Browsing Category

ଦେଶ

ପୁତୁରା ବାହାଘରରେ ଲକ୍ଷ ଲକ୍ଷ ଟଙ୍କାର ୫୦୦ଟଙ୍କିଆ ନୋଟ୍‌ ବୃଷ୍ଟି କଲେ ପୂର୍ବତନ ଗୁଜରାଟୀ ସରପଞ୍ଚ

ମହେସାଣା: ଗୁଜରାଟର ମହେସାଣା ଜିଲ୍ଲାରେ ଆୟୋଜିତ ଗୋଟାଏ ବିବାହ ଅନୁଷ୍ଠାନରେ ଜଣେ ପୂର୍ବତନ ଗାଆଁ ସରପଞ୍ଚ ତାଙ୍କ ଘର ଛାତ ଉପରୁ ଟଙ୍କା ବୃଷ୍ଟି କରୁଥିବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଗୁଜରାଟର କେକ୍‌ରି ତହସିଲ୍‌ ଅନ୍ତର୍ଗତ…

ଗୋ ଚାଲାଣ ସନ୍ଦେହରେ ଗାଡ଼ି ସହ ଦୁଇ ଯୁବକଙ୍କୁ ଜାଳି ଦେଲେ…

ପ୍ରଥମେ ଅପହରଣ। ତା’ପରେ ଅକଥନୀୟ ମାଡ଼। ହତ୍ୟା ପରେ ଦୁଇ ଯୁବକଙ୍କୁ ଗାଡି ସମେତ ଜାଳି ଦେଲେ। ଗୋ ଚାଲାଣ ସନ୍ଦେହରେ ଦୁଇ ମୁସଲିସ ଯୁବକଙ୍କୁ ଅପହରଣ ପରେ ଏଭଳି କିଛି ଢ଼ଙ୍ଗରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ରାଜସ୍ଥାନର ଭରତପୁର ଅଞ୍ଚଳରେ ଘଟିଛି ଏହି ଘଟଣା, ଯାହା ସମସ୍ତଙ୍କୁ ଚକିତ କରି…

ବଜେଟ୍‌ରେ ବ୍ୟସ୍ତ ଅଛି, ସିବିଆଇକୁ ସମୟ ମାଗିଲେ ସିସୋଦିଆ…

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେରା ପାଇଁ ହାଜର ହେବାକୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ‘ସିବିଆଇ’କୁ ସମୟ ମାଗିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଏହି ମାମଲାରେ ଜେରା ପାଇଁ ଆଜି ହାଜର ହେବା ଲାଗି ‘ସିବିଆଇ’ ସମନ୍‌…

ଶିବରାତ୍ରୀରେ ୧୮ ଲକ୍ଷରୁ ଅଧିକ ଦୀପ ଜାଳି ଅଯୋଧ୍ୟାର ଗିନିଜ୍‌ ବିଶ୍ବ ରେକର୍ଡ ଭାଙ୍ଗିଲା ଉଜ୍ଜୟିନୀ

ଭୋପାଳ: ଶନିବାର ଦିନ ମହା ଶିବରାତ୍ରୀ ଅବସରରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ୧୮.୮୨ ଲକ୍ଷ ମାଟିଦୀପ ଜାଳି ନୂଆ ‘ଗିନିଜ୍‌’ ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଏହାପୂର୍ବରୁ, ଗତବର୍ଷ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ବଳନ କରି ଉତ୍ତର ପ୍ରଦେଶର ଅଯୋଧ୍ୟା ‘ଗିନିଜ୍‌’ ରେକର୍ଡ କରିଥିଲା। ସେଦିନ…

ଶିବସୁନ୍ଦର ବିସିସିଆଇର ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା !

ମୁମ୍ବାଇ : ଷ୍ଟିଙ୍ଗ୍‌ ଅପସରେସନ୍‌ର ଶିକାର ହୋଇଥିବା ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କୁ ଶେଷରେ ନିଜ ପଦରୁ ହଟିବାକୁ ପଡ଼ିଛି। ଦ୍ବିତୀୟ ପାଳି ଦାୟିତ୍ବ ନେବାର ଦୁଇ ମାସ ନପୂରୁଣୁ ଚେତନଙ୍କୁ ଚୟନକର୍ତ୍ତା ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ତାଙ୍କ ଇସ୍ତଫାକୁ ବିସିସିଆଇ ସମ୍ପାଦକ…

ନିଉ ମେକ୍ସିକୋରେ ବୁଲାଗାଈଙ୍କୁ ନିପାତ କରିବା ଲାଗି ହେଲିକପ୍ଟର୍‌ରେ ‘ସୁଟର୍‌’ ମୁତୟନ କଲା ଆମେରିକା

