Browsing Category

ଦେଶ

ପାକିସ୍ତାନ ଡ୍ରୋନ୍‌ରୁ ପଞ୍ଜାବରେ ପଡ଼ିଲା ଚାଇନା ନିର୍ମିତ ଅସ୍ତ୍ରଶସ୍ତ୍ର…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଛି ପାକିସ୍ତାନ। ଏଥିପାଇଁ ପାକିସ୍ତାନ ଡ୍ରୋନ ଦ୍ୱାରା ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇଛି। ପ୍ରଥମ ଦଫାରେ ପାକିସ୍ତାନ ଡ୍ରୋନରେ ଆସିଥିବା ଅସ୍ତ୍ରଶସ୍ତ୍ର ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ପକାଇ ଯାଇଛି। ତେବେ…

ଗୁଜରାଟ ଦଙ୍ଗାକୁ ନେଇ ମୋଦିଙ୍କ ଉପରେ ବିବିସିର ଡକ୍ୟୁମେଣ୍ଟାରୀ, ଆପତ୍ତି ଉଠାଇଲା କେନ୍ଦ୍ର..

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ଓ ଅନ୍ୟାନ୍ୟ ବିଷୟବସ୍ତୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ତିଆରି କରିଥିବା ଗୋଟିଏ ଡକ୍ୟୁମେଣ୍ଟାରୀକୁ ନେଇ ତୀବ୍ର ଆପତ୍ତି ଉଠାଇଛନ୍ତି କେନ୍ଦ୍ର ସରକାର। ବିବିସିର ଉକ୍ତ ସିରିଜ୍‌କୁ ଅପପ୍ରଚାରର ଗୋଟିଏ ଅଂଶ ଓ ଏହା ଉପରେ ଆଲୋଚନା…

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଘୋଷାଡି ନେଲା କାର୍‌…

ନୂଆଦିଲ୍ଲୀ : ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲେୱାଲଙ୍କ ସହ ଦୁର୍ବ୍ୟବହାର। ୧୫ ମିଟର୍ ଯାଏଁ ତାଙ୍କୁ ଘୋଷାଡି ନେଲା କାର୍। ଆଜି ଭୋରୁ ଏମ୍ସ ହସ୍ପିଟାଲର ଗେଟ୍ ନମ୍ବର-୨ର ବିପରୀତ ପାଶ୍ୱର୍ରେ ଏହି ଘଟଣା ଘଟିଥିବା ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଲିଖିତ ଅଭିଯୋଗ କରିଛନ୍ତି।…

ଭାରତ ଯୋଡ଼ୋ ଯାତ୍ରା: ସୁରକ୍ଷା ବଳୟ ଭାଙ୍ଗି ରାହୁଲଙ୍କୁ ଆଲିଙ୍ଗନ ଉଦ୍ୟମ…

ନୂଆଦିଲ୍ଲୀ: ପଂଜାବର ହୋଶିଆରପୁରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରାରେ ଚାଲୁଥିବା ବେଳେ ଆଜି ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ତାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟମ କରିବା ଘଟଣା ହଇଚଇ ସୃଷ୍ଟି କରିଛି। କିନ୍ତୁ ରାହୁଲଙ୍କ ସହ ଥିବା କଂଗ୍ରେସ ନେତାମାନେ ଉକ୍ତ…

୨୦୧୮ରୁ ୨୦୨୨ ମଧ୍ୟରେ ‘ବିଜେପି’ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ର ୫୭% ହାସଲ କରିଥିବା ବେଳେ କଂଗ୍ରେସ ପାଇଛି ୧୦%…

ନୂଆଦିଲ୍ଲୀ: ମାର୍ଚ ୨୦୧୮ ଏବଂ ୨୦୨୨ ମଧ୍ୟରେ ସମୁଦାୟ ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌ର ଅଧାରୁ ଅଧିକ ‘ବିଜେପି’ ହାସଲ କରିଥିବା କଥା ନିର୍ବାଚନ କମିସନ୍‌ ଡାଟାରୁ ଜଣାପଡ଼ିଛି।‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ ହେଉଛି ଏକ ବିବାଦୀୟ ଅର୍ଥନୈତିକ ମାଧ୍ୟମ ଯାହାଦ୍ବାରା କମ୍ପାନି ସବୁ ନିଜ ନିଜର ପରିଚୟ…

ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ

କିବ୍: ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ। ୟୁକ୍ରେନର ରାଜଧାନୀ କିବ୍ ବାହାରେ ଥିବା ଏକ କିଣ୍ଡରଗାର୍ଡେନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ଦୁଇ ଶିଶୁ ଏବଂ ୟୁକ୍ରେନର ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଘଟିଛି।ସ୍ଥାନୀୟ ପୁଲିସର…

ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କଲେ ଖଲିସ୍ତାନୀ, ସପ୍ତାହକ ମଧ୍ୟରେ ୨ୟ ଘଟଣା…

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ କ୍ରମାଗତଭାବେ ହିନ୍ଦୁ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ସୋମବାରଦିନ କାରମ ଡନସଠାରେ ଥିବା ଶିବବିଷ୍ଣ ମନ୍ଦିରରେ ଖଲିସ୍ତାନୀ ସମର୍ଥକମାନେ ଭଙ୍ଗାରୁଜା କରିବା ସହ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖିଥିଲେ । ଗତ ଏକ…

ତ୍ରିପୁରା : ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ବିଜେପି-କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ

ଅଗରତାଲା : ବୁଧବାରଦିନ ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ତେବେ ତାରିଖ ଘୋଷଣାର ଅଳ୍ପ କିଛି ସମୟ ପରେ ହିଁ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି ।ମିଳିଥିବା ସୂଚନା ଅନୁସାରେ, ବୁଧବାର…

ଡବ୍ଲ୍ୟୁଏଫଆଇ ସଭାପତି ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ଷ୍ଟାର ରେସଲର ଭିିନେଶ ଫୋଗାଟ

ନୂଆଦିଲ୍ଲୀ: ଷ୍ଟାର ରେସଲର ଭିିନେଶ ଫୋଗାଟ ବୁଧବାର ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣି ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ କରିଛନ୍ତି।ଭିିନେଶ ଫୋଗାଟ ମଧ୍ୟ ଅଭିଯୋଗ କରିଛନ୍ତି…

୭.୨ ତୀବ୍ରତା ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ, ସୁନାମୀ ଆଲର୍ଟ

ଜାକର୍ତା: ପୁଣି ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ମାଲୁକୁ ଦ୍ୱୀପ ନିକଟ ସମୁଦ୍ର ଭିତରେ ଭୂମିକମ୍ପ ହୋଇଥିବା ଯୋଗୁ ସୁନାମୀ ଆଲର୍ଟ ଜାରି ହୋଇଛି।ପୂର୍ବାଞ୍ଚଳ ଇଣ୍ଡୋନେସିଆର ଉତ୍ତରପଶ୍ଚିମରେ ଅବସ୍ଥିତ ହାଲ୍‌ମାହେରା…