Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ଯୋଜନା, ମାତ୍ର ୫ ଟଙ୍କାରେ ମିଳିବ ପେଟ ଫୁଲ୍ ଖାଦ୍ୟ
ନୂଆଦିଲ୍ଲୀ: ମାତ୍ର ୫ ଟଙ୍କାରେ ପେଟ ଫୁଲ୍ ଖାଇବା ପାଇବା କୁ ଚାହୁଁଛନ୍ତି କି? ତା ପୁଣି ବିଭିନ୍ନ ରକମର ସୁସ୍ବାଦୁ ଖାଦ୍ୟ । ତେବେ ଜାଣି ରଖନ୍ତୁ କେଉଁଠି କେଉଁଠି ଏହି ସୁବିଧା ଉପଲବ୍ଧ… ଦିଲ୍ଲୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମଜୟନ୍ତୀ ଅବସରରେ ‘ଅଟଳ!-->…
ଆଜିଠୁ ବର୍ଦ୍ଧିତ ରେଳଭଡା ଲାଗୁ କଲା ଭାରତୀୟ ରେଳବାଇ
ନୂଆଦିଲ୍ଲୀ: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ। ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା ବଢିବ ନାହିଁ। ସାଧାରଣ ବର୍ଗରେ ୧ ଓ ଏସି/ନନ୍ ଏସିରେ ୨ ପଇସା ବୃଦ୍ଧି କଲା ରେଲୱେ। ୨୧ ତାରିଖରେ ଭଡା ବୃଦ୍ଧି ନେଇ ଘୋଷଣା କରାଯାଇଥିଲା।
ରେଳବାଇ ସାଧାରଣ ଠାରୁ ଆରମ୍ଭ କରି ଏସି!-->!-->!-->…
୨୦ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: କୁନି କୁନି ପ୍ରତିଭାବାନ ପିଲାଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୦ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ!-->…
କାନାଡାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା
କାନାଡା: କାନାଡା ଟୋରଣ୍ଟୋ ସ୍କାରବୋରୋ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପୀଡ଼ିତ ଜଣଙ୍କ ହେଉଛନ୍ତି ୨୦ବର୍ଷୀୟ ଡକ୍ଟରେଟ୍ ଛାତ୍ର “ଶିବାଙ୍କ ଅବସ୍ଥି” । ପୁଲିସ ଘଟଣାରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ କରୁଛି ।
କାନାଡିୟ ଗଣମାଧ୍ୟମ ଅନୁସାରେ!-->!-->!-->…
ରାଜସ୍ଥାନରେ ମସଜିଦ ନିକଟରେ ହିଂସା, ଇଣ୍ଟରନେଟ୍ ବନ୍ଦ
ରାଜସ୍ଥାନ: ରାଜସ୍ଥାନର ଜୟପୁର ନିକଟରେ ଏକ ମସଜିଦ ନିକଟରେ ହିଂସା ଦେଖିବାକୁ ମିଳିଛି । ଜବରଦଖଲ ଉଚ୍ଛେଦ ସମୟରେ ପୁଲିସ ଉପରକୁ ପଥର ମାଡ଼ ହୋଇଛି । ଶାନ୍ତି ଫେରାଇବାକୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ ।
ସୂଚନା ଅନୁଯାୟୀ ଜଯପୁର ନିକଟସ୍ଥ ଚୋମୁ ସହର କଲନ୍ଦରୀ ମସଜିଦ ନିକଟରେ ଘଟିଛି ।!-->!-->!-->…
ନୂଆବର୍ଷ ପୂର୍ବରୁ ୮୫ତମ ସ୍ଥାନକୁ ଖସିଲା ଭାରତୀୟ ପାସପୋର୍ଟ
ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏବେ ଭାରତୀୟ ପାସପୋର୍ଟ ବିଶ୍ୱ ରାଙ୍କିଙ୍ଗରେ ୮୫ତମ ସ୍ଥାନକୁ ଖସିଯାଇଛି। ପୂର୍ବରୁ ଏହାର ସ୍ଥାନ ୮୦ ଥିଲା। ଭାରତ ସହିତ ଆମେରିକା ମଧ୍ୟ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ହେନଲି ପାସପୋର୍ଟ!-->…
ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା
ବାଂଲାଦେଶ: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଉତ୍ତ୍ୟକ୍ତ ଲୋକେ ଅମ୍ରିତ ମଣ୍ଡଳ ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ରାଜବାଡ଼ି ଅନ୍ତର୍ଗତ ପଙ୍ଗସା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ନିକଟରେ ଦୀପୁ ଚନ୍ଦ୍ର ଦାସ!-->…
ସାନ୍ତାଳୀ ଭାଷାରେ ସମ୍ବିଧାନ ଲୋକାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ।
!-->!-->!-->…
ମେଟ୍ରୋରେ ବୁଲି ଯାତ୍ରୀଙ୍କ ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମେଟ୍ରୋରେ ବୁଲି ଯାତ୍ରୀଙ୍କ ସମସ୍ୟା ବୁଝିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଅଟଳ କ୍ୟାଣ୍ଟିନ୍ ର ଉଦଘାଟନ ପରେ ମେଟ୍ରୋରେ ବୋଲିଥିଲେ ଶ୍ରୀମତୀ ଗୁପ୍ତା ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରି ଯାତ୍ରୀମାନଙ୍କ ସହ!-->…
୧୭ ବର୍ଷ ପରେ ବାଂଲାଦେଶ ଫେରିଲେ ତାରିକ ରେହମାନ; ଫେବୃଆରୀରେ ନିର୍ବାଚନରେ ହେବେ ସାମିଲ !
ବାଂଲାଦେଶ: ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର ରେହମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବଡ଼ ପୁଅ ତାରିକ ରେହମାନ ପ୍ରାୟ ୧୭ବର୍ଷ ବିଦେଶରେ ରହିବା ପରେ ନିଜ ଦେଶକୁ ଫେରିଛନ୍ତି । ଶତାଧିକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସମର୍ଥକ ଢାକା ବିମାନବନ୍ଦରରେ!-->…