ନିଉ ମେକ୍ସିକୋ: ବୁଲା ଗାଈଙ୍କୁ ଖୋଜି ଖୋଜି ମାରିବା ଲାଗି ଆଗାମୀ ସପ୍ତାହରେ ଦକ୍ଷିଣପଶ୍ଚିମ ନିଉ ମେକ୍ସିକୋର ବିସ୍ତୃତ ‘ଜିଲା ଅରଣ୍ୟାଞ୍ଚଳ’ ଆକାଶରେ ‘ସୁଟର୍‌’ (ବନ୍ଧୁକଧାରୀ) ଥିବା ହେଲିକପ୍ଟର୍‌ ଚକ୍କର୍‌ କାଟିବ।ଯୁକ୍ତରାଷ୍ଟ୍ର ଆମେରିକାର ‘ଫରେଷ୍ଟ୍‌ ସର୍ଭିସ୍’ ମ୍ୟାନେଜର୍‌ମାନେ…

ନିର୍ବାଚନ କମିସନ୍‌ ନି‌ଷ୍ପତ୍ତି ବିରୋଧରେ ଉଦ୍ଧବ ଠାକ୍‌ରେ ଯାଇପାରନ୍ତି ସୁପ୍ରିମ୍‌ କୋର୍ଟ

ମୁମ୍ବାଇ : ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ଲାଗି ‘ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀ ଶିବସେନା’ର ମୁଖ୍ୟ ଉଦ୍ଧବ ଠାକ୍‌ରେ ଆଜି ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ବୈଠକ ଡକାଇଛନ୍ତି।ଆଜି ଅପରାହ୍ଣରେ ବାନ୍ଦ୍ରା ଉପନଗରୀସ୍ଥିତ ଠାକ୍‌ରେଙ୍କ ବାସଭବନ ‘ମାତୋଶ୍ରୀ’ରେ…

ବନ୍ୟା ସମୟରେ ତୁର୍କୀ ପଠାଇଥିବା ରିଲିଫ୍‌ ସାମଗ୍ରୀକୁ ଭୂମିକମ୍ପ ରିଲଫ୍‌ ଭାବେ ତୁର୍କୀକୁ ପଠାଇଛି ପାକିସ୍ତାନ!

ଇସ୍‌ଲାମାବାଦ୍‌: ଗତବର୍ଷ ପ୍ରଳୟଙ୍କରୀ ବନ୍ୟା ସମୟରେ ତୁର୍କୀ ପାକିସ୍ତାନକୁ ଯେଉଁ ରିଲିଫ୍‌ ସାମଗ୍ରୀ ପଠାଇଥିଲା ତାକୁହିଁ ପାକିସ୍ତାନ ଭୂମିକମ୍ପ ସହାୟତା ଭାବେ ପୁଣି ତୁର୍କୀକୁ ପଠାଇଥିବା କଥା ପାକିସ୍ତାନର ଜଣେ ସାମ୍ବାଦିକ ଦାବି କରିଛନ୍ତି।ଭୂମିକମ୍ପ ପ୍ରପୀଡ଼ିତ ତୁର୍କୀକୁ ନିକଟ ଅତୀତରେ…

ବୃଦ୍ଧ, ବିତ୍ତଶାଳୀ, ବିପଜ୍ଜନକ କହି ଜର୍ଜ ସରୋସ୍‌ଙ୍କୁ ତୀବ୍ର ସମାଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ଆଦାନି-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ନିବେଶକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ମନ୍ତବ୍ୟ ଦେଇଥିବା କୋଟିପତି ନିବେଶକ ଜର୍ଜ ସରୋସ୍‌ଙ୍କୁ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ତୀବ୍ର ସମାଲୋଚନା…

ମାଗଣା ରୁଦ୍ରାକ୍ଷ ପାଇଁ କୁବେରେଶ୍ୱର ଧାମରେ ଅସମ୍ଭାଳ ଭିଡ଼, ଗଲାଣି ୩ ଜୀବନ…

ଭୋପାଳ : ମାଗଣା ରୁଦ୍ରାକ୍ଷ ପାଇବା ପାଇଁ ମଧ୍ୟପ୍ରଦେଶର ସେହୋର ଜିଲ୍ଲାର କୁବେରେଶ୍ୱର ଧାମରେ ଜମିଛି ଭକ୍ତଙ୍କ ଅସମ୍ଭବ ଭିଡ଼। ମାତ୍ର ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ କୌଣସି ସୁବ୍ୟବସ୍ଥା କରାଯାଇ ନ ଥିବାରୁ ଘଟୁଛି ଅଘଟଣ । ଗତ ୨ ଦିନ ମଧ୍ୟରେ ଏହି ଧାମକୁ ଆସୁଥିବା ଶ୍ରଦ୍ଧାଳୁଙ୍କ…