Browsing Category

ଦେଶ

ଆଇଆଇଟି ମାଡ୍ରାସ ଦେଶର ୧ନଂ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସ ପୁଣିଥରେ ଦେଶର ୧ନଂ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି। ନ୍ୟାଶନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ପକ୍ଷରୁ ଆଜି ଦେଶର ଶ୍ରେଷ୍ଠ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଙ୍ଗ ଜାରି କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଟାର୍ଗେଟ୍‌’ କରିବା ପାଇଁ ଯୋଜନା କରିଥିବା ଆତଙ୍କବାଦୀ ସଂଗଠନରେ ଚଢ଼ାଉ କଲା ବିହାର…

ପାଟନା: ୨୦୦୭ ସୁଦ୍ଧା ଭାରତକୁ ଇସ୍‌ଲାମୀୟ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୋଜନା କରୁଥିବା ସନ୍ଦିଗ୍ଧ ଆତଙ୍କବାଦୀ ସଙ୍ଗଠନ ଉପରେ ଚଢ଼ାଉ କରିବା ସହ ଜୁଲାଇ ୧୨ ପାଟନା ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଟାର୍ଗେଟ୍‌’ କରିବା ଲାଗି ହୋଇଥିବା ‌ଷଡ଼ଯନ୍ତ୍ର ବିଷୟରେ ବିହାର ପୁଲିସ…

ମାଳଦ୍ବୀପରୁ ସିଙ୍ଗାପୁର ଗଲେ ଗୋଟାବାୟା ରାଜପକ୍ଷେ, ସେଠାରୁ ସାଉଦୀ ଆରବ ଯିବେ

ମାଲେ: ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆଜି ମାଳଦ୍ବୀପରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ସେଠାରୁ ସେ ସାଉଦୀ ଆରବ ଯିବ‌େ ବ‌ୋଲି ‘ଦି ଆସୋସିଏଟ୍‌ ପ୍ରେସ୍‌’ ରିପୋର୍ଟ କରିଛି।ଉପରୋକ୍ତ ସମ୍ବାଦ ସରବରାହ ସଂସ୍ଥାନକୁ ମାଳଦ୍ବୀପର ଜଣେ ସରକାରୀ ଅଧିକାରୀ…

ଜବତ ଆକାଉଣ୍ଟକୁ ଚାଲୁ କରିବା ପାଇଁ ୯୫୦ କୋଟି ଦେବ ଭିଭୋ

ନୂଆଦିଲ୍ଲୀ: ଚାଇନିଜ ସ୍ମାର୍ଟଫୋନ ମେକର ଭିଭୋକୁ ସର୍ତ୍ତମୂଳକ ଆଶ୍ୱସ୍ତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ମନି ଲଣ୍ଡରିଂ ମାମଲାରେ ଫସିଥିବା କମ୍ପାନୀର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। ଏବେ ଏଗୁଡ଼ିକୁ ପୁଣି ଚାଲୁ କରିବା ପାଇଁ ଭିଭୋକୁ ହାଇକୋର୍ଟ…

ଶ୍ରୀଲଙ୍କାରେ ଅରାଜକତା, ପଦ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ

କଲମ୍ବୋ: ଆର୍ଥିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାରେ ଅରାଜକତା ଚରମସୀମାରେ ପହଞ୍ଚିଥିବା ବେଳେ ବିକ୍ଷୋଭ ଯୋଗୁ ଗତକାଲି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅସ୍ଥିରତା ଯୋଗୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଦେଶ ଛାଡ଼ି ପଳାୟନ କରିବା ପରେ ଦେଶରେ ରାଜନୈତିକ ପରିସ୍ଥିତି ଜଟିଳ ହେବାରେ…

ବିଦେଶରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା, ପ୍ରତିବାଦ କଲା ଭାରତ

ନୂଆଦିଲ୍ଲୀ: ଅହିଂସାର ବାର୍ତ୍ତାବହ ତଥା ବିଶ୍ୱଶାନ୍ତିର ପଥପ୍ରଦର୍ଶକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କାନାଡ଼ାରେ ଭାଙ୍ଗି ଦିଆଯାଇଛି। ଏହାକୁ କଡ଼ା ଭାଷାରା ନିନ୍ଦା କରିଛି ଭାରତ।କାନାଡ଼ା ଓଣ୍ଟାରିଓରେ ରିଚମଣ୍ଡ ହିଲ ସିଟିରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଛି।…

ବର୍ଷା ପାଇଁ ବିଜେପି ବିଧାୟକଙ୍କୁ କାଦୁଅରେ ଗାଧୋଇ ଦେଲେ ମହିଳା

ଲକ୍ଷ୍ନୌ: ପ୍ରବଳ ଖରାରେ ଆଉଟ ପାଉଟ ହେଉଥିବା ଲୋକମାନେ ଅଭିନବ ଉପାୟରେ ଇନ୍ଦ୍ର ଦେବକୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଛନ୍ତି। ଭଲ ବର୍ଷା ପାଇଁ ଉତ୍ତର ପ୍ରଦେଶର ମହାରାଜଗଞ୍ଜର ମହିଳାମାନେ ସ୍ଥାନୀୟ ବିଜେପି ବିଧାୟକଙ୍କୁ କାଦୁଅରେ ଗାଧୋଇ ଦେଇଛନ୍ତି। ଏହାଦ୍ୱାରା ଗାଁ ତଥା ଜିଲ୍ଲାରେ ଜାରି…

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍‌: ଆଗରେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସ୍‌ରେ ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ନେତା ଋଷି ସୁନକ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚନୟ ଲାଗି ହୋଇଥିବା ପ୍ରଥମ ରାଉଣ୍ଡ ଭୋଟିଂରେ ଋଷି ସୁନକଙ୍କୁ ଜବରଦସ୍ତ ସମର୍ଥନ ମିଳିଛି । ୮୮ ଭୋଟ ସହ ସବୁଠାରୁ…

ସୋନିଆ ଗାନ୍ଧି ହେଉଛନ୍ତି ବାଘୁଣୀ : ମଲ୍ଲିକାର୍ଜୁନ ଖାଡ଼ଗେ

ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନୋଟିସ୍‌ ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ଏନେଇ ବୁଧବାର ଦଳ ପକ୍ଷରୁ ବରିଷ୍ଠ ନେତାଙ୍କ ବୈଠକରେ ନିଷ୍ପତ୍ତି ହୋଇଛି।କରୋନାରୁ ସୁସ୍ଥ ହେବା ପରେ ସୋନିଆ ଗାନ୍ଧିଙ୍କୁ ଜୁଲାଇ ୨୧ରେ…

ମହାରାଷ୍ଟ୍ରରେ କମିଲା ତୈଳ ଦର, କଥା ଦେଇ କଥା ରଖିଲେ ସିନ୍ଦେ ସରକାର

ମୁମ୍ବାଇ: କଥା ଦେଇ କଥା ରଖିଲେ ନୂଆ ମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ରରେ ପେଟ୍ରୋଲ ଦର କମିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତୈଳ ଉପରେ ଭାଟ ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ ଦର ଲିଟର ପ୍ରତି ୫ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୩ ଟଙ୍କା ହ୍ରାସ ପାଇଛି। ରାଜ୍ୟ କ୍ୟାବିନେଟରେ ଏ…