Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସଂଖ୍ୟାଲଘୁଙ୍କୁ ନେଇ ଆମେରିକାର ରିପୋର୍ଟକୁ ଭାରତର କଡ଼ା ନିନ୍ଦା
ନୂଆଦିଲ୍ଲୀ : ଆମେରିକା ବିଦେଶ ବିଭାଗ ଦ୍ବାରା ଗୁରୁବାର ଦିନ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ସଂକ୍ରାନ୍ତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି ଏବଂ ଧର୍ମାନୁଷ୍ଠାନମାନଙ୍କରେ ଆକ୍ରମଣ ବଢ଼ୁଛି। ଭାରତ ଆମେରିକାର ଏହି!-->…
ଜମ୍ମୁକଶ୍ମୀରରେ ଟାର୍ଗେଟ୍ କିଲିଂ: ୧୭୭ କଶ୍ମୀର ପଣ୍ଡିତଙ୍କୁ ଟ୍ରାନ୍ସଫର
ଶ୍ରୀନଗର: ଜମ୍ମୁକଶ୍ମୀରରେ ଦିନକୁ ଦିନ ଟାର୍ଗେଟ କିଲିଂ ବଢ଼ିବାରେ ଲାଗିଛି। ଏହାରି ଭିତରେ ସ୍ଥାନୀୟ ସରକାର କଶ୍ମୀର ପଣ୍ଡିତଙ୍କୁ ସୁରକ୍ଷାକୁ ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ନିଯୁକ୍ତ କରାଯାଇଥିବା ୧୭୭ଜଣ କଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ଜିଲ୍ଲା!-->…
ଅଶାନ୍ତ କାନପୁର : ଦୁଇ ସମ୍ପ୍ରଦାୟ ମୁହାଁମୁହିଁ, ୩୬ ଗିରଫ
ଲକ୍ଷ୍ନୌ: ମହମ୍ମଦଙ୍କ ବିରୋଧରେ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟଙ୍କୁ ନେଇ ଉତ୍ତରପ୍ରଦେଶ କାନପୁରର ବେକନଗଞ୍ଜ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଛି ସାମ୍ପ୍ରଦାୟିକ ହିଂସାକାଣ୍ଡ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ଏହି ହିଂସାକାଣ୍ଡରେ ବହୁ ଜଣ ଆହତ ହୋଇଥିବା ବେଳେ!-->…
ଆତ୍ମ-ବିବାହ ହିନ୍ଦୁବାଦ ବିରୋଧୀ: ବିଜେପି ନେତ୍ରୀ ସୁନୀତା ଶୁକ୍ଳା
ଅହମଦାବାଦ: ଜୁନ୍ ୧୧ ତାରିଖ ଦିନ ଆତ୍ମ-ବିବାହ (ନିଜକୁ ନିଜେ ବାହାହେବା) କରିବା ଲାଗି ନିଷ୍ପତ୍ତି ନେଇଥିବା ବଡ଼ଦୋରାର ୨୪ ବର୍ଷୀୟ କ୍ଷମା ବିନ୍ଦୁଙ୍କୁ ମନ୍ଦିରରେ ବାହା କରାଇ ଦେବେନାହିଁ ବୋଲି ଆଜି ସହରର ବିଜେପି ୟୁନିଟ୍ ମୁଖ୍ୟ ସୁନୀତା ଶୁକ୍ଳା କହିଛନ୍ତି।କ୍ଷମା ବିନ୍ଦୁଙ୍କ!-->…
‘ମଙ୍କିପକ୍ସ’ ପରୀକ୍ଷା ଲାଗି ୫ ବର୍ଷୀୟ ଉତ୍ତର ପ୍ରଦେଶ ବାଳିକାର ନମୁନା ସଂଗୃହୀତ ହୋଇଛି: ସରକାରୀ ଅଧିକାରୀ
ଗାଜିଆବାଦ: ‘ମଙ୍କିପକ୍ସ’ ପରୀକ୍ଷା ନିମନ୍ତେ ଜଣେ ୫ ବର୍ଷୀୟ ବାଳିକାର ନମୁନା ସଂଗ୍ରହ କରାଯାଇଛି ବୋଲି ଗାଜିଆବାଦର ମୁଖ୍ୟ ଚିକିତ୍ସା ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିଛନ୍ତି। ଦେହ କୁଣ୍ଡେଇ ହୋଇ ଘା’ ହୋଇଯାଉଥିବା କଥା ଝିଅଟି କହିବାରୁ ସତର୍କତାମୂଳକ!-->…
ସର୍ବସାଧାରଣ ସ୍ଥାନରେ ମାସ୍କ୍ ପିନ୍ଧିବାକୁ ଆଦେଶ ଦେଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ: କୋଭିଡ୍-୧୯ ସଂକ୍ରମଣ ମାମଲା ହଠାତ୍ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ଆଦେଶ ଜାରି କରିଛନ୍ତି।ବଢ଼ି ଚାଲୁଥିବା କୋଭିଡ୍ ସଂକ୍ରମଣ ମାମଲା!-->…
ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ…
ନୂଆଦିଲ୍ଲୀ: ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ ହୋଇପାରିବ ନାହିଁ। ଏନେଇ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ମାଣ କାର୍ଯ୍ୟ ଓ ଖଣି ଖନନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।ଜଷ୍ଟିସ ଏଲ୍. ନାଗେଶ୍ୱର!-->…
ଜ୍ଞାନବାପୀ ମସ୍ଜିଦରେ ପୂଜାପାଠ ପ୍ରସଙ୍ଗ : ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଶିଷ୍ୟ ସ୍ୱାମୀ…
ଲକ୍ଷ୍ନୌ: ଦେଶରେ ଥମୁନି ଜ୍ଞାନବାପୀ ମସଜିଦକୁ ନେଇ ଚର୍ଚ୍ଚା। ମସଜିଦ ଭିତରେ ଶିବଲିଙ୍ଗ ଥିବା କହି ହିନ୍ଦୁ ପକ୍ଷ ପୂଜା କରିବାକୁ ଅଡି ବସିଛନ୍ତି। ସେପଟେ ମୁସଲିମ ପକ୍ଷ ଏହାକୁ ବିରୋଧ ଜାରି ରାଖିଛନ୍ତି। ଦିନକୁ ଦିନ ଏହି ବିବାଦ ଘନେଇବାରେ ଲାଗିଛି। ଏହାରି ଭିତରେ ମସଜିଦ ଭିତରେ ପୂଜା ପାଠ!-->…
କରୋନା ସଂକ୍ରମଣ ବଢୁଛି, ୫ ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପୁଣି ବଢ଼ିଲା କରୋନା ସଂକ୍ରମଣ। ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହାସହ ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ!-->…
୧୯୯୦ରେ ପଣ୍ଡିତମାନେ କଶ୍ମୀର ଛାଡିଥିଲେ, ଆଉ ଏବେ ତାହା ପୁଣି ହେଉଛି: କେଜ୍ରିୱାଲ
ନୂଆଦିଲ୍ଲୀ: ଜାମ୍ମୁକଶ୍ମୀରରେ ଟାର୍ଗେଟ କିଲିଂକୁ ନେଇ ଆମ୍ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଘଟଣାକୁ ୧୯୯୦ ସହ ତୁଳନା କରିଛନ୍ତି | ଶୁକ୍ରବାର ଦିନ ସେ କହିଛନ୍ତି ଯେ କଶ୍ମୀରରେ ଉପୁଜିଥିବା ପରିସ୍ଥିତି ପାଇଁ ସାରା ଦେଶ!-->…