Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
‘ହିଜାବ’ର ଜରୁରୀ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା, କହିଲେ – ଜାତୀୟ ପ୍ରସଙ୍ଗ କରନି
ନୂଆଦିଲ୍ଲୀ: ‘ହିଜାବ ବିବାଦକୁ ଜାତୀୟ ସ୍ତରର ପ୍ରସଙ୍ଗ କରନ୍ତୁ ନାହିଁ। ଏହାର ଜରୁରୀ ଶୁଣାଣିର କୌଣସି ଆବଶ୍ୟକତା ନାହିଁ। ଠିକ୍ ସମୟରେ ହସ୍ତକ୍ଷେପ ସହ ଏହାର ଶୁଣାଣି କରାଯିବ।’ ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଏଭଳି!-->…
ବିଜେପିରେ ଯୋଗ ଦେଲେ ପ୍ରଖ୍ୟାତ କୁସ୍ତିଯୋଦ୍ଧା ‘ଦି ଗ୍ରେଟ୍ ଖାଲି’: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ କଲେ…
ନୂଆଦିଲ୍ଲୀ: ବିଶ୍ୱ ରେସଲିଂ ଏଣ୍ଟରଟେନମେଣ୍ଟ (WWE) ରୁ ପ୍ରସିଦ୍ଧ ହୋଇଥିବା ‘ଦି ଗ୍ରେଟ୍ ଖାଲି’ ଦିଲୀପ ସିଂ ରାଣା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ରାଜଧାନୀ ଦିଲ୍ଲୀର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ଖଲି କହିଛନ୍ତି ଯେ,!-->…
ୟୁପି ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାୟ ୫୭.୭୯ ପ୍ରତିଶତ ମତଦାନ
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ପଶ୍ଚିମ ଉତ୍ତରପ୍ରଦେଶରେ ୧୧ ଜିଲ୍ଲାର ୫୮ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲୁ ରହିଛି। ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶାବଳି ଅନୁଯାୟୀ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ହୋଇଥିବା ବେଳେ!-->…
ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ନୂଆଦିଲ୍ଲୀ: ପୁଣି ଅପରିବର୍ତ୍ତିତ ରହିଲା ରପୋ ରେଟ୍। ବଜେଟ୍ ପରେ ଆର୍ବିଆଇ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା ହୋଇଛି। ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇନଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକରେ (MPC) ପରେ ଆର୍ବିଆଇ ଗଭର୍ଣ୍ଣର!-->…
ଘୁଞ୍ଚିଲା ମଣିପୁର ବିଧାନସଭା ନିର୍ବାଚନ ତାରିଖ
ନୂଆଦିଲ୍ଲୀ: ମଣିପୁର ବିଧାନ ସଭା ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ ସମୀକ୍ଷା କରି ପୁନଃ ତାରିଖ ଧାର୍ଯ୍ୟ କରିଛନ୍ତି। ପ୍ରଥମ ପାର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୨୭ ବଦଳରେ ଫେବୃଆରୀ ୨୮ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୫ରେ ହେବ। ମାର୍ଚ୍ଚ ୧୦ରେ ଗଣିତି!-->…
ଲଖିମପୁର ହିଂସା : ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ
ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଥିବା କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ମିଳିଲା ଆଶ୍ୱସ୍ତି। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମିଳିଲା ଜାମିନ। ଲକ୍ଷ୍ନୌ ହାଇକୋର୍ଟ ବେଞ୍ଚ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି।!-->…
ସ୍କୁଲ କଲେଜ ଖୋଲିବ: ଧାର୍ମିକ ପୋଷାକ ଉପରେ ରୋକ୍ ଲଗାଇଲେ କୋର୍ଟ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ସ୍କୁଲ କଲେଜ ଖୋଲିବ। କିନ୍ତୁ ଛାତ୍ରଛାତ୍ରୀମାନେ ଧର୍ମୀୟ ଜଡ଼ିତ କୌଣସି ପୋଷାକ ପିନ୍ଧି ଆସିପାରିବେ ନାହିଁ। ଯେହେତୁ ମାମଲା କୋର୍ଟରେ ବିଚାରାଧୀନ ଅଛି ଛାତ୍ରଛାତ୍ରୀମାନେ ଧାର୍ମିକ ପୋଷାକ ପିନ୍ଧି ଆସିପାରିବେ ନାହିଁ । କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି!-->…
ହିଜାବ ବିବାଦରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ
ଲକ୍ଷ୍ନୌ: ହିଜାବ ପ୍ରସଙ୍ଗକୁ ନେଇ ବିବାଦ ଘନୀଭୂତ ହେଉଥିବା ବେଳେ ଏଥିପାଇଁ ବିରୋଧୀଙ୍କୁ ଦାୟୀ କରି ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଉତ୍ତରପ୍ରଦେଶରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ମୋଦି ସିଧାସଳଖ ‘ହିଜାବ’ ଶବ୍ଦ ନ ଉଠାଇଥିଲେ ମଧ୍ୟ ମୁସଲିମ ଝିଅମାନଙ୍କର!-->…
ପ୍ରିୟଙ୍କା ଦେଇଥିବା ବିବୃତ୍ତିର ଜବାବରେ କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ହିଜାବ ଝଡ଼ ଦିନ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ରାଜନୈତିକ ବୟାନବାଜି ଏହି ପ୍ରସଙ୍ଗକୁ ଆହୁରି ଉସ୍ମ କରିଛି। ହିଜାବକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଦେଇଥିବା ଏକ ବିବୃତ୍ତିର ଜବାବରେ ରାଜ୍ୟର ଜଣେ ମନ୍ତ୍ରୀ ବିବାଦୀୟ ବୟାନ!-->…
ଘର ଭିତରୁ ମିଳିଲା ବାୟୁସେନାର ପୂର୍ବତନ ପାଇଲଟ ଓ ପତ୍ନୀଙ୍କ ରକ୍ତାକ୍ତ ମୃତଦେହ
ବେଙ୍ଗାଲୁରୁ: ଭାରତୀୟ ବାୟୁସେନାର ଜଣେ ପୂର୍ବତନ ପାଇଲଟ ଓ ତାଙ୍କ ପତ୍ନୀଙ୍କୁ ସେମାନଙ୍କ ଘର ଭିତରେ ହତ୍ୟା କରାଯାଇଛି। ଏହି ଦମ୍ପତି ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଇଜଲେଟନ ରିଜର୍ଟରେ ଥିବା ସେମାନଙ୍କ ଭିଲ୍ଲାରେ ରହୁଥିଲେ। ଏହିଠାରୁ ସେମାନଙ୍କ ମୃତଦେହ ମିଳିଛି।ତେବେ ଦମ୍ପତିଙ୍କ ଘରେ କାମ!-->…