Browsing Category

ଦେଶ

କନ୍ଧମାଳ ତୁମୁଡିବନ୍ଧ ଓ ଖୋର୍ଦ୍ଧା ବାଣପୁରରେ ସାଧାରଣ ସଭାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ୱର/ତୁମୁଡିବନ୍ଧ/ବାଣପୁର: ଯେଉଁ ମାଟିରେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ ମହାପ୍ରଭୁ ମୋ ମନରେ ଗର୍ବ ଅତ୍ୟନ୍ତ ଦିଅନ୍ତୁ, ମୋ ପରେ ମୋ ବଂଶରେ କେହି ନରହୁ । ଏ ଦାବୀ କରିବା ପାଇଁ ଏ ବଡଦେଉଳ ମୋ ପୂର୍ବଜ ବନେଇଛି । ଆଜି ସେହି ମାଟିରେ ଅପ୍ରଜାତାନ୍ତ୍ରିକ ଉପାୟରେ ଆମେ ଶହେ ବର୍ଷ ତିଷ୍ଠି…

ହକି ବିଶ୍ବକପ ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କଲେ ନବୀନ…

ଭୁବନେଶ୍ବର : ଆସନ୍ତା ଜାନୁଆରି ମାସରେ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ବକପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରୁଛନ୍ତି । ଏହି କ୍ରମରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହକି…

କୋଭିଡ୍‌ ମକ୍‌ ଡ୍ରିଲ୍‌ ବେଳେ ଶୀତରେ ଥରୁଥିବା ରୋଗୀଙ୍କୁ ନିଜ ଜ୍ୟାକେଟ୍‌ ଦେଇଦେଲେ ଉତ୍ତର ପ୍ରଦେଶ…

ଲକ୍ଷ୍ନୌ: ଲକ୍ଷ୍ନୌର ବଳରାମ ହସ୍ପିଟାଲ୍‌ରେ ଶୀତରେ ଥରି ଥରି ଡାକ୍ତରଙ୍କୁ ଭେଟିବା ପାଇଁ ଅପେକ୍ଷା କରିଥିବା ଜଣେ ରୋଗୀଙ୍କୁ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ନିଜ ଭେଷ୍ଟ୍‌-ଜ୍ୟାକେଟ୍‌ ଦେଇ ଦେଇଛନ୍ତି।ରାଜ୍ୟରେ ଚାଲିଥିବା କୋଭିଡ୍‌-୧୯ ମକ୍‌ ଡ୍ରିଲ୍‌ ତଦାରଖ କରିବା…

ଓଡ଼ିଶାରେ ସରକାର କିଏ ଚଳାଉଛନ୍ତି ତାହା ଜଣାପଡୁନାହିଁ : ଜେ ପି ନଡ୍ଡା…

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରକୁ ସମାଲୋଚନା କରିବା ସହ ଏପରି ସରକାର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଓଡ଼ିଶାରେ କିଏ ସରକାର ଚଳାଉଛନ୍ତି ତାହା…

ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍‌: ରିପୋର୍ଟ..

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ୯୯ ବର୍ଷୀୟ ମାଆ ହୀରାବେନ୍‌ ଆଜି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।ରିପୋର୍ଟ ଅନୁସାରେ, ତାଙ୍କୁ ଅହମଦାବାଦସ୍ଥିତ ୟୁ. ଏନ୍‌. ମେହେଟ୍ଟା ହସ୍ପିଟାଲ୍‌ରେ ଭର୍ତ୍ତି…

