Browsing Category

ଦେଶ

ଓସ୍କାର ଜିତିବା ପରେ ଅମିତ ଶାହାଙ୍କୁ ଭେଟିଲେ ଅଭିନେତା…

ମୁମ୍ବାଇ: ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରର ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଏହି ସମୟରେ ରାମ ଚରଣ ଏବଂ ତାଙ୍କ ବାପା ଚିରଞ୍ଜୀବୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଯାହାର ଏକ ଭିଡିଓ…

ମୋଦୀଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହି ଅବସରରେ ଜଗନ ମୋହନ ଆନ୍ଧ୍ରପ୍ରଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡ଼ିଥିଲେ । ଆନ୍ଧ୍ରପ୍ରଦେଶକୁ ବିଶେଷ ରାଜ୍ୟ ମାନ୍ୟତା…

ଚିନ୍ତା ବଢାଇଲା H3N2, ଦିଲ୍ଲୀରେ ଜାରି ହେଲା ସ୍ବତନ୍ତ୍ର ଆଡଭାଇଜରୀ

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା H3N2 ଭାଇରସ୍ । ହାଇଆଲର୍ଟରେ ମହାରାଷ୍ଟ୍ର। ଦିଲ୍ଲୀରେ ଜାରି ହେଲା ସ୍ବତନ୍ତ୍ର ଆଡଭାଇଜରୀ । କୋଭିଡ-୧୯ ପରି ଅବସ୍ଥା ସୃଷ୍ଟି ନହେବା ଲାଗି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀ ସରକାର । ସେପଟେ ମହାରାଷ୍ଟ୍ର ପୁଣେରେ…

ଲୋକେ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ: ଅମିତ ଶାହ

ନୂଆଦିଲ୍ଲୀ: ଏ ଘଟଣା ତଦନ୍ତ କରିବା ଲାଗି ସୁପ୍ରିମ୍‌ କ‌ୋର୍ଟ କମିଟି ଗଠନ କରି ସାରିଛନ୍ତି ଏବଂ ଲୋକେ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ ବୋଲି ଶୁକ୍ରବାର ଦିନ ଆଦାନି ବିବାଦ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ୨୦୨୩’ରେ କହିଛନ୍ତି। …

ଅମୃତା ଫଡ଼ନବୀସଙ୍କଠାରୁ ୧୦ କୋଟି ଟଙ୍କା ବଟି ଆଦାୟ କରିବାକୁ ଚେଷ୍ଟା କରିଥିଲେ ଡିଜାଇନର୍‌ ଅଂଶିକା ଜୟସିଂଘାନୀ

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ପତ୍ନୀ ଅମୃତା ଫଡ଼ନବୀସଙ୍କୁ ୧ କୋଟି ଟଙ୍କା ଲାଞ୍ଚ ଦେବାରେ ବିଫଳ ହେବାରୁ ଡିଜାଇନର୍‌ ଅଂଶିକା ଜୟସିଂଘାନୀ ତାଙ୍କଠାରୁ ୧୦ କୋଟି ଟଙ୍କା ବଟି ଆଦାୟ କରିବାକୁ ଉଦ୍ୟମ କରିଥିଲେ ବୋଲି ଶୁକ୍ରବାର ଦିନ ପୁଲିସ କହିଛି। …

ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ହକ୍‌ଦାର ଖବର ଏକ ଗୁଜବ; ଅସ୍‌ଲେ ତୋଜେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା। ନରୱେ ନୋବେଲ୍ କମିଟିର ଡେପୁଟି ଚେୟାରମ୍ୟାନ୍ ଆସ୍‌ଲେ ତୋଜେ ମୋଦୀଙ୍କୁ ନୋବେଲ ଶାନ୍ତିପୁରସ୍କାରର ପ୍ରବଳ ଦାବିଦାର ବୋଲି କହିଥିବା ଗଣମାଧ୍ୟମରେ ଖବର…

୩୩ ମିନିଟ୍‌ରେ ଆମେରିକାରେ ପଡ଼ିପାରିବ ଉତ୍ତର କୋରିଆରୁ ନିକ୍ଷେପ କରାଯାଉଥିବା ଆଣବିକ କ୍ଷେପଣାସ୍ତ୍ର: ଚୀନା ଅଧ୍ୟୟନ

