Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୯ଟି ରାଜ୍ୟର ନିର୍ବାଚନ ଜିତିବାକୁ ପ୍ରସ୍ତୁତ ରୁହ : ବିଜେପି ନେତାଙ୍କୁ ନଡ୍ଡାଙ୍କ ଆହ୍ବାନ…
ନୂଆଦିଲ୍ଲୀ : ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ସଭାପତିତ୍ବ କରି ବିଜେପି ସଭାପତି ଜେ.ପି.ନଡ୍ଡା ଦଳୀୟ ନେତା ଓ କର୍ମୀମାନଙ୍କୁ କଠିନ ପରିଶ୍ରମ କରି ୨୦୨୩ରେ ୯ଟି ରାଜ୍ୟରେ ଥିବା ନିର୍ବାଚନ ଜିତିବାକୁ!-->…
ମୋତେ ଜେଲରେ କିନ୍ନରଙ୍କ ସହ ରଖିଛନ୍ତି : ମହାଠକ ସୁକେଶ…
ନୂଆଦିଲ୍ଲୀ : ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଦିଲ୍ଲୀର ମାଣ୍ଡୋଲି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ନିୟମିତ ନୂଆ ନୂଆ ପ୍ରକାରର ଅଭିଯୋଗ କରିଚାଲିଛି । ସେ ପୁଣି ଥରେ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ତା ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛି ।
!-->!-->!-->…
୨ଟି ଝିଅ ପରେ ପୁଅ ହେବା ଖୁସିରେ ନେପାଳର ପଶୁପତିନାଥ ମନ୍ଦିର ଯାଇଥିଲେ, ବିମାନ ଦୁର୍ଘଟଣା ନେଲା ଜୀବନ
ନୂଆଦିଲ୍ଲୀ: ୨ଟି ଝିଅ ପରେ ପୁଅ ହେବା ଖୁସିରେ ନେପାଳର ପଶୁପତିନାଥ ମନ୍ଦିର ଯାଇଥିଲେ, ହେଲେ ବିମାନ ଦୁର୍ଘଟଣା ନେଲା ଜୀବନ। ରବିବାର ସକାଳେ ନେପାଳର ପୋଖରାଠାରେ ୟେତି ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେଥିରେ ୫ଜଣ ଭାରତୀୟ ଥିଲେ। ୫ଜଣଙ୍କ ମଧ୍ୟରେ ଜଣେ ଥିଲେ!-->…
ପାଟନାରେ ପହଞ୍ଚିଲା ଲଜଜୁରୀ ଜାହାଜ ‘ଗଙ୍ଗା ବିଳାସ’, ନଦୀରେ ଫସିଥିବା ଖବରକୁ ସରକାରଙ୍କ ଅସ୍ବୀକାର…
ନୂଆଦିଲ୍ଲୀ : ଗତ ସପ୍ତାହରେ ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦଘାଟିତ ବିଳାସମୟ ଜାହାଜ ଗଙ୍ଗା ବିଳାସ ନିର୍ଦ୍ଧାରିତ ସମୟରେ ପାଟନାରେ ପହଞ୍ଚିଛି । ଏହା ପୂର୍ବରୁ ଖବର ଆସିଥିଲା ଯେ ଜାହାଜଟି ଡୋରିଗଞ୍ଜ ନିକଟରେ କମ ପାଣି ଯୋଗୁଁ ଫସି ରହିଥିଲା । କିନ୍ତୁ ପରେ!-->…
ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଦୁର୍ଘଟଣାଗ୍ରସ୍ତ ବିମାନର ଭିଡିଓ ନେପାଳର ନୁହେଁ ରୁଷ୍ର.. !
