Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅନନ୍ତନାଗରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ
ଜମ୍ମୁ: ଆକ୍ସନ ମୋଡ୍ରେ ଭାରତୀୟ ସେନା। ଶନିବାର ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରିଛି କଶ୍ମୀର ଜୋନ୍ ପୁଲିସ। ସୂଚନା ଅନୁଯାୟୀ , ଶନିବାର!-->…
ଦେଶବାସୀଙ୍କ ମୁଣ୍ଡ ନଇଁଲା ଭଳି କିଛି କାମ କରିନି : ମୋଦି
ରାଜକୋଟ: ବିଗତ ୮ ବର୍ଷ ହେବ ଦେଶର ସେବା କରିବାରେ ସେ କୌଣସି ଅବହେଳା କରିନାହାନ୍ତି। ଏହି ୮ ବର୍ଷ ଭିତରେ ସେ ଏମିତି କିଛି କାମ କରିନାହାନ୍ତି ଯେଉଁଥି ପାଇଁ ଦେଶବାସୀଙ୍କୁ ଲାଜରେ ମୁଣ୍ଡ ନଇଁବାକୁ ପଡ଼ିବ। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ଗସ୍ତରେ ଥିବା ମୋଦି ଆଜି!-->…
ୟୁପି ବିଧାନସଭାରେ ଗୃହ କାର୍ଯ୍ୟ ବେଳେ ମୋବାଇଲ ମନା; ଗୃହରେ ମୋବାଇଲ୍ ଫୋନ୍ ବାଜିଲେ ହେବ ଜବତ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ପାଇଁ ଏକ ନୂତନ ନିୟମ ପ୍ରଣୟନ କରିଛନ୍ତି ବାଚସ୍ପତି ସତୀଶ ମହାନା। ନୂତନ ନିୟମ ଅନୁସାରେ ଏଣିକି ଗୃହ କାର୍ଯ୍ୟ ଚାଲିଥିବା ବେଳେ ଗୃହ ଭିତରେ ମୋବାଇଲ ମନା। ଏଥିସହ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମହାନା ଶୁକ୍ରବାର ଗୃହର ସଦସ୍ୟମାନଙ୍କୁ ଚେତାବନୀ!-->…
ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୦ ଟଙ୍କା ଲେଖା ବଢ଼ିଲା
ଇସଲାମବାଦ: କ୍ଷମତା ପରିବର୍ତ୍ତନ ପରେ ବି ସୁଧୁରୁନି ପାକିସ୍ତାନ ସ୍ଥିତି। ଦିନକୁ ଦିନ ଅଶାନ୍ତ ହୋଇପଡ଼ୁଥିବା ପାକିସ୍ତାନର ଆର୍ଥିକ ସ୍ଥିତି ବି ବିଗିଡ଼ିବାରେ ଲାଗିଛି। ଦେଶରେ ଫୁଟିଛି ମହଙ୍ଗା ବୋମା। ଲମ୍ବ ଡିଆଁ ମାଡ଼ିଛି ପେଟ୍ରୋଲ, ଡିଜେଲ ଦର । ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା!-->…
ପ୍ରଥମଥର ପାଇଁ ହିନ୍ଦୀ ଉପନ୍ୟାସକୁ ମିଳିଲା ବୁକର ପୁରସ୍କାର
ଲଣ୍ଡନ: ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସ୍ତରର ବୁକର ପୁରସ୍କାର ଜିତିଛି କୌଣସି ହିନ୍ଦୀ ଉପନ୍ୟାସ। ଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ଦ୍ୱାରା ରଚିତ ରେତ୍ ସମାଧି (Tomb Of Sand)କୁ ମିଳିଛି ଏହି ବୃହତ ସମ୍ମାନ। ଏଥିସହ କୌଣସି ଭାରତୀୟ ଭାଷାରେ ସମ୍ମାନଜନକ ଅନ୍ତର୍ଜାତୀୟ ବୁକର୍!-->…
ନାତୁଣୀକୁ ଅସଦାଚରଣ ଅଭିଯୋଗ ଆସିବା ପରେ ଜୀବନ ହାରିଲେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ
ନୂଆଦିଲ୍ଲୀ: ନାତୁଣୀକୁ ଅସଦାଚରଣ ଅଭିଯୋଗ ଆସିବା ପରେ ଜେଜେ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା। ରାଜେନ୍ଦ୍ର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରାଜେନ୍ଦ୍ରଙ୍କ ନାମରେ ତାଙ୍କ ବୋହୂ ଅଭିଯୋଗ!-->…
ସିବିଆଇ ଅଧିକାରୀଙ୍କ ବିରୁଦ୍ଧରେ କାର୍ତ୍ତିଙ୍କ ଅଭିଯୋଗ
ନୂଆଦିଲ୍ଲୀ: ସିବିଆଇର କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ। କାର୍ତ୍ତି ହେଉଛନ୍ତି ପି ଚଦାମ୍ବରମଙ୍କ ପୁଅ। ନିକଟରେ କାର୍ତ୍ତିଙ୍କ ଘରେ ସିବିଆଇର କିଛି ଅଧିକାରୀ ଚାଇନିଜ ଶ୍ରମିକଙ୍କୁ ବେଆଇନ ଭାବେ ଭାରତ ଆସିବାକୁ!-->…
ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲ୍
ନୂଆଦିଲ୍ଲୀ: ବେଆଇନ ଭାବେ ଆୟ ଠାରୁ ଅଧିକ ସମତ୍ତି ଠୁଳ କରିବା ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ମିଳିଛି ୪ ବର୍ଷର ଜେଲଦଣ୍ଡ। ଏଥିସହ ତାଙ୍କୁ ୫୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ୮୭ ବର୍ଷୀୟ ଚୌତାଲାଙ୍କୁ ମେ’ ୨୧ ତାରିଖରେ ଦିଲ୍ଲୀର ରୋଜ!-->…
ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ କ୍ଲିନଚିଟ୍
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଡ୍ରଗ୍ସ କେସ୍ରେ ଫସିଥିବା ଆର୍ଯ୍ୟନଙ୍କୁ ଶେଷରେ ଏନସିବି କ୍ଲିନଚିଟ୍ ଦେଇଛି। ଅର୍ଥାତ ଡ୍ରଗ୍ସ କେସ୍ରେ ତାଙ୍କର କୌଣସି ଭୂମିକା ନାହିଁ ଓ ସେ ସଂପୂର୍ଣ୍ଣ ଦୋଷମୁକ୍ତ ହୋଇଛନ୍ତି।ମୁମ୍ବାଇ କ୍ରୁଜ୍!-->…
ସେନାର ଓଲଟି ୭ ଜଣ ଯବାନଙ୍କ ମୃତ୍ୟୁ
ଲଦାଖ: ଏକ ଦୁଖଃଦ ଘଟଣାକ୍ରମରେ ଦେଶ ୭ ଜଣ ଯବାନଙ୍କୁ ହରାଇଛି। ଲଦାଖର ତୁରତୁକ୍ ସେକ୍ଟରରରେ ସ୍ୟୁକ୍ ନଦୀକୁ ସେନାର ଏକ ଗାଡ଼ି ଓଲଟି ପ୍ରାୟ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗାଡ଼ିଟି ପ୍ରାୟ ୫୦ରୁ ୬୦ଫୁଟ୍ ତଳକୁ ଖସିପଡ଼ିଛି। ସେଥିରେ ପ୍ରାୟ ୨୬ ଜଣ ସୈନ୍ୟ ଯାତ୍ରା!-->…