ନୂଆଦିଲ୍ଲୀ: ଉତ୍ତର କୋରିଆରୁ ଆମେରିକାର ଦୂରତ୍ବ ସମୁଦାୟ ପୃଥିବୀର ଅଧା ହେଲେ ବି ଉତ୍ତର କୋରିଆ ନିକ୍ଷେପ କରୁଥିବା ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲି‌ଷ୍ଟିକ୍‌ ମିସାଇଲ୍‌’ ପ୍ରାୟ ୩୩ ମିନିଟ୍‌ରେ ଆମେରିକାର ‘ମେନ୍‌ଲାଣ୍ଡ୍‌’ରେ ପହଞ୍ଚି ପାରିବ ବୋଲି ଚୀନ୍‌ର ଏକ ଅଧ୍ୟୟନରୁ…

କେରଳରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଲଟେରୀ ଜିତିବା ପରେ ପୁଲିସ ସୁରକ୍ଷା ଲୋଡ଼ିଲେ ବଙ୍ଗାଳୀ ଶ୍ରମିକ

ତିରୁବନନ୍ତପୁରମ: ପଶ୍ଚିମବଙ୍ଗର ଜଣେ ଶ୍ରମିକ କେରଳରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଲଟେରୀ ଜିତିଛନ୍ତି। ଲଟେରୀ ଜିତିବା ବିଷୟରେ ଜାଣିବା ପରେ ଶ୍ରମିକ ଜଣକ ସିଧା ପୁଲିସ ଷ୍ଟେସନକୁ ଯାଇ ତାଙ୍କର ସୁରକ୍ଷା ଦାବି କରିଛନ୍ତି | ସେ କହିଛନ୍ତି ଯେ ତାଙ୍କର ଲଟେରୀ କେହି ଛଡ଼ାଇ ନେଇଯାଇପାରନ୍ତି ବୋଲି…

‘ବିଜୟର ପ୍ରତୀକ’ ଭାବେ ‘ନିୟୁ ଟାୱାର୍‌ ଅଫ୍‌ ଲଣ୍ଡନ୍‌’ରେ ପ୍ରଦର୍ଶନ ହେବ ‘କୋହିନୂର’ ହୀରା

ଲଣ୍ଡନ୍‌: ସର୍ବସାଧାରଣଙ୍କ ନିମନ୍ତେ ମେ’ ମାସରେ ଉନ୍ମୁକ୍ତ ହେବାକୁ ଥିବା ‘ଟାୱାର୍‌ ଅଫ୍‌ ଲଣ୍ଡନ୍‌’ରେ ବ୍ରିଟେନ୍‌ ରାଜାଙ୍କ ରତ୍ନର ନୂତନ ପ୍ରଦର୍ଶନରେ ‘ବିଜୟର ପ୍ରତୀକ’ ଭାବେ ‘କୋହିନୂର୍‌’ ହୀରା ପ୍ରଦର୍ଶନ କରାଯିବ।ବ୍ରିଟେନ୍‌ ରାଜପ୍ରାସାଦଗୁଡ଼ିକର ପରିଚାଳନା କରୁଥିବା ଦାତବ୍ୟ ସଂସ୍ଥାନ…

ଦିଲ୍ଲୀ ବିଧାନସଭାରେ ହଟ୍ଟଗୋଳ; ଗୃହରୁ ବାହାରି ଯିବାକୁ ୩ ‘ବିଜେପି’ ବିଧାୟକଙ୍କୁ ଆଦେଶ ଦେଲେ ବାଚସ୍ପତି

ନୂଆଦିଲ୍ଲୀ: ଉପରାଜ୍ୟପାଳ ଭି. କେ. ସାକ୍‌ସେନା ଉଦ୍‌ବୋଧନ ଦେବା ବେଳେ ‘ବିଜେପି’ ଓ ‘ଆପ୍‌’ ବିଧାୟକମାନ‌େ ପରସ୍ପର ବିରୋଧରେ ସ୍ଲୋଗାନ୍‌ ଦେବାରୁ ଦିଲ୍ଲୀ ବିଧାନସଭାରେ ବଡ଼ ଗୋଳମାଳିଆ ପରିସ୍ଥିତିରେ ଆଜି ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି।ଦିଲ୍ଲୀ ‘ବିଜେପି’ ସଭାପତି ଆଦେଶ କୁମାର ଗୁପ୍ତା…