Browsing Category

ଦେଶ

ମହଙ୍ଗା ମାଡ଼ରୁ ଆରମ୍ଭ ନୂଆବର୍ଷ, ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍…

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼ । ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ପୁଣି ଥରେ ବଢ଼ିଛି। ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ୨୫ ଟଙ୍କା ଯାଏଁ ଦର ବୃଦ୍ଧି ହୋଇଛି। ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଗ୍ରା ସିଲିଣ୍ଡର ପିଛା ଦାମ୍ ୧୭୨୧…

ଯୌନ ଉତ୍ପୀଡନ ଅଭିଯୋଗ, ଗିରଫ ହୋଇପାରନ୍ତି କ୍ରୀଡା ମନ୍ତ୍ରୀ…

ନୂଆଦିଲ୍ଲୀ: ବନ୍ଧା ହେବେ କ୍ରୀଡା ମନ୍ତ୍ରୀ। ହରିୟାଣାର କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହଙ୍କ ନାଁରେ ପୁଲିସ ଏଫ୍‌ଆଇଆର୍ ରୁଜୁ କରିଛି। ଜଣେ ଜୁନିଅର ଆଥଲେଟିକ୍ସ କୋଚ୍ ତାଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।ଚଣ୍ଡିଗଡ ପୁଲିସରେ ଜୁନିଆର୍ ଆଥଲେଟିକ୍ସ କୋଚ୍ କ୍ରୀଡା ମନ୍ତ୍ରୀ ସନ୍ଦୀପ…

ବୌଦ୍ଧ ଧର୍ମକୁ ଧ୍ୱଂସ କରିବାକୁ ଯାଇ ଚାଇନା ବିଫଳ ହୋଇଛି : ଦଲାଇଲାମା…

ବୋଧଗୟା: ଚାଇନା ବୌଦ୍ଧ ଧର୍ମକୁ ନଷ୍ଟ କରିବାକୁ ଉଦ୍ୟମ କରୁଛି। କିନ୍ତୁ ଏହି ପ୍ରୟାସରେ ଚାଇନା ବିଫଳ ହୋଇଛି। କାରଣ ଏହି ଦେଶରେ ବହୁ ଲୋକେ ବୌଦ୍ଧ ଧର୍ମ ଉପରେ ବିଶ୍ୱାସ କରୁଛନ୍ତି। ତିବତ୍ତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା ବୋଧଗୟା ଠାରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା…

ନବବର୍ଷ ସେଲିବ୍ରେସନରେ ଅଘଟଣ, ଦଳାଚକଟା ହୋଇ ୯ ମୃତ…

ନୂଆଦିଲ୍ଲୀ: କେତେ ଅଶା, ଅସୁମାରି, ହସ ଖୁସ ଓ ଆନନ୍ଦ ନେଇ ଆସିଥିବା ନବବର୍ଷ ପହିଲି ଦିନରେ ଅଘଟଣ। ନୂଆବର୍ଷ ସେଲିବ୍ରେସନ ବେଳେ ଅଭାବନୀୟ ଘଟଣା। ରବିବାର ଉଗାଣ୍ଡାର ଏକ ସପିଂ ମଲରେ ଦଳାଚକଟା ହୋଇ ୯ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ବର୍ଷ ପାଳନ ପାଇଁ କାମ୍ପଲାର ଫ୍ରିଡମ୍ ସିଟି ମଲରେ ଲୋକମାନେ…

ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ ମୋଦି…

ନୂଆଦିଲ୍ଲୀ:ଆସନ୍ତା ଜାନୁଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ। ଚଳିତ ବର୍ଷର ଭାରତୀୟ ବିଜ୍ଞାନ କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ହେଉଛି ‘ମହିଳା ସଶକ୍ତିକରଣ ସହିତ ନିରନ୍ତର ବିକାଶ ପାଇଁ ବିଜ୍ଞାନ ଓ…

ମୋଦିଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଲେ ସୁବ୍ରମଣ୍ୟମ ସ୍ୱାମୀ…

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏକ ଅରୁଚିକର ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆସନ୍ତା ଜାନୁୟାରୀ ୧୨ ପୂର୍ବରୁ ସୁପ୍ରିମକୋର୍ଟରେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ରାମସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ଭାବରେ…

ଆତଙ୍କୀ ଆମୀର ଖାନର ସମ୍ପତ୍ତି ଉପରେ ଚାଲିଲା ବୁଲଡୋଜର…

ଶ୍ରୀନଗର: ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଆମୀର ଖାନର ଘର ଚାରି ପାଖରେ ଥିବା ବିରାଟ ପାଚେରୀ ଉପରେ ଚାଲିଛି ବୁଲଡୋଜର। ଜମ୍ମୁ-କଶ୍ମୀରର ପାଲଗାମ ଅନ୍ତର୍ଗତ ଲେୱର ଗାଁରେ ଥିବା ଆମୀରର ଗୋଟେ ତାଲା ବିଲଡିଂକୁ ଗୋଟିଏ ଘେରି ରହିଥିବା ବିରାଟ ପାଚେରୀକୁ ପ୍ରଶାସନ ମାଟିରେ…

ବିଜେପିର ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛରୁ ମିଳିଲା ମହିଳାଙ୍କ ଗଳିତ ଶବ…

ମୁମ୍ବାଇ: ଜଣେ ମହିଳାଙ୍କ ଅଧା ପୋତା ଗଳିତ ଶବ ମହାରାଷ୍ଟ୍ରର ସତାରାରେ ଥିବା ବିଜେପି ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛରୁ ମିଳିଛି। କେହି ମହିଳାଙ୍କୁ ହତ୍ୟା କରି ବଙ୍ଗଳା ପଛରେ ଥିବା ମାଟି ଗଦାରେ ପୋତି ଦେଇଥିବା ପୁଲିସ୍‌ ସନ୍ଦେହ କରୁଛି। ଶବଟି ପୋଚି ଯାଇଥିବାରୁ ମହିଳାଙ୍କୁ ଚିହ୍ନଟ…

ରାଜଧାନୀରେ ଜିମ୍‌ ମାଲିକଙ୍କୁ ଅଫିସ ଭିତରେ ଗୁଳି କରି ହତ୍ୟା…

ନୂଆଦିଲ୍ଲୀ: ନୂଆବର୍ଷର ଦିନକ ପୂର୍ବରୁ ଅଶାନ୍ତ ହୋଇ ଉଠିଛି ରାଜଧାନୀ ଦିଲ୍ଲୀ। ପୂର୍ବ ଦିଲ୍ଲୀର ପ୍ରୀତ ବିହାରରେ ଘଟିଛି ବଡ଼ ଅଘଟଣ। ୩ ଜଣ ଯୁବକ ଜଣେ ଜିମ୍‌ ମାଲିକଙ୍କୁ ତାଙ୍କ ଅଫିସ ଭିତରେ ପଶି ଗୁଳି କରି ହତ୍ୟା କରିଛନ୍ତି। ଏଥିସହ ଜିମ ମାଲିକଙ୍କ ଅଫିସରେ ଲାଗିଥିବା ସିସିଟିଭି ରେକର୍ଡରକୁ…

‘କପି ରାଇଟ୍‌’ କଥା କହି ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କଲେ ଉମା ଭାରତୀ…

ଛିଣ୍ଡୱାରା: ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ବୟାନ କ୍ରମାଗତ ଭାବେ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଦଳୀୟ ହାଇକମାଣ୍ଡଙ୍କ ଦ୍ୱାରା ଅଣଦେଖାର ସ୍ୱୀକାର ହୋଇଥିବା ଉମା ଭାରତୀ ସର୍ବସମ୍ମୁଖରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। …