Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଖାଇରେ ପଡ଼ିଯିବାରୁ ସ୍କୁଲ୍ ପିଲାଙ୍କ ସମେତ ୧୬ ମୃତ
କୁଲୁ: ଆଜି ବଡ଼ି ସକାଳେ ହିମାଚଳ ପ୍ରଦେଶର ସୈଞ୍ଜ୍ ଉପତ୍ୟକାରେ ଥିବା ଗଭୀର ଖାଇ ମଧ୍ୟକୁ ଗୋଟାଏ ଘରୋଇ ବସ୍ ପଡ଼ିଯିବାରୁ ସ୍କୁଲ୍ ପିଲାଙ୍କ ସମତେ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।କୁଲ୍ଲୁର ଡେପୁଟି କମିସନର୍ ଆଶୁତୋଷ ଗର୍ଗ!-->…
ନିଜ ଦାୟିତ୍ବରେ ଦୁର୍ନୀତି କରିବାକୁ ‘ତୃଣମୂଳ କଂଗ୍ରେସ’କର୍ମୀଙ୍କୁ କହିଲେ ପଶ୍ଚିମବଙ୍ଗ ମନ୍ତ୍ରୀ
କୋଲ୍କାତା: ଯଦି କୌଣସି ଦୁର୍ନୀତି କରୁଥାଅ, ନିଜ ଦାୟିତ୍ବରେ କର। ସେଥିପାଇଁ ଦଳ ଦାୟୀ ହେବନାହିଁ ବୋଲି ବୋଲପୁରରେ ଆୟୋଜିତ ‘ତୃଣମୂଳ କଂଗ୍ରେସ କର୍ମୀ’ ସମ୍ମିଳନୀରେ ‘ବୁଥ୍ ପ୍ରେସିଡେଣ୍ଟ୍’ମାନଙ୍କୁ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଚନ୍ଦ୍ରନାଥ ସିଂହ କହିଛନ୍ତି। କିନ୍ତୁ, ୨୦୨୪!-->…
ପୃଥକ୍ ତାମିଲନାଡୁ ପାଇଁ ଆମକୁ ବାଧ୍ୟ କରନାହିଁ: ‘ଡିଏମ୍କେ’ର ଏ. ରାଜା
ନମକ୍କଲ୍: ପୃଥକ୍ ତାମିଲନାଡୁ ଦାବି ଉତ୍ଥାପନ କରିବା ପାଇଁ ଆମକୁ ବାଧ୍ୟ କରନାହିଁ ବୋଲି ରବିବାର ଦିନ ‘ଡିଏମ୍କେ’ ସାଂସଦ ଏ. ରାଜା କେନ୍ଦ୍ର ସରକାରଙ୍କୁ କହିଛନ୍ତି।ନମକ୍କଲ୍ରେ ଆୟୋଜିତ ସ୍ଥାନୀୟ ସଙ୍ଗଠନର କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ରାଜା କହିଲେ, ଆମକୁ ସ୍ବାତନ୍ତ୍ରତା!-->…
ପାକିସ୍ତାନରେ ମିଲିଟାରୀ ପୋଷ୍ଟ ସ୍ଥାପନ ପାଇଁ ପୁଣି ଦାବି କଲା ଚୀନ
ଇସଲାମାବାଦ : ପାକିସ୍ତାନରେ ଚୀନ ସେନା ମୁତୟନ ପାଇଁ ପୁଣି ଦାବି କରିଛି ବେଜିଂ । ଇସ୍ଲାମାବାଦ ଗସ୍ତରେ ଥିବା ଚୀନର ଜଣେ ପ୍ରଭାବଶାଳୀ ନେତା ଓ କୂଟନୀତିଜ୍ଞ ୟାଙ୍ଗ ଜେଇଚି ଏହି ଦାବି ଉଠାଇଛନ୍ତି । ସେ ହେଉଛନ୍ତି ଚୀନ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କମିଟିର ପଲିଟିକାଲ ବ୍ୟୁରୋର ସଦସ୍ୟ ।!-->…
ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଅଙ୍କିତ ଗିରଫ
ନୂଆଦିଲ୍ଲୀ: ସିଙ୍ଗରରୁ ରାଜନେତା ବିନିଥିବା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଥିବା ଅଙ୍କିତ ସିର୍ସାକୁ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ ଗିରଫ କରିବାକୁ ସକ୍ଷମ ହୋଇଛି। ଅଙ୍କିତ ସହ ତା’ର ସହଯୋଗକୁ ମଧ୍ୟ ଗିରଫ କରାଯାଇଛି। ପୁଲିସ କହିଛି ଯେ ସ୍ପେଶାଲ ସେଲର ଅଧିକାରୀ!-->…
