Browsing Category

ଦେଶ

ପାପର ପ୍ରତିଫଳ ଭୋଗିବେ ଆଜମ୍‌ ଖାଁ: ଜୟାପ୍ରଦା

ମିରଟ୍‌: କୃତକର୍ମ ପାଇଁ ଆଜମ୍‌ ଖାଁ ଶାସ୍ତି ପାଇଛନ୍ତି ଏବଂ ପାପର ଫଳ ଭୋଗିବେ ବୋଲି ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଜୟାପ୍ରଦା କହିଛନ୍ତି।ରବିବାର ଦିନ ମିରଟ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାମପୁରର ପୂର୍ବତନ ସାଂସଦ ତଥା ‘ବିଜେପି’ ନେତ୍ରୀ ଜୟାପ୍ରଦା…

ମିଷ୍ଟର ଇଣ୍ଡିଆ ପରି ରାଜନୀତିରୁ ଉଭେଇ ଯାଇଛ : ଉଦ୍ଧବଙ୍କ ‘ମୋଗେମ୍ବୋ’ ବୟାନର ଜବାବ ଦେଲା ବିଜେପି

ମୁମ୍ବାଇ : କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହାଙ୍କୁ ଉଦ୍ଧବ ଠାକରେ ମୋଗାମ୍ବୋ କହିବା ପରେ ତାହାର ଜବାବ ଦେଇଛି ବିଜେପି । ମୁମ୍ବାଇରୁ ବିଜେପିର ବିଧାୟକ ଥିବା ଅତୁଲ ଭଟଖାଲକର କହିଛନ୍ତି ଯେ ଏପରି ନିର୍ବୋଧ ପରି ବୟାନ ଦେବାପରେ ଉଦ୍ଧବ ଗୋଟିଏ କଥା ବୁଝିପାରିନାହାନ୍ତି ।…

ବ୍ୟକ୍ତିଗତ ଫଟୋ ସେୟାର କରିବାକୁ ନେଇ ଝଗଡ଼ା ଲାଗି‌ଲେ ଆଇଏଏସ ଓ ଆଇପିଏସ ଅଧିକାରୀ

ବେଙ୍ଗାଲୁରୁ: ଦୁଇଜଣ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କର୍ଣ୍ଣାଟକ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏମିତି କି ରାଜ୍ୟ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି।ଗଦ ରବିବାର ଦିନ ଭାରତୀୟ ପୁଲିସ ସେବା…

ୟୁକ୍ରେନକୁ ଏୟାର ସର୍ଭେଲାନ୍ସ ରାଡାର, ଅସ୍ତ୍ରଶସ୍ତ୍ର ଯୋଗାଇବୁ : ବାଇଡେନ…

କିବ୍ : ଅଚାନକ ୟୁକ୍ରେନ ଗସ୍ତରେ ପହଞ୍ଚିବା ପରେ ଆମେରିକା ରାଷ୍ଚ୍ରପତି ଜୋ ବାଇଡେନ ଏକ ବୟାନ ଜାରି କରି କହିଛନ୍ତି ଯେ ଆମେରିକା ଆରମ୍ଭରୁ ୟୁକ୍ରେନ ସହ ରହିଛି । ଆମେ ଏହି ଯୁଦ୍ଧ ସମୟରେ ସମଗ୍ର ବିଶ୍ୱରୁ ୟୁକ୍ରେନ ପାଇଁ ସମର୍ଥନ ସଂଗ୍ରହ କରିଛୁ । ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ ଏହି…

ଫେବ୍ରୁଆରି ୨୬ରେ ହାଜର ପାଇଁ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଛି । ପଚରା ଉଚୁରା ପାଇଁ ଫେବ୍ରୁଆରି ୨୬ରେ ହାଜର ହେବାକୁ କୁହାଯାଇଛି ।ତଦନ୍ତକାରୀ ସଂସ୍ଥା ମନୀଷ ସିସୋଦିଆଙ୍କୁ…

