Browsing Category

ସ୍ୱାସ୍ଥ୍ୟ

ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡ଼ାବାନ୍ତି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…

ଭୁବନେଶ୍ବର: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା। ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡ଼ାବାନ୍ତି । ଏନେଇ ସୂଚନା ଦେଇଛନ୍ତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ପ୍ରାୟ ୧୪ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।…

୪ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ କଫ୍‌ ସିରପ୍‌ ମନା

୪ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଏଣିକି କଫ ସିରପ୍‌ ଦେବା ମନା। ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ କଫ ସିରପ ଦେବା ଉପରେ ବ୍ୟାନ୍‌ ଲଗାଇଛନ୍ତି। ସାରା ବିଶ୍ୱରେ କଫ୍‌ ସିରପ ଯୋଗୁ ୧୪୧ ଛୋଟ ପିଲାଙ୍କ ମୃତ୍ୟୁ ହେବା ପରେ ଭାରତ ସରକାର ଏଭଳି…

ବୟସ୍କ ମାନଙ୍କୁ ମାସ୍କ ବ୍ୟବହାର ପାଇଁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ…

ଭୁବନେଶ୍ୱର: ପୁଣି ଦେଶରେ ବଢିଲା କରୋନା କେସ୍‌ । ଗତ ୧୫ ଦିନ ଭିତରେ କୋଭିଡ ସଂଖ୍ୟା ସାରା ଦେଶରେ ଉପରମୁହାଁ ହୋଇଛି । ୫ ଟି ରାଜ୍ୟରୁ ୯୮% ରୋଗୀ ଅଧିକ ରହିଛି । ୮୮ ପ୍ରତିଶତ କେବଳ କେରଳରୁ । ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପିଛି କିନ୍ତୁ ସାଙ୍ଘାତିକ ହେଉନାହିଁ…

ବ୍ୟାପୁଛି ହଇଜା, ରାଉରକେଲାରେ ପହଞ୍ଚିଲେ ଏସ୍‌ସିବିର ଡାକ୍ତରୀ ଟିମ୍…

ରାଉରକେଲା : ଷ୍ଟିଲସିଟିରେ ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ। ଗତକାଲି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯାଇ ସମୀକ୍ଷା କରିଥିବା ବେଳେ କଟକ ଏସ୍‌ସିବିର ୪ ଜଣ ଡାକ୍ତର ପହଞ୍ଚିଛନ୍ତି । ଆଜି ଆଉ ଜଣେ ଡ଼ାକ୍ତର ଏସ୍‌ସିବିରୁ ଆସି ରାଉରକେଲାରେ…

ଝାଡାବାନ୍ତି ପରିସ୍ଥିତି ନିୟନ୍ତ୍ରାଣାଧୀନ- ୨୪ ଘଣ୍ଟା ଖୋଲା ରହିବ ପିଏଚସି : ଶାଳିନୀ ପଣ୍ଡିତ…

ସୁନ୍ଦରଗଡ/ରାଉରକେଲା,: ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବ୍ୟାପିଥିବା ଝାଡାବାନ୍ତି ଘଟଣା ଅନୁଧ୍ଯାନ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ବୁଧବାର ରାଉରକେଲା ଗସ୍ତରେ ଆସି ଏହାର ଅନୁଧ୍ଯାନ କରିଛନ୍ତି। ଏହି ଦଳରେ ସ୍ବାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ, ଗୃହ ଓ

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଣିଲା ଦୁଇ ନୂଆ ଗର୍ଭ ନିରୋଧକ…

ରାଜ୍ୟ ପରିବାର ନିୟୋଜନ ବା ଫାମିଲି ପ୍ଲାନିଂ ବାସ୍କେଟ ଅଫ ଚଏସରେ ଯୋଡ଼ିହେଲା ଦୁଇ ନୂଆ ଗର୍ଭ ନିରୋଧକ- ସବ ଡର୍ମାଲ ଇମ୍ପ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକସନ। ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ…

‘ଚିନୁକ୍‌’ରେ ଏମ୍ସ ଗଲେ ଉଦ୍ଧାର ୪୧ ଶ୍ରମିକ

ଋଷିକେଶ ଗଲେ ଉତ୍ତରକାଶୀର ଟନେଲ ରୁ ଉଦ୍ଧାର ହୋଇଥିବା ୪୧ ଶ୍ରମିକ। ବାୟୁସେନାର ସ୍ୱତନ୍ତ୍ର ବିମାନ ‘ଚିନୁକ୍‌’ରେ ଏମାନଙ୍କୁ ଏୟାରଲିଫ୍ଟ କରାଯାଇ ଋଷିକେଶର ଏମ୍ସରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ସମସ୍ତ ଶ୍ରମିକଙ୍କୁ ଏକ ଅସ୍ଥାୟୀ ହସ୍ପିଟାଲରେ ରଖାଯାଇଥିଲା।…

ବଢ଼ୁଛି ଶ୍ୱାସକ୍ରିୟା ସଂକ୍ରମଣ, ୭ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର…

ବଢ଼ୁଛି ଶ୍ୱାସକ୍ରିୟା ସଂକ୍ରମଣ। ପିଲା ଓ ଅଧକାଂଶ ଯୁବପିଢ଼ିକୁ ଶିକାର କରୁଛି ଏହି ରହସ୍ୟମୟୀ ଜ୍ୱର ଓ ନିମୋନିଆ। ଚୀନ୍‌ରେ ହୁ ହୁ ବଢ଼ି ଚାଲିଛି ଶ୍ୱାସକ୍ରିୟାରେ ସଂକ୍ରମଣ ହୋଇଥିବା ରୋଗୀଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଆଲର୍ଟ ମୁଡ୍‌କୁ ଆସିଛନ୍ତି କେନ୍ଦ୍ର ସରକାର।…

ଡାକ୍ତରଖାନାକୁ ପ୍ରସ୍ତୁତ ରଖ; ଚୀନ୍‌ରେ ବ୍ୟାପୁଥିବା ଶ୍ୱାସକ୍ରିୟାଜନିତ ରୋଗ ପାଇଁ ସତର୍କ କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ଉତ୍ତର ଚୀନ୍‌ରେ ଏଚ୍୯ଏନ୍୨ ମାମଲା ବୃଦ୍ଧି ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ବ୍ୟାପିବା ଆରମ୍ଭ ହୋଇଛି। ଏନେଇ ସତର୍କ ହୋଇଛନ୍ତି ଭାରତ ସରକାର। ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଜୟ ଶୁକ୍ଳା ଲୋକମାନଙ୍କୁ ସତର୍କ…

ମୁମ୍ବାଇକୁ ଘାରିଲା ଜିକା ଭାଇରସ୍‌ ଚିନ୍ତା, ୧୦ ଆକ୍ରାନ୍ତ ଚିହ୍ନଟ…

କରୋନା ସଂକ୍ରମଣ ପରେ ଏବେ ଆଉ ଏକ ସଂକ୍ରମଣ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି। ତାହା ହେଉଛି ଜିକା ଭାଇରସ୍‌। କିଛି ଦିନ ହେଲା ଥମି ଯାଇଥିବା ଜିକା ଭାଇରସ ଉପଦ୍ରବ ପୁଣି ଥରେ ଆରମ୍ଭ ହୋଇଛି। ଏଥର କେବଳ ମହାରାଷ୍ଟ୍ରରେ ୧୦ ନୂଆ ଜିକା ଭାଇରସ ମାମଲା ସାମନାକୁ ଆସିଛି। ଏହାପରେ…