Browsing Category

ଦେଶ

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଷ୍ଟେଜ ନିକଟରେ ବିସ୍ଫୋରଣ

ପାଟନା: ପୁଣିଥରେ ଗୋଟିଏ ଅପ୍ରୀତିକର ଓ ବିପଜ୍ଜନକ ସ୍ଥିତିର ସାମ୍ନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆଜି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଜନସଭାର ଷ୍ଟେଜ ନିକଟରେ ବୋମା ମାଡ଼ ହୋଇଛି। ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ବେଳେ…

ରୋପ ୱେ ମଧ୍ୟରେ ଧକ୍କା, ୨ ମୃତ, ୩୦ ଉଦ୍ଧାର

ରାଞ୍ଚି: ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେ ଅଘଟଣରେ ଧିରେ ଧିରେ ସଫଳତା ପାଇବାରେ ଲାଗିଛି ଉଦ୍ଧାରକାରୀ ଟିମ । ବର୍ତ୍ତମାନ ସୁଦ୍ଧା ୩୦ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସାରିଛି । ଫସି ରହିଥିବା ଅବଶିଷ୍ଟ ୧୮ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା…

ରାମନବମୀ ଶୋଭାଯାତ୍ରାରେ ପଥର ମାରିଥିବା ଦଙ୍ଗାକାରୀଙ୍କ ଘର ଉପରେ ଚଢ଼ିଲା ବୁଲଡୋଜର

ଖରଗୋନ: ମଧ୍ୟପ୍ରଦେଶର ଖରଗୋନରେ ରାମନବମୀ ଦିନ ହୋଇଥିବା ହିଂସାକାଣ୍ଡରେ ପ୍ରତିକ୍ରିୟା ଦେଖାଇଛନ୍ତି ସରକାର । ଜିଲ୍ଲା ପ୍ରଶାସନ ଖରଗୋନରେ ରାମନବମୀରେ ପଥର ଫିଙ୍ଗିଥିବା ଅଭିଯୁକ୍ତଙ୍କ ଘରକୁ ମାଟିରେ ମିଶାଇ ଦେଇଛନ୍ତି । ସୋମବାର ସହରର ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଛୋଟ ମୋହନ ଟକିଜ…

ଗାଜିଆବାଦ: ବସ୍ତିରେ ଭୀଷଣ ନିଆଁ; ଜିଅନ୍ତା ଜଳି ପାଉଁଶ ହୋଇଗଲେ ୫୦ରୁ ଅଧିକ ଗାଈ

ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଇନ୍ଦିରାପୁରମ୍‌ର କନାଓ୍ଵନୀ ଅଞ୍ଚଳରେ ଭୀଷଣ ନିଆଁ ସଂସ୍ପର୍ଶରେ ଆସି ୫୦ରୁ ଅଧିକ ଗାଈ ଜିଅନ୍ତା ଜଳି ପାଉଁଶ ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ, ଏଠାରେ ଥିବା ଏକ ବସ୍ତିରେ…

‘କ୍ୟାମ୍ପସରେ ହିଂସାକୁ ବରଦାସ୍ତ କରାଯିବ ନାହିଁ’; ଜେଏନୟୁ

ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇଛି ଜବାହରଲାଲ ବିଶ୍ୱବିଦ୍ୟାଳୟ। ରବିବାର କ୍ଯାମ୍ପସର କାବେରୀ ହଷ୍ଟେଲରେ ଛାତ୍ରଙ୍କ ମଧ୍ୟରେ ହିଂସା ହୋଇଥିଲା। ଏହାକୁ ନେଇ ଆଜି ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ପ୍ରଶାସନ କହିଛି ଯେ କ୍ୟାମ୍ପସରେ ହିଂସାକୁ ବରଦାସ୍ତ…

ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ମାନବବିହୀନ ଟ୍ୟାଙ୍କ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ଆଉ ଏକ ଶକ୍ତି । ଡିଆରଡିଓ ଏନେଇ ଗବେଷଣା କରିବା ସହ ମାନବବିହୀନ ଟ୍ୟାଙ୍କର ବିକାଶ କରୁଛି । ଯେଉଁ ଟ୍ୟାଙ୍କରେ ବିନା ମଣିଷରେ ଯୁଦ୍ଧ କରିହେବ । ଏହି ଟ୍ୟାଙ୍କର ନାଁ ଅର୍ଜୁନ ଏମକେ-୧ଏ ରହିଥିବା ବେଳ ଯୁଦ୍ଧ ଭୂମିରେ ବିନା ଯୋଦ୍ଧାରେ…

ପରଲୋକରେ ଜଣାଶୁଣା ଅଭିନେତା ଶିବ ଶୁବ୍ରମଣ୍ୟମ୍

ମୁମ୍ବାଇ: ଚଳଚ୍ଚିତ୍ର ଦୁନିଆରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ଜଣାଶୁଣା ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ ଶୁବ୍ରମଣ୍ୟମ୍ । ବିଭିନ୍ନ ଭାଷାରେ ନିର୍ମିତ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତାଙ୍କ ମୃତ୍ୟୁ ଖବର ମନୋରଂଜନ ଦୁନିଆରେ ଶୋକ ଖେଳାଇଦେଇଛି । ବଲିଉଡରେ ଅନେକ ଫିଲ୍ମରେ…

ଶେହ୍‌ବାଜ୍‌ ଶରିଫ୍‌ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଓ ବିଲାୱାଲ୍‌ ଭୁଟ୍ଟୋ ବୈଦେଶିକ ମନ୍ତ୍ରୀ ହେବାର…

ନୂଆଦିଲ୍ଲୀ: ନୱାଜ୍‌ ଶରିଫ୍‌ଙ୍କ ଭାଇ ଶେହ୍‌ବାଜ୍‌ ଶରିଫ୍‌ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିପାରନ୍ତି। ଇମ୍ରାନ୍‌ ଖାଁଙ୍କ ସରକାର ପତନ ପାଇଁ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌’ (ନୱାଜ୍‌) ପାର୍ଟିର ଶରିଫ୍‌ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ତାଙ୍କୁ ହିଁ…

ପାକିସ୍ତାନରେ ଆଜି ପୁଣି ଥରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି : ଇମ୍ରାନ

ଇସ୍‌ଲାମାବାଦ: ଶନିବାର ବିଳମ୍ବିତ ରାତିରେ ପାକିସ୍ତାନରେ ଦୀର୍ଘ ଦିନର ରାଜନୈତିକ ଅସ୍ଥିରତା ପରେ ଇମ୍ରାନ ସରକାରର ପତନ ଘଟିଥିଲା। ଅନାସ୍ଥା ଭୋଟ୍‌ରେ ଇମ୍ରାନ୍‌ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ତାଙ୍କୁ ବହିଷ୍କୃତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ପଦ ହରାଇବା…

ମୋଦୀ ଓ ବାଇଡ଼େନଙ୍କ ଭିତରେ ଭର୍ଚୁଆଲ ବୈଠକ କାଲି

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହେବ ଭର୍ଚୁଆଲ ବୈଠକ। ଏହି ବୈଠକରେ ଦୁହେଁ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କୁହାଯାଉଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଭାରତ-ଆମେରିକା…