Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିମାନ ବନ୍ଦରରେ ଆଖିବୁଜା ଗୁଳିମାଡ଼, ବିମାନ ଉଡାଣ ବାତିଲ
ଅଷ୍ଟ୍ରେଲିଆ: ବିମାନ ବନ୍ଦରରେ ଆଖିବିଜା ଗୁଳିମାଡ଼। ବନ୍ଦ ହେଲା ଟର୍ମିନାଲ, ବାତିଲ ହେଲା ସମସ୍ତ ବିମାନ ଉଡାଣ। ଅଷ୍ଟ୍ରେଲିଆର କ୍ୟାନବରା ବିମାନ ବନ୍ଦରରେ ଏଭଳି କିଛି ଗୁଳିମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗୁଳିମାଡ଼ କରିଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି।ପୁଲିସ ସୂଚନା ମୁତାବକ,!-->…
ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ୭୬ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଦେଶବାସୀଙ୍କୁ ପ୍ରଥମ ଥର ପାଇଁ ସେ ସମ୍ବୋଧନ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ!-->…
ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ
ଲକ୍ଷ୍ନୌ: ‘ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବୁ। ୧୫ ଦିନ ଭିତରେ ରେଜଲ୍ଟ ଦେଖିବ। ତୁମମାନେ ଆମକୁ ଯେତିକି କନ୍ଦେଇଛ ତା’ର ପ୍ରତି ଲୁହର ହିସାବ ଦେବାକୁ ପଡିବ।’ ଏଭଳି କିଛି ଧମକପୂର୍ଣ୍ଣ ଚିଠି ମିଳିଛି। ସଲମାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଉତ୍ତର!-->…
ହସପିଟାଲରେ ଭର୍ତ୍ତି ହେଲେ ଗିରଫ ଟିଏମସି ନେତା
କୋଲକାତା: ବେଆଇନ ଗୋରୁ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଟିଏମସିର ବୀରଭୂମ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋଲକାତା ଆଲିପୋରର ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନୁବ୍ରତ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା!-->…
୨ ବଂଲାଦେଶୀ ନାଗରିକ ଗିରଫ, ୧୧ ଟି ନକଲି ପାସପୋର୍ଟ ଜବତ
ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ପୁଲିସକୁ ବଡ଼ ସଫଳତା ମିଳିଛି। ରବିବାର ୨ ବଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୧ ଟି ନକଟଲି ପାସପୋର୍ଟ ଏବଂ ୧୦ ଟି ଷ୍ଟାମ୍ପ ଜବତ କରିଛି ପୁଲିସ। ସୂଚନାନୁସାରେ, ସହରରେ କଡ଼ାକଡ଼ି ଯାଞ୍ଚ ଚାଲିଛି।!-->…
ଫଡ଼ନାଭିସିଙ୍କୁ ମିଳିଲା ଗୃହମନ୍ତ୍ରଣାଳୟ, ଏକନାଥ ରଖିଲେ ନଗର ଉନ୍ନୟନ
ମୁମ୍ବାଇ: ମହାରାଷ୍ଟ୍ରର ନୂଆ ସରକାରରେ ହୋଇଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଡେବେନ୍ଦ୍ର ଫଡ଼ନାଭିସଙ୍କୁ ମିଳିଛି ଗୃହ ମନ୍ତ୍ରଣାଳୟ। ସେହିପରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ତାଙ୍କ ପାଖରେ ନଗର ଉନ୍ନୟନ ମନ୍ତ୍ରଣାଳୟ ରଖିଛନ୍ତି। ସେହପରି ଫଡ଼ନାଭିସଙ୍କୁ ଆଇନ,!-->…
ପତ୍ନୀଙ୍କ ସହ ଘରେ ତ୍ରିରଙ୍ଗା ଲଗାଇଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ 'ହର ଘର ତିରଙ୍ଗା' ଅଭିଯାନ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନରେ ଦେଶର ଅନେକ ଲୋକ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା ଲଗାଇଥିବାର ଦେଖିବାକୁ ମିଳିଛି। ଏହିକ୍ରମରେ ଶନିବାର ସକାଳେ!-->…
‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ଅଭିନେତା ଅମୀର ଖାନ୍
ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା'କୁ ନେଇ ବିବାଦ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଏହି ଚଳଚିତ୍ରକୁ ବୟ କଟ କରିବାକୁ ମଧ୍ୟ ଦାବି ହେଉଛି । ତେବେ ଏହାରି ମଧ୍ୟରେ ଅଭିନେତା ଅମୀର ଖାନ 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନରେ ସାମିଲ ହୋଇ ,ମୁମ୍ବାଇ ସ୍ଥିତ ନିଜ!-->…
କମନ ୱେଲଥ ଗେମ୍ ମେଡ଼ାଲ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କ୍ରୀଡ଼ା କ୍ଷେତ୍ରରେ ଭାରତରେ ସୁବର୍ଣ୍ଣ ଯୁଗ ଚାଲିଛି ବୋଲି ଆଜି ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତୀୟ ଖେଳାଳିମାନଙ୍କୁ ନିଜ ବାସଭବନରେ ଆପ୍ୟାୟନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ!-->!-->!-->…
ଭାରତ ପାଇଁ ପୃଥିବୀ ବାହାରୁ ଆସିଲା ଶୁଭେଚ୍ଛା ବାର୍ତ୍ତା
ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ଭାରତର ସ୍ୱାଧୀନତାକୁ ୭୫ ବର୍ଷ ପୂରିଯିବ। ଏଥିସହ ଦେଶ ସ୍ୱାଧୀନତାର ୭୬ ବର୍ଷରେ ପାଦ ଦେବ। ଏହି ୭୫ ବର୍ଷର ସ୍ୱାଧୀନତାକୁ ଦେଶବାସୀ ବେଶ ଗର୍ବର ସହ ପାଳନ କରୁଛନ୍ତି। ଚାରିଆଡ଼ୁ ଏଥିପାଇଁ ଭାରତକୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଛି। ହେଲେ ଏବେ ପୃଥିବୀ!-->…