ଉଗ୍ର ହେଉଛି ୟୁକ୍ରେନ୍‌ ଯୁଦ୍ଧ: ହରାଇଥିବା ସହରକୁ ପୁନର୍ଦଖଲ କରିବା ପାଇଁ ରୁଷ୍‌ର ଉଦ୍ୟମ…

କିବ୍‌: ବୁଧବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ଗତ ୨୪ ଘଣ୍ଟା ମଧ୍ୟରେ ରୁଷୀୟ ସେନା ୟୁକ୍ରେନୀୟ ନଗରୀ ଖେର୍ସନ୍‌ର ସାଧାରଣ ଜନତାଙ୍କ ଅଞ୍ଚଳକୁ ଲକ୍ଷ୍ୟ କରି ୩୩ଟି ରକେଟ୍‌ ନିକ୍ଷେପ କରିଥିବା କଥା ୟୁକ୍ରେନ୍‌ ସେନା କହିଛି। ହରାଇଥିବା ସହରକୁ ପୁଣି ଥରେ ଅକ୍ତିଆର କରିବା ଲାଗି ସୀମାନ୍ତ ଅଞ୍ଚଳରେ…

ଜମ୍ମୁ: ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିହତ; ୭ ଏକେ-୪୭, ଏମ୪ କାର୍ବାଇନ ସମେତ ବିପୁଳ ମାରଣାସ୍ତ୍ର ଜବତ

ଜମ୍ମୁ: ଜମ୍ମୁ ଉପକଣ୍ଠରେ ଆଜି ସକାଳେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଚାରି ଜଣ ଆତଙ୍କବାଦୀ ନିହତ ହେବା ପରେ ସେମାନଙ୍କ ନିକଟରୁ ସାତଟି ଏକେ-୪୭ ରାଇଫଲ, ଗୋଟିଏ ଆମେରିକା ନିର୍ମିିତ ଏମ୪ ରାଇଫଲ, ତିନିଟି ପିସ୍ତଲ ଏବଂ ଗ୍ରେନେଡ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ…

ରୁଷ୍ ନାଗରିକ ମୃତ୍ୟୁର ତଦନ୍ତ ପାଇଁ ୫ ଜଣିଆ ଟିମ ଗଠନ କଲା କ୍ରାଇମବ୍ରାଞ୍ଚ୍

କଟକ: ରାୟଗଡା ରେ ଦୁଇ ରୁଷୀୟ ନାଗରିକଙ୍କ ରହସ୍ୟଜନକ ମୃତ୍ୟ ଘଟଣାର ତଦନ୍ତ ପାଇଁ ତତ୍ପର ହୋଇଉଠିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ପକ୍ଷରୁ ପାଞ୍ଚଜଣ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।ଏହି ଟିମର ନେତୃତ୍ୱ ନେଉଛନ୍ତି ଡିଏସପି ତପନ କୁମାର ଦାଶ। ଏହା ବ୍ୟତୀତ ଏଥିରେ…

ବିମାନ ଭଡ଼ାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ: ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ବିମାନ ଭଡ଼ାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଭାରତର ଆର୍ଥିକ ଚାପଗ୍ରସ୍ତ ବିମାନ ସେବାର ଲାଭ ଉପରେ ପ୍ରଭାବ ଜାରି ରହିଥିବାବେଳେ ଗ୍ରାହକମାନେ ଶସ୍ତା ଭଡାରୁ ଉପକୃତ…

ଜୀବନ ହାରିଲେ ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ଲୀନା

ରାୟପୁର: ସବୁବେଳେ ସୋଶାଲ ମିଡିଆରେ ସକ୍ରିୟ ରହିବା ସହ ଭିଡିଓ ପୋଷ୍ଟ କରୁଥିବା ୨୩ ବର୍ଷୀୟ ଲୀନା ନାଗବଂଶୀ ଆତ୍ମହତ୍ୟା କରିଛନ୍ତି। ଲୀନାଙ୍କ ଘର ଛତିଶଗଡ଼ର ରାଇଗଡ଼ରେ। ସେ ନିଜ ଘରର ଛାତରେ ବେକରେ ଓଢ଼ଣୀ ବାନ୍ଧି ଝୁଲି ପଡ଼ିଛନ୍ତି। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ…