Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନେପାଳରେ ପୁଣି ହାଇଆଲର୍ଟ ଜାରି, ଜଳବନ୍ଧ ଭାଙ୍ଗିବାର ସୂଚନା
ନେପାଳ: ନେପାଳରେ ଧ୍ବଂସାତ୍ମକ ଚିତ୍ର ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ନେପାଳ ପୋଲିସ ଶୁକ୍ରବାର ଏକ ଆଲର୍ଟ ଜାରି କରିଛି । ପୋଲିସ କହିଛି ଯେ, ତିବ୍ବତ ପଟେ ପୁଣିଥରେ ଜଳବନ୍ଧ ଭାଙ୍ଗିଥିବାର ସୂଚନା ମିଳିଛି । ଏନେଇ ପୋଲିସ ସୁରକ୍ଷାକର୍ମୀ, ଉଦ୍ଧାର ଓ!-->…
ରନୱେରେ ଫାଟିଲା ବିମାନର ଟାୟାର, ଟଳିଲା ବଡ଼ ଦୁର୍ଘଟଣା
ବିଳାସପୁର: ଛତିଶଗଡ଼ର ବିଳାସପୁର ବିମାନବନ୍ଦରରେ ଶୁକ୍ରବାର ଅବତରଣ କରିବା ସମୟରେ ଦିଲ୍ଲୀ-ବିଳାସପୁର ଆଲାଏନ୍ସ ଏୟାରର ଏକ ବିମାନର ଟାୟାର ଫାଟିଯିବାରୁ ଅଘଟଣ ଘଟିଛି। ତେବେ ବିମାନରେ ଥିବା ସମସ୍ତ ୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ,!-->!-->!-->…
ଚୀନରେ ଭୂମିକମ୍ପ, ୫.୧ ତୀବ୍ରତାର ଝଟକା ଅନୁଭୂତ
ନୂଆଦିଲ୍ଲୀ : ଚୀନର ଦକ୍ଷିଣ ପଶ୍ଚିମ ସିଚୁଆନ୍ ପ୍ରାନ୍ତରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ୫.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିପୋର୍ଟ ଅନୁସାରେ, ନାଇଜିଆଙ୍ଗର ଲଙ୍ଗଚାଙ୍ଗ ସହର ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଚୀନ୍ ଭୂମିକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ,!-->…
ତାମିଲନାଡ଼ୁ ଅର୍ଥମନ୍ତ୍ରୀଙ୍କ ଲାଞ୍ଚ ମନ୍ତବ୍ୟକୁ ନେଇ ଘେରିଲେ ବିରୋଧୀ
ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ସରକାର ଏବେ ନିଜ ଅର୍ଥମନ୍ତ୍ରୀଙ୍କ ଲାଞ୍ଚ ସମ୍ପର୍କିତ ମନ୍ତବ୍ୟକୁ ନେଇ ଅଡ଼ୁଆରେ ପଡ଼ିଛି। ରାଜ୍ୟ ଅର୍ଥମନ୍ତ୍ରୀ ଏନ୍. ମାରି ୱିଲସନ ବିଧାନସଭାରେ ପୂର୍ବ ଡିଏମ୍କେ ସରକାର ସମୟରେ ନିଜ ଶିକ୍ଷାନୁଷ୍ଠାନ ପାଇଁ ଅନୁମତି!-->…
ମୋହନ ଭାଗବତଙ୍କ ନ୍ୟୁୟର୍କ କାର୍ଯ୍ୟକ୍ରମ ଆୟୋଜକଙ୍କ ଏକ୍ସ ଆକାଉଣ୍ଟ୍ ସସପେଣ୍ଡ
ନ୍ୟୁୟର୍କ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଶନିବାର ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବେ । କିନ୍ତୁ ଏହାର ଦିନକ ପୂର୍ବରୁ ଆମେରିକୀୟ ହିନ୍ଦୁମାନଙ୍କ ପାଇଁ ଏନଗେଜମେଣ୍ଟ ଆଣ୍ଡ ଡାଏଲଗ୍ (AHEAD ଫୋରମ୍)ର ଏକ୍ସ ଆକାଉଣ୍ଟକୁ ସସପେଣ୍ଡ ହୋଇଛି । ଏହା ସେହି!-->…
ଏସୀୟ କ୍ରୀଡ଼ାରେ ଟ୍ବେଣ୍ଟି୨୦ କ୍ରିକେଟ୍ ;ସିଧା କ୍ବାର୍ଟର ଖେଳିବେ ଭାରତୀୟ ପୁରୁଷ, ମହିଳା ଦଳ
ନୂଆଦିଲ୍ଲୀ : ଜାପାନର ଆଇଚି-ନୋଗୋୟାରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ା ଖେଳାଯିବ। ଏଥିରେ ଟ୍ବେଣ୍ଟି୨୦ କ୍ରିକେଟ ସ୍ଥାନ ପାଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ଟ୍ବେଣ୍ଟି୨୦ କ୍ରିକେଟ ଖେଳାଯିବ। ପ୍ରତିଯୋଗିତା ଆରମ୍ଭର ଦୁଇ ଦିନ ପୂର୍ବରୁ ମହିଳା କ୍ରିକେଟ ଖେଳାଯିବ।!-->…
ବାପାମାଆଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ ; ଜ୍ୱାଇଁ, ବୋହୂଙ୍କର ନୁହେଁ -ହାଇକୋର୍ଟ
ନୂଆଦିଲ୍ଲୀ : ପିତାମାତାଙ୍କ ସେବା କରିବା ପୁଅ ଏବଂ ଝିଅଙ୍କ ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁଙ୍କର ନୁହେଁ। କୌଣସି ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ କିମ୍ବା ଜଣେ ଝିଅ ତାଙ୍କ ସ୍ୱାମୀଙ୍କୁ ସେମାନଙ୍କ ପିତାମାତାଙ୍କ ସେବା କରିବାକୁ ବାଧ୍ୟ କରିପାରିବେ ନାହିଁ। ପୁରୁଷ ଏବଂ!-->…
ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ
କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ଶ୍ରୀଲଙ୍କା ୪୨୯/୯ ରନରେ ଦ୍ୱିତୀୟ ପାଳି ଘୋଷଣା କରିବା ପରେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତି କ୍ରମେ ମ୍ୟାଚ୍କୁ ଅମୀମାଂସିତ ଭାବେ ଶେଷ କରାଯାଇଥିଲା । ସୋନାଲ ଦିନୁଶା!-->…
ଛୋଟ ସ୍ୱେଚ୍ଛାସେବୀ ଦଳ ସହ ବନ୍ୟାକ୍ଷତିଗ୍ରସ୍ତ ଗିରୋଙ୍ଗ୍ ଯିବାକୁ ସଦ୍ଗୁରୁଙ୍କ ଆବେଦନ
ନୂଆଦିଲ୍ଲୀ: ନେପାଳ-ତିବ୍ଦତ ସୀମାବର୍ତ୍ତୀ ଅଞ୍ଚଳରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ତିବ୍ଦତର ଗିରୋଙ୍ଗ୍ ସହରରେ ନିଖୋଜ ହୋଇଥିବା ୮୦ ଜଣ କୈଳାସ ତୀର୍ଥଯାତ୍ରୀଙ୍କ ସନ୍ଧାନ ପାଇଁ ସଦ୍ଗୁରୁ ଜଗ୍ଗୀ ବାସୁଦେବ ଚୀନ୍ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଛନ୍ତି। ଗୁରୁବାର ସେ କହିଛନ୍ତି ଯେ, ତାଙ୍କ!-->…
ପୁଣି ବସିପାରେ ସଂସଦ, ସରକାରଙ୍କ ସମ୍ଭାବ୍ୟ ନିଷ୍ପତ୍ତି ନେଇ ଇଙ୍ଗିତ ଦେଲେ ରିଜିଜୁ
ନୂଆଦିଲ୍ଲୀ: ସଂସଦ ଅଧିବେଶନ ପୁଣି ଡକାଯିବାର ସମ୍ଭାବନାକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିନାହାନ୍ତି। ବର୍ଷାକାଳୀନ ଅଧିବେଶନ ଏପର୍ଯ୍ୟନ୍ତ ଔପଚାରିକ ଭାବେ ସମାପ୍ତ ଘୋଷିତ ହୋଇନଥିବାରୁ ପୁଣି ସଂସଦର ବୈଠକ ଡକାଯାଇପାରିବ ବୋଲି ସେ!-->…