ଦାନର ମହତ୍ତ୍ୱ ଏବଂ ଗ୍ଲୁକୋମା ର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସୀମାଦ୍ରୀ ସୂର୍ଯ୍ୟ ଚକ୍ଷୁ ହସ୍ପିଟାଲ, ନବରଙ୍ଗପୁର ପକ୍ଷରୁ ଆଜି ଏକ!-->…
ଆସିକା ରାଜ ରାସ୍ତାରେ ଡ୍ରେନେଜ ପାଣି :ଡେଙ୍ଗୁ ପାଇଁ ନିମନ୍ତ୍ରଣ କରୁଛି ପୌର ପରିଷଦ…
ବ୍ରହ୍ମପୁର: ୩-୯ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ୱଛତା ର ଡିମ ଡିଣ୍ଡିମ ପିଟୁଥିବା ବେଳେ ରାଜ ରାସ୍ତା ଉପରେ ଡ୍ରେନେଜ ପାଣି ଭାସୁଛି।ଆସିକା ସହରକୁ ସୁନ୍ଦର ସରସ କରିବାକୁ ବିଭିନ୍ନ ୱାର୍ଡ ରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଇଛି। ବିଭିନ୍ନ ରାସ୍ତା, ଡ୍ରେନେଜ, ପାର୍କ,!-->…