Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଇମ୍ରାନ୍ଙ୍କ ବିରୋଧରେ ଗିରଫ ପରୱାନା
ଇସଲାମାବାଦ୍ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଇସଲାମବାଦ୍ର ଏକ ଅଦାଲତ ଗିରଫ ପରୱାନା ଜାରି କରିଛନ୍ତି । ଗତ ଅଗଷ୍ଟ ୨୦ରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବା ସମୟରେ ଇମ୍ରାନ୍ ଜନୈକ ମହିଳା ବିଚାରପତିଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା!-->…
ଜେଲ୍ରୁ ଖସିଗଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ
ଚଣ୍ଡିଗଡ଼: ଜେଲ୍ରୁ ଖସିଗଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ। ଶନିବାର ସେଣ୍ଟ୍ରାଲ ଇନ୍ଭେଷ୍ଟିଗେସନ ଏଜେନ୍ସି(ସିଆଇଏ)ର ଅଧିକାରୀ ହତ୍ୟାକାରୀ ଦୀପକ ଓରଫ ତିନୁକୁ ରାତି ୧୧ଟା ବେଳେ ଅନ୍ୟତ୍ର ନେଇଯାଉଥିବା ବେଳେ ସେ ଖସିଯାଇଥିଲା। ଘଟଣାଟି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ସତ।!-->…
କିଛି ବିଧାୟକ ଅମିତ ଶାଙ୍କ ସହ ବୈଠକ କରିଛନ୍ତି : ଗେହେଲୋଟ
ନୂଆଦିଲ୍ଲୀ: ରାଜସ୍ଥାନରେ ଗେହଲୋଟ୍ ଓ ପାଇଲଟଙ୍କ ମଧ୍ୟରେ ଫାଇଟ୍ ଲାଗି ରହିଛି। ଆଜି ପୁଣିଥରେ ପାଇଲଟଙ୍କୁ ଟାର୍ଗେଟ୍ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍। କିଛି କଂଗ୍ରେସ ବିଧାୟକ ଭାବୁଛନ୍ତି ଯେ ଅନ୍ୟ କାହାକୁ ଗ୍ରହଣ କରିବା ଅପେକ୍ଷା ବିଦ୍ରୋହ କରିବା ଉଚିତ୍। ତେଣୁ!-->…
ଗାନ୍ଧୀ ଜୟନ୍ତୀରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଅକ୍ଟୋବର ଦୁଇ, ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ପୂର୍ବତନ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜନ୍ମ ବାର୍ଷିକୀ। ଏଥିପାଇଁ ସାରା ବିଶ୍ୱ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି!-->…
କାନପୁରରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩୨ ମୃତ
କାନପୁର: ଉତ୍ତର ପ୍ରଦେଶ କାନପୁରରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ୩୨ ଜଣଙ୍କ ମଧ୍ୟରୁ ୨୭ ଜଣଙ୍କର ଶନିବାର ରାତିରେ ଏକ ଟ୍ରାକ୍ଟର-ଟ୍ରଲି ପୋଖରୀ ଭିତରକୁ ଓଲଟି ପଡ଼ିବାର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିଂକାଶ ମହିଳା ଓ ଛୋଟ ପିଲା!-->…
ଫୋନ୍ରେ ହ୍ୟାଲୋ ବଦଳରେ ବନ୍ଦେ ମାତରମ କହିବା ବାଧ୍ୟତାମୁଳକଲେ ସରକାର
ମୁମ୍ବାଇ: ଫୋନ୍ ଆସିଲେ ଏବେ ଆପଣ ଆଉ ହ୍ୟାଲେ କହିପାରିବେ ନାହିଁ। ହ୍ୟାଲୋ ବଦଳରେ ଆପଣଙ୍କୁ ବନ୍ଦେ ମାତରମ କହିବାକୁ ପଡ଼ିବ। ମହାରାଷ୍ଟ୍ରରେ ଏଭଳି ନିୟମ ଲାଗୁ ହୋଇଛି। ଏନେଇ ମହାରାଷ୍ଟ୍ର ସରକାର ଗତକାଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ସରକାରୀ କର୍ମଚାରୀ, ସରକାର!-->…
ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ
ଡେରାଡୁନ: ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ। କେଦାରନାଥ ମନ୍ଦିର ନିକଟ ଧସିଲା ବିଶାଳକାୟ ବରଫ ଖଣ୍ଡ। ହିମାଳୟ ପର୍ବତରୁ ବିଶାଳକାୟ ବରଫ ଖଣ୍ଡ ଧସିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।
ଶ୍ରୀବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷଙ୍କ!-->!-->!-->…
ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡ଼ଗେ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ପ୍ରତିଦ୍ବନ୍ଦ୍ବିତା କରିବାକୁ ପ୍ରାର୍ଥୀପତ୍ର ଦାଖଲ କରିବାର ଦିନକ ପରେ ରାଜ୍ୟସଭା ବିରୋଧୀ ଦଳ ପଦରୁ ଇସ୍ତଫା ଦେଇଥିବା କଥା ବିଶେଷସୂତ୍ରରୁ ପ୍ରକାଶ।
ଉଦୟପୁର ପ୍ରସ୍ତାବନା ‘ଏକ ନେତା ଏକ ପଦବୀ’ ଆଧାରରେ ଆଜି ଖଡ଼ଗେ କଂଗ୍ରେସର ଅସ୍ଥାୟୀ!-->!-->!-->…
ପୋଲାଭରମ ବିବାଦ: ଅକ୍ଟୋବର ୭ରେ ପରବର୍ତ୍ତୀ ବୈଠକ
ନୂଆଦିଲ୍ଲୀ : ଗୋଦାବରୀ ନଦୀରେ ପୋଲାଭରମ ଜଳସେଚନ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନରୁ ଲାଗିରହିଥିବା ବିବାଦର ଆପୋସ ସମାଧାନ ଲାଗି ଗତକାଲି କେନ୍ଦ୍ର ଜଳସଂପଦ ସଚିବ ପଙ୍କଜ କୁମାର ବୈଠକ ଡାକିଥିଲେ। ସ୍ଥାନୀୟ ଶ୍ରମଶକ୍ତି ଭବନ!-->…
ନାଟୋ ଦେଶର ସଦସ୍ୟ ହେବା ପାଇଁ ୟୁକ୍ରେନର ଆବେଦନ
ଋଷ ୟୁକ୍ରେନର ୪ଟି ଅଞ୍ଚଳକୁ ଦଖଲ କରିନେବା ପରେ ୟୁକ୍ରେନ ନାଟୋ ଦେଶର ସଦସ୍ୟ ହେବା ପାଇଁ ଆବେଦନ କରିଛି। ଶୁକ୍ରବାର ୟୁକ୍ରେନ ମିଡିଆ ଏହି ସୂଚନା ଦେଇଛି। ପୁଟିନ ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ଋଷ ସହିତ ମିଶାଇବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ପୁଟିନଙ୍କ ଏହି ପଦକ୍ଷେପ ପରେ!-->…