Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅନ୍ୟ ଦେଶକୁ ୫-ଜି ବିକିବ ଭାରତ
ୱାଶିଂଟନ : ଅକ୍ଟୋବର ପହିଲାରୁ ଦେଶରେ ସୁପରସ୍ପିଡ୍ ଇଣ୍ଟରନେଟ ସେବା ୫-ଜି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୧୬ଟି ସହରରେ ଏହି ନେଟୱର୍କ ସେବା ଆରମ୍ଭ ହୋଇଛି। ପୂରା ଦେଶରେ ପହଞ୍ଚିବାକୁ ଆହୁରି ଅନେକ ଦିନ ଲାଗିବ। ଏବେ ସରକାର ୫-ଜି ନେଟୱର୍କ ଅନ୍ୟ ଦେଶକୁ ବିକିବା ପାଇଁ ଯୋଜନା!-->…
ଆଜି ଆଇନ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ଆଇନ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆଇନ ମନ୍ତ୍ରୀ ଓ ସଚିବଙ୍କ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଗୁଜୁରାଟର!-->…
ଭାରତୀୟ ସହର ହାଇଦ୍ରାବାଦକୁ ‘ୱାର୍ଲଡ୍ ଗ୍ରିନ୍ ସିଟି’ ପୁରସ୍କାର
ହାଇଦ୍ରାବାଦ୍: ଶୁକ୍ରବାର ଦିନ ଦକ୍ଷିଣ କୋରିଆର ଜେଜୁରେ ଆୟୋଜିତ ଉତ୍ସବରେ ହାଇଦ୍ରାବାଦକୁ ‘ଇଣ୍ଟର୍ନ୍ୟାସ୍ନାଲ୍ ଆସୋସିଏସନ୍ ଅଫ୍ ହର୍ଟିକଲ୍ଚର୍ ପ୍ରଡ୍ୟୁସର୍’ (ଏଆଇପିଏଚ୍) ଦ୍ବାରା ପ୍ରଣିତ ‘ୱାର୍ଲଡ୍ ଗ୍ରିନ୍ ସିଟି ଆୱାର୍ଡ ୨୦୨୨’ ପ୍ରଦାନ କରାଯାଇଛି।
ଏହାଛଡ଼ା, ‘ଆଉଟର୍!-->!-->!-->…
ମୋଦୀଙ୍କୁ ଅଧିକ ସମୟ ଦେବା ପାଇଁ ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା କରାଯାଇନାହିଁ : କଂଗ୍ରେସ
ନୂଆଦିଲ୍ଲୀ : ଶୁକ୍ରବାରଦିନ ନିର୍ବାଚନ କମିସନଙ୍କ ପକ୍ଷରୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିବାବେଳେ ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇନଥିଲା । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
ମଣିପୁରରେ ଲାଗୁ ହେବ ୪ ପିଲା ନୀତି
ଇମ୍ଫାଲ: ମଣିପୁରରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ବଡ ଘୋଷଣା ହୋଇଛି। ଏହା ଅନୁଯାୟୀ ୪ରୁ ଅଧିକ ଛୁଆ ଜନ୍ମ କଲେ ପରିବାରକୁ ସରକାରୀ ଯୋଜନାରୁ ବାଦ୍ ଦିଆଯିବ। ମଣିପୁର କ୍ୟାବିନେଟ୍ ଏହା ଉପରେ ଏକ ଅଧ୍ୟାଦେଶ ଆଣିବ ବୋଲି ନିଷ୍ପତ୍ତି ନେଇଛି। ଗୁରୁବାର ରାଜ୍ୟର!-->…
INSରୁ ବାଲିଷ୍ଟିକ ମିସାଇଲ୍ର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ସାବଧାନ ଶତ୍ରୁ ପକ୍ଷ। ଏଣିକି ପଡୋଶୀ ଚୀନ୍ ଓ ପାକିସ୍ତାନକୁ ଚେକ୍ ଦେବାକୁ ଭାରତର ବଡ ପରୀକ୍ଷଣ ସଫଳ । ଆଇଏନ୍ଏସ୍ ଅରିହନ୍ତରୁ ବାଲିଷ୍ଟିକ ମିସାଇଲ୍ର ସଫଳ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ର ବଙ୍ଗୋପସାଗରେ ଏକ ନିର୍ଦ୍ଧାରିତ ଟାର୍ଗେଟକୁ ସଫଳତାର ସହ ଲକ୍ଷଭେଦ କରିଛି।
!-->!-->!-->…
ଲିଙ୍ଗାୟତ ମଠ ସାଧୁଙ୍କ ନାଁରେ ଆଉ ଏକ ମାମଲା, ଯୌନଶୋଷଣ ଅଭିଯୋଗ
ବେଙ୍ଗାଲୁରୁ: ପୁଣି ଏକ ନୂଆ ମାମଲାରେ ଫସିଲେ ଲିଙ୍ଗାୟତ ମଠର ପ୍ରମୁଖ ସନ୍ଥ ଶିବମୂର୍ତ୍ତି ମୁରୁଗା ଶରଣାରୁ। ତାଙ୍କ ବିରୋଧରେ ଯୌନଶୋଷଣର ଆଉ ଏକ ମାମଲା ରୁଜୁ ହୋଇଛି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହା ତାଙ୍କ ବିରୋଧରେ ଦ୍ୱିତୀୟ ପକ୍ସୋ ମାମଲା ରୁଜୁ!-->…
ଦୋଷୀ ସାବ୍ୟସ୍ତ ହେଲେ ଆର୍ଜେଡି ନେତା ଅନିଲ କୁମାର ସାହାଣି
ପାଟନା: ଦୋଷୀ ସାବ୍ୟସ୍ତ ହେଲେ ଆର୍ଜେଡି ନେତା ଅନିଲ କୁମାର ସାହାଣି। ଦିଲ୍ଲୀର ଏକ ସିବିଆଇ ଅଦାଲତା ଦ୍ୱାରା ସେ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାପରେ ତାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରାଯାଇଛି।
ବିହାର ବିଧାନସଭା ସଚିବ ପୱନ କୁମାର ପାଣ୍ଡେଙ୍କ ଦ୍ୱାରା ଜାରି!-->!-->!-->…
ଅବକାରୀ ନୀତି ମାମଲା: ପୁଣି ୨୫ଟି ସ୍ଥାନରେ ଇଡିର ରେଡ୍
ନୂଆଦିଲ୍ଲୀ: ଲାଗୁ ହେବା ପରେ ପ୍ରତ୍ୟାହାର ହୋଇ ସାରିଥିବା ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପୁଣିଥରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡିର ଏକାଧିକ ଟିମ୍ ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ରେଡ୍ କରିଛନ୍ତି। ଏହାପୂର୍ବରୁ ଇଡିର ଅଧିକାରୀମାନେ!-->…
ଆସାମ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢ଼ାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ
ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆଜି, ତାଙ୍କର ସୁରକ୍ଷା କଭରକୁ ବଢ଼ାଇ ଜେଡ ପ୍ଲସକୁ ବୃଦ୍ଧି କରାଯାଇଛି | ଏହା ସହିତ, ବର୍ତ୍ତମାନ ସମଗ୍ର ଭାରତରେ ହିମନ୍ତଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ |!-->…