ସିଡ଼ିରୁ ଗଳି ପଡ଼ିଲେ ଲାଲୁ ପ୍ରସାଦ, ଆଇସିୟୁରେ ଭର୍ତ୍ତି ହେଲେ
ପାଟନା: ଘର ସିଡ଼ିରୁ ଖସି ପଡ଼ି ଗୁରୁତର ହୋଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ସିଡ଼ିରୁ ପଡ଼ିଯିବାରୁ ତାଙ୍କ କାନ୍ଧ ଭାଙ୍ଗି ଯାଇଛି। ରବିବାର ରାତିରେ ଲାଲୁ ସିଡ଼ିରୁ ଖସି ପଡ଼ିଥିବା ବେଳେ ସୋମବାର ଭୋର ସମୟରେ ସେ!-->…
୬ ମାସ ଭିତରେ ଭାଙ୍ଗିବ ସିନ୍ଦେ ସରକାର: ଶରଦ ପାୱାର
ମୁମ୍ବାଇ: ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏଥିପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ବଡ଼ ବୟାନ ଦେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ସିନ୍ଦେଙ୍କ ନେତୃତ୍ୱରେ ଆରମ୍ଭ!-->…
ଇନ୍ଧନ ସଙ୍କଟ ଯୋଗୁ ଶ୍ରୀଲଙ୍କାରେ ବନ୍ଦ ହେଲା ସବୁ ସ୍କୁଲ
କଲମ୍ବୋ: ସାଂଘାତିକ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଆଜି ଠାରୁ ଶ୍ରୀଲଙ୍କାରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଏ ସମ୍ପର୍କରେ ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି। ଜୁଲାଇ ୪ରୁ ସପ୍ତାହ ଧରି ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସେ କହିଛନ୍ତି। ଏହାପୂର୍ବରୁ!-->…
ଅହମଦାବାଦର ନାଁ ଆଦାନୀବାଦ ରଖିବାକୁ ପରାମର୍ଶ ଦେଲେ କେଟିଆର
ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦକୁ ଭାଗ୍ୟନଗର ଭାବେ ସମ୍ବୋଧନ କରିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ଭାଗ୍ୟନଗର କରାଯିବ ବୋଲି ମଧ୍ୟ ଦଳର ନେତାମାନେ ମତ ରଖିଛନ୍ତି। ଏହି ନାଁ ପରିବର୍ତ୍ତନ ଚର୍ଚ୍ଚା ଭିତରେ!-->…
ମହାରାଷ୍ଟ୍ର ବିଧାନସଭାରେ ଆସ୍ଥାଭୋଟ୍ : ସିନ୍ଦେ ବିଜୟୀ
ମୁମ୍ବାଇ: ଦୀର୍ଘ ୨ ସପ୍ତାହର ଛକାପଞ୍ଝା ପରେ ମହାରାଷ୍ଟ୍ରରେ ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ସରକାର କାର୍ଯ୍ୟ ଆରମ୍ଭ କରିଛି। ବିଜେପି ସମର୍ଥନରେ ସିନ୍ଦେ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆଜି ସେ ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ବାଜି ମାରିଛନ୍ତି। ତାଙ୍କ ସପକ୍ଷରେ ୧୬୪!-->…