Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନିର୍ବାଚନ ଚିହ୍ନକୁ ନେଇ ପକ୍ଷପାତ ଅଭିଯୋଗ, ଇସିଙ୍କୁ ଚିଠି ଲେଖିଲେ ଉଦ୍ଧବ
ମୁମ୍ବାଇ: ଦଳୀୟ ଚିହ୍ନକୁ ନେଇ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀରେ ଜାରି ରହିଛି ବିବାଦ। ଏହାରି ଭିତରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏନେଇ ସେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଜଣାଇଛନ୍ତି।
ରିପୋର୍ଟ ଅନୁଯାୟୀ, ଚିଠିରେ ଉଦ୍ଧବ ୧୨ଟି!-->!-->!-->…
୩ ଘଣ୍ଟା ଅଟକ ରଖିବା ପରେ ଆପ୍ର ଗୁଜରାଟ ମୁଖ୍ୟଙ୍କୁ ଛାଡ଼ିଲା ପୁଲିସ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପର୍କରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗରେ ଫସିଥିବା ଆପର ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଦୀର୍ଘ ୩ ଘଣ୍ଟା ଅଟକ ରଖିବା ପରେ ରିଲିଜ୍ କରିଛି ଦିଲ୍ଲୀ ପୁଲିସ୍। ଆଜି ପୁଲିସ୍ ତାଙ୍କୁ ନ୍ୟାଶନାଲ କମିଶନ ଅଫ ୱମେନ ବା ଜାତୀୟ!-->…
ପୁଣି ଫେରିଲା କରୋନା: ବନ୍ଦ ହେଲା ଅନେକ ସ୍କୁଲ, ଲାଗିଲା କଟକଣା
ସଙ୍ଘାଇ: ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ ଚାଇନାର ପିଛା ଛାଡ଼ୁନି ଏହି ମାରାତ୍ମକ ଭାଇରସ। ପୁଣିଥରେ ଚାଇନାର ଅନ୍ୟତମ ବଡ଼ ସହର ସଙ୍ଘାଇକୁ କରୋନା ଫେରିଛି। ଏଠାରେ ବୁଧବାର ୩ ମାସ ମଧ୍ୟରେ ସବୁଠାରୁ ଅଧିକ ଦୈନକ ସଂକ୍ରମଣ ରେକର୍ଡ ହୋଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ!-->…
ତନ୍ତ୍ର ସାଧନା କରି ଝିଅକୁ ବଳି ଦେଲା ବାପା
ଅହମ୍ମଦାବାଦ: କେରଳରେ ଧନ ସମ୍ପତ୍ତି ଲୋଭରେ ଦମ୍ପତି ଦୁଇ ଜଣ ମହିଳାଙ୍କୁ ବଳି ଦେଇଥିବା ମାମଲା ଥଣ୍ଡା ନପଡୁଣୁ ଆଉ ଏକ ସମାନ ମାମଲା ଏବେ ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ଜଣେ ବାପା ନିଜ ଜନ୍ମ କଲା ଝିଅକୁ ତନ୍ତ୍ର ସାଧନା କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗୁଜରାଟର ଗିର!-->!-->!-->…
କ୍ୟାବିନେଟ ନିଷ୍ପତ୍ତି : ତେଲ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଦିଆଯିବ ୨୨ ହଜାର କୋଟି,ରେଳ କର୍ମଚାରୀଙ୍କ ୭୮ ଦିନର…