ନୂଆଦିଲ୍ଲୀ: ନେପାଳର ପୋଖରା ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରେ ଥିବା ସମସ୍ତ ୬୮ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ତେବେ, କାହିଁକି ଓ କେଉଁ ପରିସ୍ଥିତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ସେ ସଂପର୍କରେ ସବିଶେଷ ବିବରଣୀ ଏ!-->…
ହକି ବିଶ୍ବକପ: ବିଜୟର ସ୍ବାଦ ଚାଖିଲା ସ୍ପେନ୍, ୫-୧ରେ ୱେଲ୍ସକୁ ହରାଇଲା
ରାଉରକେଲା: ପୁରୁଷ ହକି ବିଶ୍ବକପ-୨୦୨୩ରେ ସ୍ପେନ ପ୍ରଥମ ଥର ପାଇଁ ବିଜୟର ସ୍ବାଦ ଚାଖିଛି । ଅପରପକ୍ଷେ ୱେଲ୍ସ ପ୍ରଥମ ମ୍ୟାଚ୍ ଭଳି ନିଜର ଦ୍ବିତୀୟ ମ୍ୟାଚରେ ମଧ୍ୟ ପରାଜୟର ଶିକାର ହୋଇଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମ୍ୟାଚରେ ସ୍ପେନ୍ ୫-୧!-->…
ନୂଆ ଆତଙ୍କବାଦୀ ସଂଗଠନ ସ୍ଥିତି ଜାହିର ପାଇଁ କରୁଛନ୍ତି ଟାର୍ଗେଟ କିଲିଂ…
ବେଙ୍ଗାଲୁରୁ: ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ‘ସେନା ଦିବସ ପରେଡ୍’ ଆଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ବାମୀ ପରେଡ୍ ଗ୍ରାଉଣ୍ଡ୍ରେ ପାଳନ କରାଯାଇଛି | ଏହି ଅବସରରେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଭାଗ ନେଇଥିଲେ। ଯବାନଙ୍କୁ ସମ୍ବୋଧିତ କରି!-->…
ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସେନା ଦିବସ ପରେଡ୍; ପ୍ରଧାନମନ୍ତ୍ରୀ କହିଲେ, ଯବାନମାନେ ଦେଶକୁ ସୁରକ୍ଷିତ ରଖିଛନ୍ତି
ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ‘ସେନା ଦିବସ ପରେଡ୍’ ଆଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ବାମୀ ପରେଡ୍ ଗ୍ରାଉଣ୍ଡ୍ରେ ପାଳନ କରାଯାଉଛି।୧୯୪୯ରେ ସେନା ଦିବସ ପରେଡ୍ ଆରମ୍ଭ ହେବାଠାରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ପରମ୍ପରା ଭଙ୍ଗ କରି!-->…
ଭର୍ଚୁଆଲ୍ରେ ସିକନ୍ଦରାବାଦ-ବିଶାଖାପାଟଣା ‘ବନ୍ଦେ ଭାରତ ଏକ୍ସ୍ପ୍ରେସ୍’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ଆଜି ପୋଙ୍ଗଲ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସ୍ପ୍ରେସ୍’ ଚଳାଚଳର ଶୁଭାରମ୍ଭ କରିଛନ୍ତି।ଆଜି ଏଇ ଉତ୍ସବମୟ ବାତାବରଣରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ!-->…
‘ମିସ୍ ୟୁନିଭର୍ସ ୨୦୨୨’ ବିଜୟିନୀ ହେଲେ ଆମେରିକାର ଆର୍’ବନି ଗେବ୍ରିଏଲ୍…
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଆର୍’ବନି ଗେବ୍ରିଏଲ୍ ଆଜି ସକାଳେ ‘ମିସ୍ ୟୁନିଭର୍ସ ୨୦୨୨’ ମୁକୁଟ ବିଜୟିନୀ ହୋଇଛନ୍ତି।ଆମେରିକାର ନିୟୁ ଅର୍ଲିନ୍ସ୍ସ୍ଥିତ ‘ଆର୍ଣ୍ଣେଷ୍ଟ୍ ଏନ୍. ମୋରିଆଲ୍ କନ୍ଭେନ୍ସନ୍ ହଲ୍’ରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାର ୭୧ତମ!-->…