Browsing Category

ଦେଶ

ବିଜେପି ସରକାର ଆସିଲେ ମାଛ ଖାଇବା ବନ୍ଦ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗ:ବିଜେପି ଆସିଲେ ମାଛ ଖାଇବା ବନ୍ଦ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ବଡ଼ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମାଛ ଖିଆଯାଏ ନାହିଁ । ଯଦି ବିଜେପି କ୍ଷମତାକୁ ଆସେ ତେବେ ଆପଣମାନେ ମାଛ କିମ୍ବା ଅଣ୍ଡା ମଧ୍ୟ…

ତାମିଲନାଡୁ ବିଧାନସଭା ନିର୍ବାଚନ: ୨ଟି ଆସନରୁ ଲଢ଼ିବେ ଟିଭିକେ ମୁଖ୍ୟ ବିଜୟ

ନୂଆପଡା: ଟିଭିକେ ମୁଖ୍ୟ ବିଜୟ ଆଜି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାଙ୍କ ଦଳର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ବିଜୟ ଘୋଷଣା କରିଛନ୍ତି ଯେ ସେ ବିଧାନସଭା ନିର୍ବାଚନରେ ​​ଦୁଇଟି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କହିଛନ୍ତି ଯେ ସେ ଚେନ୍ନାଇର…

ଯୋଗାଯୋଗ ଏବଂ ଆଇଟି କମିଟିରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ବିଜୁ ପଟ୍ଟନାୟକ ବିରୁଦ୍ଧରେ ବିଜେପିର ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ବିରୋଧ କରି ରବିବାର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଯୋଗାଯୋଗ ଏବଂ ଆଇଟି କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଶନିବାର ବିଜେପିର ସାଂସଦ ନିଶିକାନ୍ତ ଦୁବେ ଏ…

ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ପାକିସ୍ତାନରେ ୨ ଦିନିଆ ଲକ୍ ଡାଉନ୍ ଘୋଷଣା

ପାକିସ୍ତାନ : ପାକିସ୍ତାନରେ ବଢୁଥିବା ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ୨ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଶନିବାର ଏବଂ ରବିବାର ଲକଡାଉନ୍ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ଲକଡାଉନ ସମୟରେ ସମୟରେ ବଜାର, କାରଖାନା ଏବଂ ରାସ୍ତା ବନ୍ଦ ରଖିବାକୁ ନିଷ୍ପତ୍ତି…

ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଦ୍ରୋହ

ନୂଆଦିଲ୍ଲୀ: ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଶାଳ ବିଦ୍ରୋହ । ଆମେରିକାର ସମସ୍ତ ୫୦ ରାଜ୍ୟରେ ଟ୍ରମ୍ପ ସରକାରଙ୍କ ବିରୋଧରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। “ନୋ କିଙ୍ଗସ୍” ଶୀର୍ଷକ ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରାୟ ୮୦ ରୁ ୯୦ ଲକ୍ଷ ଲୋକ ସାମିଲ ହୋଇଥିଲେ।…

ଆର୍ଟେମିସ୍-୨ ମିଶନ କାଉଣ୍ଟଡାଉନ୍ ଆରମ୍ଭ, କେନେଡି ସ୍ପେସ୍ ସେଣ୍ଟରରେ ପହଞ୍ଚିଲେ ୪ ମହାକାଶଚାରୀ

ନୂଆଦିଲ୍ଲୀ : ଚନ୍ଦ୍ରକୁ ଯିବା ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆର୍ଟେମିସ୍-୨ ମିଶନରେ କେନେଡି ସ୍ପେସ୍ ସେଣ୍ଟରରେ ପହଞ୍ଚିଲେ ୪ ମହାକାଶଚାରୀ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ନିଜର ଐତିହାସିକ ‘ଆର୍ଟେମିସ୍-୨’ ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ମିଶନରେ…

ଆମେରିକାର F-୧୬ ଯୁଦ୍ଧ ବିମାନକୁ ଖସାଇଲା ଇରାନ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଇରାନ ବଡ଼ ଦାବି କରିଛି । ଆମେରିକାର ସାମରିକ ଘାଟି ଏବଂ ସେମାନଙ୍କର ସାମରିକ ଘାଟି ଏବଂ ଫାଇଟର ଜେଟ୍ F-୧୬ ଲଢୁଆ ବିମାନକୁ ଟାର୍ଗେଟ୍ କରିଥିବା ଦାବି କରିଛି । ଏହା ଏକ F-16 ଲଢ଼ୁଆ ବିମାନ ଏବଂ ଏକ ଆମେରିକୀୟ MQ-9…

ମନ୍ଦିର ଛାତ ଭୁଶୁଡି ଭକ୍ତ ମୃତ

ତାମିଲନାଡୁ : ତାମିଲନାଡୁର ତିରୁଚିରାପାଲ୍ଲିର ସମାୟପୁରମ୍ ମାରିଆମ୍ମାନ ମନ୍ଦିରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ମନ୍ଦିର ଛାତର ଏକ ଅଂଶ ଭୁଶୁଡି ପଡ଼ି ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଏହି ଘଟଣା ସନ୍ନାଥୀ ଷ୍ଟ୍ରିଟ୍ ମଣ୍ଡପରେ ଘଟିଥିବା ଜଣାପଡିଛି । …

ନେତାନ୍ୟାହୁଙ୍କୁ ସମାଲୋଚନା କଲେ ଭାନ୍ସ

ୱାସିଂଟନ: ଇରାନ ଯୁଦ୍ଧକୁ ମାସେ ହୋଇଥିବାବେଳେ ଏହାର ଫଳାଫଳ ନେଇ କୌଣସି ସ୍ପଷ୍ଟତା ଦେଖାଯାଉନି। ଯୁଦ୍ଧ ଆରମ୍ଭରେ ଆମେରିକା ଓ ଇସ୍ରାଏଲ ଏହାକୁ ଯେତେ ସହଜ ମନେ କରୁଥିଲେ ବାସ୍ତବତା କିନ୍ତୁ ଭିନ୍ନ ରହିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ…

ଉତ୍ତରପ୍ରଦେଶରେ ଜେୱାର ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରରେ ଥିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କର୍ଗେୋ ଟର୍ମିନାଲ ମଧ୍ୟ…