ନୂଆଦିଲ୍ଲୀ : ଘରୋଇ ରନ୍ଧନ ଗ୍ୟାସ ବାବଦ କ୍ଷତି ଭରଣା ପାଇଁ ସରକାର ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନଙ୍କୁ ୨୨ ହଜାର କୋଟି ପ୍ରଦାନ କରିବେ । ଏହି କମ୍ପାନିମାନେ ହେଲେ ହିନ୍ଦୁସ୍ତାନ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ ଓ ଅଏଲ ଇଣ୍ଡିଆ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ!-->…
୧୪ ଲକ୍ଷ ଲୋକଙ୍କୁ ଜେଲରେ ପୁରାଇଛି ଚୀନ
ବେଜିଂ : ଆଗକୁ ଚୀନ କମ୍ୟୁନିଷ୍ଟ ପାର୍ଟିର ୨୦ତମ କଂଗ୍ରେସ ରହିଛି । ଏହି ସମ୍ମିଳନୀରେ ସି ଜିନପିଙ୍ଗଙ୍କୁ ୩ୟ ଥର ପାଇଁ ରାଷ୍ଟ୍ରପତି ଚୟନ କରାଯିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସରକାର ଅଭୁତପୂର୍ବ ସତର୍କତା ଅବଲମ୍ବନ କରୁଛନ୍ତି । ଯେପରି କୌଣସିଠାରେ ବିରୋଧରେ ସ୍ବର ନ!-->…
ହନୁମାନଙ୍କ ମନ୍ଦିର ପାଇଁ ନିଜ ଜମି ଦାନ କରିଦେଲେ ଏହି ମୁସଲମାନ ଦମ୍ପତି
ଲକ୍ଷ୍ନୌ: ମୋ ସମ୍ପତି ଯାଉ ପଛେ, ମନ୍ଦିର ଆଗ ନିର୍ମାଣ ହେଉ | କିଛି ଏଭଳି ଚିନ୍ତା କରି ମନ୍ଦିର ନିର୍ମାଣ ପାଇଁ ନିଜର ବହୁ ମୂଲ୍ୟ ଜମି ପ୍ରଶାସନକୁ ଦାନ କରିଦେଇଛନ୍ତି ଜଣେ ମୁସଲମାନ ବ୍ୟକ୍ତି | ବାସ୍ତବରେ ହିନ୍ଦୁ-ମୁସଲମାନ ଏକତାର ଏମିତି ଏକ ଅନନ୍ୟ ଉଦାହରଣ ଉତ୍ତରପ୍ରଦେଶର ଶାହାଜାହାନପୁର!-->…
ରେଳ କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳୀ ଉପହାର ମିଳିବ ୭୮ ଦିନର ବୋନସ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରେଳ କର୍ମଚାରୀଙ୍କୁ ୭୮ଦିନର ବେତନ ସହ ସମାନ ଉତ୍ପାଦକତା ଆଧାରିତ ବୋନସ ପ୍ରଦାନ କରିବା ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁର କରାଯାଇଛି ।ପ୍ରତିବର୍ଷ!-->…
କୋଲକାତାର ବାସିନ୍ଦା ଓ ବିଜେପିରେ ଯୋଗ ନଦେବାରୁ ଗାଙ୍ଗୁଲିଙ୍କୁ ବିସିସିଆଇ ଅଧ୍ୟକ୍ଷ ପଦରୁ ହଟାଯାଉଛି: ଟିଏମସି
ନୂଆଦିଲ୍ଲୀ: ବିସିସିଆଇ ବର୍ତ୍ତମାନ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି ନିଶ୍ଚିତ କରିଛି। କିଛି ଦିନ ମଧ୍ୟରେ ବୋର୍ଡର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ବିସିସିଆଇ ଅଧ୍ୟକ୍ଷ ଥିବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବୃଦ୍ଧି ନକରି ତାଙ୍କ!-->…
ଭାରତଠୁ ୬୦ ଲକ୍ଷ ମଶାରି କିଣିବ ପାକିସ୍ତାନ
ଇସଲାମାବାଦ: ଭୟାବହ ବନ୍ୟା ପରେ ଏବେ ପଡୋଶୀ ଦେଶ ପାକିସ୍ତାନକୁ ଘାରିଛି ଡେଙ୍ଗୁ ମ୍ୟାଲେରିଆ ଭୟ। ଏଠାରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାଯୋଗୁ ମ୍ୟାଲେରିଆର ମୁକାବିଲା ପାଇଁ ଭାରତଠାରୁ ୬୦ ଲକ୍ଷରୁ ଅଧିକ ମଶାରି କିଣିବାକୁ ନିଷ୍ପତ୍ତି ନେଇଛି!-->…