ସୁପ୍ରିମକୋର୍ଟରେ ଶିବସେନା ମାମଲା: ନିର୍ବାଚନ କମିଶନଙ୍କୁ ଉଦ୍ଧବ ଗୋଷ୍ଠୀର ଚ୍ୟାଲେଞ୍ଜ

ଶିବସେନା ନାଁ ଓ ନିର୍ବାଚନୀ ଚିହ୍ନକୁ ନେଇ ସରୁନି ଛକାପଞ୍ଝା। ଏକନାଥ ଗୋଷ୍ଠୀ ସପକ୍ଷରେ ନିର୍ବାଚନ କମିଶନ ରାୟ ଦେବା ପରେ ବି ଜାରି ରହିଛି ତୁତୁ ମେମେ। ଗତକାଲି ନିର୍ବାଚନ କମିଶନ ଶିବସେନା ଓ ଦଳର ନିର୍ବାଚନୀ ଚିହ୍ନ ଧନୁ-ତୀରକୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଦେଇଥିଲେ। ଏହାପରେ ସିନ୍ଦେ…

ସେନାର ନାମ ଓ ସଙ୍କେତ କିଣିବାକୁ ୨୦୦୦ ‌କୋଟି ଟଙ୍କାର ଚୁକ୍ତି ହୋଇଛି: ଟିମ୍‌ ଠାକ୍‌ରେର ଅଭିଯୋଗ

ମୁମ୍ବାଇ: ‘ଶିବସେନା’ ପାର୍ଟିର ନାମ ଓ ତା’ର ସଙ୍କେତ ‘ଧନୁଶର’ କିଣିବା ଲାଗି ୨୦୦୦ କୋଟି ଟଙ୍କାର ଚୁକ୍ତି ବା ରାଜିନାମା ହୋଇଥିବା କଥା ଆଜି ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ସାମ୍ବାଦିକମାନଙ୍କୁ କହିଛନ୍ତି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ରାଉତ ଦାବି କରିଛନ୍ତି,…

ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌-ୱେରେ ହଠାତ୍‌ ମାଡ଼ି ଆସିଲା କୁହୁଡ଼ି, ପଛକୁ ପଛ ଧକ୍କା ହୋଇଗଲେ ୩୦ରୁ ଅଧିକ ଗାଡ଼ି!

ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌-େଓ୍ଵରେ ରବିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଅଧିକ ଗାଡ଼ି ପରସ୍ପର ସହ ଧକ୍କା ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରୁ ହାଲୁକା କୁହୁଡ଼ି ପଡ଼ିବା ଆରମ୍ଭ ହୋଇଥିଲା…

ତାମିଲନାଡୁରୁ ଲଞ୍ଚ ହେବ ପିଲା ପ୍ରସ୍ତୁତ କରିଥିବା ସାଟେଲାଇଟ୍‌

ଏପିଜେ ଅବ୍ଦୁଲ କଲାମ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଏବଂ ସ୍ପେସ୍‌ ଜୋନ ଇଣ୍ଡିଆ ସହାୟତାରେ ମାର୍ଟିନ ଫାଉଣ୍ଡେସନ ଏପିଜେ ଅବ୍ଦୁଲ କଲାମ ସାଟେଲାଇଟ୍‌ ଲଞ୍ଚ ହେବାକୁ ପ୍ରସ୍ତୁତ ରହିଛି। ଆଜି ତାମିଲନାଡୁରୁ ଭାରତର ପ୍ରଥମ ହାଇବ୍ରିଡ୍‌ ରକେଟକୁ ଲଞ୍ଚ କରାଯିବ । ୨୦ ଜଣ ଛାତ୍ରଛାତ୍ରୀ ଏହି ମିଶନରେ…

ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଭାଇ ତଥା ଅଭିନେତା-ରାଜନେତା ନନ୍ଦମୁରାଇ ତାରକ ରତ୍ନଙ୍କ ଦେହାନ୍ତ

ହାଇଦ୍ରାବାଦ: ଶନିବାର ରାତିରେ ବେଙ୍ଗାଲୁରୁସ୍ଥିତ ‘ନାରାୟଣ ହୃଦୟାଳୟ ହସ୍ପିଟାଲ୍‌’ରେ ଅଭିନେତ‌ା ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ନେତା ନନ୍ଦମୁରାଇ ତାରକ ରତ୍ନଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେ‌ଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା। ଜାନୁଆରି ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୂର…