Browsing Category

ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ସାମାନ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଗତ ୨ ଦିନ ହେଲା ଦୈନିକ କରୋନା ସଂକ୍ରମିତ ସଂଖ୍ୟା ରାଜ୍ୟରେ ୧୧ ରହୁଥିବା ବେଳେ ଆଜିର ରିପୋର୍ଟରେ ସାରା ରାଜ୍ୟରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭ ସଂକ୍ରମିତ ୪ ଜିଲ୍ଲାରୁ ଚିହ୍ନଟ ହୋଇଥିବା

କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ । କିନ୍ତୁ ସବୁ ସ୍ଥାନରେ ପୂର୍ବ ପରି ବ୍ୟାପିବ ନାହିଁ । କିଛି କିଛି ସ୍ଥାନରେ କରୋନା ରହିବ । ଏହା ସହ ପୂର୍ବରୁ ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ । ଏବେ ଚତୁର୍ଥ ଲହର ଯଥେଷ୍ଟ କମ୍ ବୋଲି କହିଛନ୍ତି । ଯଦି ଏହା ଆସେ ବିଶେଷ

ରାଜ୍ୟରେ ଆଉ ୧୨ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ଗ୍ରାଫରେ କ୍ରମଶଃ ହ୍ରାସ ଘଟିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ କୋରୋନା ପଜିଟିଭ । ଏହି ସଂକ୍ରମିତଙ୍କ ମଧ୍ୟରୁ ୩ ଶିଶୁ ରହିଥିବାବେଳେ ୭ କ୍ବାରେଣ୍ଟାଇନ ସେଣ୍ଟର ଓ ୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ

ଆମେ ପାଣ୍ଡେମିକ୍‌ରୁ ଏଣ୍ଡେମିକ୍ ଆଡ଼କୁ ଯାଉଛେ, ନିୟମ ମାନିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ଵର: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ଏବେ ଆମେ ପାଣ୍ଡେମିକ୍‌ରୁ ଏଣ୍ଡେମେମିକ୍ ଆଡ଼କୁ ଯାଉଛେ । ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ୍ ଆସିବ । ଏଥିପାଇଁ ଆତଙ୍କିତ ହେବାର ନାହିଁ । ଏହି ଭାଇରସ୍ କୁଆଡ଼େ

୩ରୁ ୪ସପ୍ତାହ ପରେ ବଢିବ କରୋନା, ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଆଉ ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ । ତେବେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ରାଜ୍ୟ ସରକାର କୋଭିଡ ପାଇଁ ସବୁ ପ୍ରକାର ପ୍ରୋସେସ୍‌କୁ ଆପଣାଇଛନ୍ତି । ସ୍ୱାସ୍ଥ୍ୟ

ଯେଉଁମାନେ ଟିକା ନେଇ ନାହାନ୍ତି ଶୀଘ୍ର ନେଇ ଯାଆନ୍ତୁ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଦେଶରେ ଦୈନିକ ୨ ହଜାରରୁ ଅଧିକ ଟ୍ରେଣ୍ଡ ଚାଲିଛି । କେବଳ କେରଳ, ଦିଲ୍ଲୀ, ହରିଆଣା, ପଞ୍ଜାବରେ ଅଧିକ ସଂକ୍ରମଣ ଦେଖା ଦେଉଛି । ଯାହାର ଗୁରୁତର ବା ସିଭିୟରିଟି ଏବେ ଯାଏଁ ଦେଖା ଦେଇନାହିଁ ।

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ: ନିୟମିତ ସମୀକ୍ଷା ଚାଲିଛି ଭୟଭୀତ ହେବାର ନାହିଁ-ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଲାଣି । ତେବେ ଏହି ସଂକ୍ରମଣ ବୃଦ୍ଦଇ ହେବାରୁ ୪ର୍ଥ ଲହର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି । ୪ର୍ଥ ଲହର ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରତିକ୍ରିୟା ରଖିଛନ୍ତି । କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ

ଡ୍ରିଲ୍ କ୍ଲାସ ପରେ ୩ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି

ନୀଳଗିରି : ଆଦର୍ଶ ବିଦ୍ୟାଳୟରେ ୩ ଛାତ୍ରୀ ଅସୁସ୍ଥ। ଶନିବାରିଆ ସକାଳୁଆ ଡ୍ରିଲ୍ କ୍ଳାସ ଥିବାରୁ ଛାତ୍ରୀ ମାନେ ବ୍ୟାୟାମ କରୁଥିଲେ। ସକାଳୁ ଗରମ ପ୍ରକୋପ ଅଧିକ ଡ୍ରିଲ କ୍ଲାସ ସରିବା ପରେ ୩ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ନୀଳଗିର ହସ୍ପିଟାଲରେ ଭର୍ତ୍ତି

କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ରାଜ୍ୟ ଜନ ସ୍ୱାସ୍ଥ୍ୟ ନିଦାନ ଓ କ୍ୟାନସର କେୟାର ସେଣ୍ଟର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ମିଳିବ ଅତ୍ୟାଧୁନିକ ରୋଗୀ ସେବା । କର୍କଟ ରୋଗୀଙ୍କୁ ଅନ୍ୟତ୍ର କିମ୍ବା ଘରୋଇ ହସ୍ପିଟାଲ ଉପରେ ନିର୍ଭର କରି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । କ୍ୟାପିଟାଲ ହସ୍ପିଟାଲରେ ଦୁଇଟି ସ୍ୱତନ୍ତ୍ର ବିଭାଗ ଖୋଲିବା ପାଇଁ ମିଳିଲା ପ୍ରଶାସନିକ ଅନୁମୋଦନ ।

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି 

ଖଜୁରୀପଡ଼ା: କନ୍ଧମାଳ ଜିଲାର ଗୌରବ ତଥା ତାଡ଼ି ସରୁବାଇ ଭାବେ ପରିଚିତ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଜ୍ୱର, ଝାଡ଼ା ସହ ଆଣ୍ଠୁଗଣ୍ଠି ବ୍ୟଥା ହେବାରୁ ଚାରିପଡାସ୍ଥିତ ବାସଭବନରେ ରହି ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଖଜୁରୀପଡ଼ା ଗୋଷ୍ଠୀ